ବଢ଼ୁଛି କେଭିରେ ପଢ଼ିବାକୁ ଆଗ୍ରହ: ଆଠମଲ୍ଲିକ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଆବେଦନ କରିଛନ୍ତି ୪୨୯ ଛାତ୍ରଛାତ୍ରୀ

ଅନୁଗୁଳ: କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାକୁ ପିଲାଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ନୂତନ ଭାବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଠାରେ ସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଚଳିତବର୍ଷ ପ୍ରଥମଥର ୧ମ ରୁ ୫ମ ପର୍ଯ୍ୟନ୍ତ ସମୁଦାୟ ୪୨୯ ଜଣ…

Continue Readingବଢ଼ୁଛି କେଭିରେ ପଢ଼ିବାକୁ ଆଗ୍ରହ: ଆଠମଲ୍ଲିକ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଆବେଦନ କରିଛନ୍ତି ୪୨୯ ଛାତ୍ରଛାତ୍ରୀ

ମହିଳାଙ୍କୁ ଋଣ ଦେଉନି ପୋକତୁଙ୍ଗା ସେବା ସମବାୟ ସମିତି, ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତି ମହିଳାଙ୍କୁ ଋଣ ଦେଉ ନଥିବା ନେଇ ଅଭିଯୋଗ ହୋଇଛି। ଶତାଧିକ ମହିଳା ଏକାଠି ହୋଇ ଏନେଇ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ପୋକତୁଙ୍ଗା, ଧୋକୁଟା ଓ ନନ୍ଦପୁର ପଞ୍ଚାୟତରେ ଥିବା…

Continue Readingମହିଳାଙ୍କୁ ଋଣ ଦେଉନି ପୋକତୁଙ୍ଗା ସେବା ସମବାୟ ସମିତି, ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ ଚେତାବନୀ

ବିନା ଅନୁମତିରେ କ୍ୟାବିନକୁ ବିଦ୍ୟୁତ୍ ସଂଯୋଗ ମନା

ଅନୁଗୁଳ: ଅନୁଗୁଳରେ ଦିନକୁ ଦିନ ଉଠା ଦୋକାନ ସଂଖ୍ୟା ବଢ଼ି ଚାଲିଛି।ଲୋକେ ସରକାରୀ ରାସ୍ତା ଜବର ଦଖଲ କରି ମନ ଇଚ୍ଛା ବିଦ୍ୟୁତ୍ ସଂଯୋଗ ନେଇ ବେପାର କରୁଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।…

Continue Readingବିନା ଅନୁମତିରେ କ୍ୟାବିନକୁ ବିଦ୍ୟୁତ୍ ସଂଯୋଗ ମନା

ଏଏସ୍‌ଆଇ ପକ୍ଷରୁ ଶଲ୍ୟ ଚିକିତ୍ସକ ଦିବସ

ଅନୁଗୁଳ: ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ନିର୍ଦ୍ଦେଶ କ୍ରମେ ନବ ଗଠିତ ଅନୁଗୁଳ ସର୍ଜନ କ୍ଳବ୍ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଶଲ୍ୟ ଚିକିତ୍ସକ ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ବ୍ରିଟିଶ ଶଲ୍ୟ ଚିକିତ୍ସକ ଡ଼ା…

Continue Readingଏଏସ୍‌ଆଇ ପକ୍ଷରୁ ଶଲ୍ୟ ଚିକିତ୍ସକ ଦିବସ

ଡେଉଁଛି କଲେରା: ପୌରପାଳିକାର ଚିଠି ସତ୍ତ୍ୱେ ନିଦରେ ଖାଦ୍ୟ ନିରାପତ୍ତା ବିଭାଗ

ଅନୁଗୁଳ:ଯାଜପୁର,କଟକ,ଭଦ୍ରକ,କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୫୦୦ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏଣେ ଅନୁଗୁଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, ସହର ଭିତରେ…

Continue Readingଡେଉଁଛି କଲେରା: ପୌରପାଳିକାର ଚିଠି ସତ୍ତ୍ୱେ ନିଦରେ ଖାଦ୍ୟ ନିରାପତ୍ତା ବିଭାଗ

ଅନଲାଇନ୍ ଗେମ୍ ଖେଳିବା ହେଲା କାଳ! ଫ୍ୟାନରେ ଝୁଲିପଡ଼ିଲେ ଷଷ୍ଠ ଶ୍ରେଣୀ ଛାତ୍ର

ଅନୁଗୁଳ: କାଳ ହେଲା ଅନଲାଇନ ଗେମ୍ ଖେଳିବା। ଖେଳରେ ହାରିବା ପରେ ଆଜି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ହେଲା ଆଠମଲ୍ଲିକ ଏନ୍ଏସିରେ କାମ କରୁଥିବା ନିର୍ମଳ ବେହେରାଙ୍କ ପୁଅ ବି. ନିଭାନ କୁମାର(୧୧)। ସୂଚନା ମୁତାବକ, ନିଭାନ…

Continue Readingଅନଲାଇନ୍ ଗେମ୍ ଖେଳିବା ହେଲା କାଳ! ଫ୍ୟାନରେ ଝୁଲିପଡ଼ିଲେ ଷଷ୍ଠ ଶ୍ରେଣୀ ଛାତ୍ର

୩ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଅଧିକାରୀ ଏବଂ ଆରପିଏଫ ଷ୍ଟାଫ ମିଳିତ ଚଢ଼ଉ କରି ଅନୁଗୁଳ ରେଳ ଷ୍ଟେସନରୁ ୨ ଜଣ ଗଂଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ଚୋରା ଗଂଜେଇ ଜବତ ହୋଇଛି। ସୂଚନା…

Continue Reading୩ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

କାର ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଲୋକ ଗୁରୁତର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ୱାଳ ଓ ନାତୁଣୀ ଅମ୍ବିକା…

Continue Readingକାର ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଲୋକ ଗୁରୁତର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସହ ନାଲକୋର ବୈଠକ: ୯୦ ପ୍ରତିଶତ ଆଲୁମିନିୟମ ପରିବହନ ପାଇଁ ଦାବି

ଅନୁଗୁଳ: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ନାଲକୋ ସିଏମଡିଙ୍କ ନିମନ୍ତ୍ରଣରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଟ୍ରକ…

Continue Readingଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସହ ନାଲକୋର ବୈଠକ: ୯୦ ପ୍ରତିଶତ ଆଲୁମିନିୟମ ପରିବହନ ପାଇଁ ଦାବି

ଭେରୁଗୋଠାକୁ ରାସ୍ତା ପାଲଟିଛି ମରଣଯନ୍ତା: ଦୁର୍ଦ୍ଦଶା ଭୋଗୁଛନ୍ତି ୧୦୦ ପରିବାର

ଅନୁଗୁଳ: ସରକାର ପାଳନ କରୁଛନ୍ତି  ବିକଶିତ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି। ବହୁ ଆଡ଼ମ୍ବରେ ଅନୁଷ୍ଠିତ ହଉଛି ବିକାଶ ମେଳା। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା। ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି କାଙ୍ଗୁଲା ବେନ୍ତପୁର ପଞ୍ଚାୟତ।…

Continue Readingଭେରୁଗୋଠାକୁ ରାସ୍ତା ପାଲଟିଛି ମରଣଯନ୍ତା: ଦୁର୍ଦ୍ଦଶା ଭୋଗୁଛନ୍ତି ୧୦୦ ପରିବାର