ଅଳିଆ ପାଇଁ ଟିକସ ଦେବେ‌ ସହରବାସୀ

ଅନୁଗୁଳ: ଅନୁଗୁଳ ପୌରପାଳିକା ଏବେ ଘର ପାଇଁ ‌ହୋଲ୍‌ଡିଂ ଟିକସ, ଦୋକାନ ପାଇଁ ଲାଇସେନ୍ସ ଫି, ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଟିକସ, ପିଇବା ପାଣି ଟିକସ ନେଉଛି। କିନ୍ତୁ ଆଉ କିଛି ଦିନ ପରେ ଅଳିଆ ପାଇଁ ଅନୁଗୁଳ ସହରବାସୀଙ୍କୁ ଟିକସ…

Continue Readingଅଳିଆ ପାଇଁ ଟିକସ ଦେବେ‌ ସହରବାସୀ

ଚୋରି ସନ୍ଦେହରେ ନାବାଳକକୁ ବାନ୍ଧି ନିସ୍ତୁକ ମାଡ଼

ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍…

Continue Readingଚୋରି ସନ୍ଦେହରେ ନାବାଳକକୁ ବାନ୍ଧି ନିସ୍ତୁକ ମାଡ଼

ମହାପ୍ରୟାଣ ଅଚଳ, ଘରୋଇ ଆମ୍ବୁଲାନ୍ସ ମାଲିକ ମାଲାମାଲ୍‌

ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକମାତ୍ର ଶବ ବାହକ ଗାଡ଼ି ମହାପ୍ରୟାଣ ଅଚଳ ହୋଇପଡ଼ିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା କଥା। ମାତ୍ର ତାହା ହେଉନାହିଁ। ଏହାଫଳରେ ଡାକ୍ତରଖାନାରେ ମୃତ ବ୍ୟକ୍ତିମାନଙ୍କୁ…

Continue Readingମହାପ୍ରୟାଣ ଅଚଳ, ଘରୋଇ ଆମ୍ବୁଲାନ୍ସ ମାଲିକ ମାଲାମାଲ୍‌

ବୋନସ୍‌ ଦାବିରେ ରେଳବାଇ କର୍ମଚାରୀଙ୍କ ବିକ୍ଷୋଭ

ଅନୁଗୁଳ: ପୂଜା ଋତୁରେ ବୋନସ୍‌ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି ରେଳବାଇ କର୍ମଚାରୀ। ସେଥିପାଇଁ ଅନୁଗୁଳ ରେଳବାଇ କର୍ମଚାରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ ସମୟରେ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ…

Continue Readingବୋନସ୍‌ ଦାବିରେ ରେଳବାଇ କର୍ମଚାରୀଙ୍କ ବିକ୍ଷୋଭ

ପୂଜା ବଜାରରେ ଫୁଲ କାରବାର ମାନ୍ଦା

ଅନୁଗୁଳ: ଶାରଦୀୟ ପାର୍ବଣ ଅବସରରେ ଅନୁଗୁଳ ସହରରେ ଫୁଲ କାରବାର ସମ୍ପୂର୍ଣ ମାଡ଼ ଖାଇଯାଇଛି। ପ୍ରତିବର୍ଷ ପାର୍ବଣ ଅବସରରେ ଅନୁଗୁଳ ସହରରେ ପ୍ରାୟ ୭ ଟନ୍ ଫୁଲ ବିକ୍ରିବଟା ହୋଇଥାଏ। ହେଲେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଆଡ଼ମ୍ବରପୂର୍ଣ୍ଣ ପୂଜା…

Continue Readingପୂଜା ବଜାରରେ ଫୁଲ କାରବାର ମାନ୍ଦା

ମୋବାଇଲ ଲୁଟିଲେ, ଧରାପଡି ଛେଚା ଖାଇଲେ ଦୁଇ ଯୁବକ

ଅନୁଗୁଳ: ସୋମବାର ସନ୍ଧ୍ୟାରେ ଅନୁଗୁଳ କମଲେଶ ହୋଟେଲ୍ ନିକଟରୁ ମୋବାଇଲ୍ ଛଡ଼ାଇ ଧରା ପଡିଛନ୍ତି ଦୁଇ ଦୁର୍ବୃତ୍ତ। ଆଙ୍କୁଲା ଗ୍ରାମର ଜଣେ ଯୁବକ ମୋବାଇଲରେ କଥା ହେଇ ସାଇକେଲରେ ସର୍କିଟ ହାଉସ ଆଡକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ପଛପଟୁ ବାଇକରେ…

Continue Readingମୋବାଇଲ ଲୁଟିଲେ, ଧରାପଡି ଛେଚା ଖାଇଲେ ଦୁଇ ଯୁବକ

ଆଉ କେତେ ଅବହେଳା ସହିବ ବିଜୁ ମୈଦାନ

ଅନୁଗୁଳ: ଏକ ପ୍ରକାର ଛେଉଣ୍ଡ ହୋଇ ପଡ଼ିଛି ବିଜୁ ମୈଦାନ। ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ, ସହରର ଏକ ଗୁରୁତ୍ବପୂର୍ଣ୍ଣ ଇଲାକାରେ ଥିବା ଏହି ମୈଦାନର ରକ୍ଷଣାବେକ୍ଷଣ ପ୍ରତି କିନ୍ତୁ ସାମାନ୍ୟତମ ଉଦ୍ୟମ ପ୍ରଶାସନିକ ସ୍ତରରେ…

Continue Readingଆଉ କେତେ ଅବହେଳା ସହିବ ବିଜୁ ମୈଦାନ

ବିପ୍ଳବ ଜେନା ପୁଣି ଡିସିସି ସଭାପତି

ଅନୁଗୁଳ: ଗତ ରବିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଅନୁଗୁଳରୁ ବିପ୍ଳବ ଜେନା ଦ୍ବିତୀୟ ଥର ପାଇଁ ଡିସିସି ସଭାପତି ମନୋନୀତ ହୋଇଛନ୍ତି। ଏଥିନେଇ ଶ୍ରୀ ଜେନା ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ…

Continue Readingବିପ୍ଳବ ଜେନା ପୁଣି ଡିସିସି ସଭାପତି

ଆର୍‌ଟିପିସିଆର୍‌ ଟେଷ୍ଟ ଏଣିକି ଅନୁଗୁଳରେ ହେବ

ଅନୁଗୁଳ: କୋଭିଡ୍‌ ପରିଚାଳନାରେ ଟେଷ୍ଟିଂ ଏକ ସ୍ବାଭାବିକ ପ୍ରକ୍ରିୟା। ତେବେ ଅନୁଗୁଳରେ ଗତ କିଛି ମାସ ଧରି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଥିଲାବେଳେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ କଟକ, ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡୁଥିଲା। ସୁଖର କଥା ଆରଟିପିସିଆର୍‌ ଟେଷ୍ଟ…

Continue Readingଆର୍‌ଟିପିସିଆର୍‌ ଟେଷ୍ଟ ଏଣିକି ଅନୁଗୁଳରେ ହେବ

ଖେଳ ଗଲାଣି ଚୁଲିକୁ

ଅନୁଗୁଳ: ଗାଁଠୁଁ ସହର ଯାଏଁ ସବୁଠି ଖେଳର ବିକାଶ କଥା କୁହାଯାଉଛି। ସରକାର ଏଥିପାଇଁ ଅର୍ଥ ବରାଦ ମଧ୍ୟ କରୁଛନ୍ତି। କିନ୍ତୁ କାମ ହୋଇପାରୁନି। ଜିଲ୍ଲାର ପ୍ରତି ବ୍ଲକ୍‌ରେ ମିନି ଷ୍ଟାଡିୟମ୍‌ ପାଇଁ ଅର୍ଥ ଅନୁଦାନ ଆସିଥିଲା। ଅନୁଗୁଳ ବ୍ଲକ୍‌ ଓ…

Continue Readingଖେଳ ଗଲାଣି ଚୁଲିକୁ