maa mangala vihar

ଶୀତବସ୍ତ୍ର ବାଣ୍ଟିଲା ଟାଇକୋଣ୍ଡୋ ସ˚ଘ

0

ଅନୁଗୁଳ: ଅନୁଗୁଳରେ ଶୀତ ଲହରି ଆରମ୍ଭ ହୋଇଛି। ଶୀତ ବସ୍ତ୍ର ଅଭାବରୁ ଅନେକ କଷ୍ଟରେ ରାତି କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଟାଇକୋଣ୍ଡୋ ସ˚ଘ ପକ୍ଷରୁ କିଛି ଅସହାୟ ଦରିଦ୍ର ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କମ୍ବଳ ବଣ୍ଟନ ବେଳେ ସ˚ଘର ମୁଖ୍ୟ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥ, ଉପଦେଷ୍ଟା ପ୍ରଦୀପ ଦେବତା, ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.