ବରିଷ୍ଠ ନାଗରିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ, ମାଗଣାରେ ବ୍ଲଡ ଟେଷ୍ଟ କଲେ ଶତାଧିକ ବୟସ୍କ
ଅନୁଗୁଳ: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ସହରାଞ୍ଚଳ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସହରାଞ୍ଚଳର ବରିଷ୍ଠ ନାଗରିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି। ଆଜି ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୯ନମ୍ବର ୱାର୍ଡ ରାମଚନ୍ଦ୍ର ବଜାର ନିକଟସ୍ଥ ପାଟରା ସାହି ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି…
