କାର ଧକ୍କାରେ ଅଟୋ ଓଲଟିଲା; ୪ ଗୁରୁତର ଆହତ
ଅନୁଗୁଳ: ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ଥାନା ଅଞ୍ଚଳର ରାଣୀଭୂଇଁ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଅଟୋକୁ ପଛରୁ ଏକ କାର୍ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡ଼ିଛି ଏବଂ ଅଟୋରେ ବସିଥିବା…
ଅନୁଗୁଳ: ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ଥାନା ଅଞ୍ଚଳର ରାଣୀଭୂଇଁ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଅଟୋକୁ ପଛରୁ ଏକ କାର୍ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡ଼ିଛି ଏବଂ ଅଟୋରେ ବସିଥିବା…
ଅନୁଗୁଳ: ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ…
ଅନୁଗୁଳ: ଅନୁଗୁଳ ବ୍ଲାକ ଡ଼ାଇମଣ୍ଡ ସଭା କକ୍ଷ ରେ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆରସିସିଏଫ୍ ଡ଼ା ସଞ୍ଜୟ କୁମାର ସ୍ବାଇଁ, ଡିଏଫ୍ଓ ନୀତିଶ କୁମାର, ଅବସରପ୍ରାପ୍ତ…
ଅନୁଗୁଳ: ଜିନ୍ଦଲ ଷ୍ଟିଲର ସାମାଜିକ ଅଙ୍ଗ, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହ ପାଳନ କରାଯାଇଛି। ଏହି ଅବସରରେ ସାବିତ୍ରୀ ଜିନ୍ଦଲ ଡିଏଭି ହାଇସ୍କୁଲ, କଲେଜ, ନର୍ସିଂ ଛାତ୍ରଛାତ୍ରୀ, ତୃତୀୟ…
ଅନୁଗୁଳ: "ଯୁବ ସମାଜ କୌଶଳୀ ହେଲେ କୁଶଳ ଭାରତ ସମ୍ଭବ ହୋଇପାରିବ," ଏହି ପରିପ୍ରେକ୍ଷୀରେ ସରକାରୀ ତାଲିମ କେନ୍ଦ୍ର, ଆଠମଲ୍ଲିକ ତରଫରୁ ଜାତୀୟ ଶିକ୍ଷା ନୀତି (NEP) ଏବଂ କୌଶଳ ବିକାଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲିମ…
ଅନୁଗୁଳ: ତାଳଚେରରେ ସୋମବାର ଏକ ହୃଦୟ ବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏକ ବାଇକ ଦୁର୍ଘଟଣାରେ ପାଳଲହଡ଼ା ଉପଖଣ୍ଡ ସାମିଆପାଲି ଗ୍ରାମର ୧୦ ବର୍ଷୀୟ ବାଳକ କମଲ ଧିବରଙ୍କର ବାମ ଗୋଡ଼ଟି ଛିଡ଼ି ଯାଇଥିବା ସୂଚନା ମିଳିଛି। ତାଳଚେର…
ଅନୁଗୁଳ: ସ୍ଥାନୀୟ କରଡ଼ାଗାଡି ସ୍ଥିତ ଆଶ୍ରୀନାରାୟଣି ଅଟୋମୋଟିଭ ପ୍ରାଇଭେଟ୍ ଲିମିଟେଡର ଟିଭିଏସ ୧୫୦ ସିଶି ର ନୂଆ ଏନ୍ଟର୍କ ସ୍ପୋର୍ଟ ସ୍କୁଟରର ବଜାର ପ୍ରବେଶ କରାଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ଏରିଆ ମ୍ୟାନେଜର ଦୀପକ ମହାପାତ୍ର…
ଅନୁଗୁଳ: ରେଳୱେ ୱାଗନ ଏବଂ ଟ୍ରକ୍ରେ ପାଲଭିଡ଼ା ନ ଦିଆଯିବାରୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ କରି ତାଳଚେର ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ସୋମବାର ରେଳରୋକ ଆନ୍ଦୋଳନ କରାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ସାହୁ…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସଭାପତିତ୍ୱରେ ଜାତୀୟ ରାଜପଥ ୪୯ ଏବଂ ୧୪୯ରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟଗିରି କଲେଜ ଛାତ୍ର ସଂସଦର ଦାବି କ୍ରମେ ଜାତୀୟ…
ଅନୁଗୁଳ: ଆମ ଜଙ୍ଗଲ ଯୋଜନା ଟିମ୍ ପକ୍ଷରୁ ବନ୍ତଳା ରେଞ୍ଜ ଅନ୍ତର୍ଗତ ପୋକତୁଙ୍ଗା ବିଟ ବାଘୁଆପାଟ ଗାଁର ଆଦିବାସୀ ପରିବାରଙ୍କ ସୁବିଧା ନିମନ୍ତେ ଶସ୍ୟ ସଂରକ୍ଷଣ ଡ୍ରମ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଗାଁର ୨୦ ଟି…