କଣିହାଁରୁ ୨୦ ଶାଳ ଗଣ୍ଡି ଜବତ

ଅନୁଗୁଳ: ଗତ ୯ ତାରିଖ ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣିହାଁ -୨ ଷ୍ଟାଫଙ୍କ ସହ ରେଞ୍ଜ ଅଫିସର ଝାରବେରଣି ଆଦର୍ଶ ସ୍କୁଲ ପାଖ ଛେମୁଣ୍ଡିଆ ତୈଳା ନିକଟରେ  ଚଢାଉ କରି ଏକ ଘରୋଇ ଜମିରେ ୨୦ ଟି ଶାଳ…

Continue Readingକଣିହାଁରୁ ୨୦ ଶାଳ ଗଣ୍ଡି ଜବତ

ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ

ଅନୁଗୁଳ: ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହକୁ ଅନୁଗୁଳ ସାହିତ୍ୟ ସଂସଦ ସଭାପତି କୁମୁଦ ଚନ୍ଦ୍ର ଦାସ ମୁଖ୍ୟ…

Continue Readingମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ

ପିଲାଚୋରି ଅଭିଯୋଗରେ ନଅ ଜଣ ଅଟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ମଙ୍ଗଳବାର ସକାଳ ୧୦ଟା ବେଳେ ଛଦ୍ମବେଶୀ ନଅ ଜଣ ଅଘୋରୀ ବାବା ଅଷ୍ଟମ ଶ୍ରେଣୀର ଛାତ୍ର ସତ୍ୟପ୍ରକାଶ ସାହୁଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଓ…

Continue Readingପିଲାଚୋରି ଅଭିଯୋଗରେ ନଅ ଜଣ ଅଟକ

ଚଳନ୍ତା ଗାଡିର ଫାଟିଲା ଚକା: ପ୍ରଚଣ୍ଡ ଶବ୍ଦ ଶୁଣି ଧାଇଁଲେ ଯାତ୍ରୀ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହି ମିନିବସ ଅନୁଗୁଳ ସହରରୁ ବନ୍ତଳା ଅଭିମୁଖେ ଯାଉଥିବା ବେଳେ ଚକା ଫାଟିଯାଇଥିଲା। ଗାଡ଼ିରେ ବସିଥିବା ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣି ଇତସ୍ତତଃ ହୋଇ ଗାଡିରୁ ଓଲେହି ଧାଇଁଥିଲେ। ଏହି…

Continue Readingଚଳନ୍ତା ଗାଡିର ଫାଟିଲା ଚକା: ପ୍ରଚଣ୍ଡ ଶବ୍ଦ ଶୁଣି ଧାଇଁଲେ ଯାତ୍ରୀ

୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ପଲ୍ଲୀଶ୍ରୀ ମେଳା-୨୦୨୫

ଅନୁଗୁଳ: ସ୍ଥାନୀୟ ନାଲକୋ ନଗରରେ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୬ତମ ଜାତୀୟ ପଲ୍ଲୀଶ୍ରୀ ମେଳା-୨୦୨୫ ଜିଲ୍ଲା ପ୍ରଶାସନ ଓ ଓରମାସ ସହଯୋଗରେ ଆୟୋଜିତ ହେବ। ଏଥିରେ ୨୨୦ଟି ଷ୍ଟଲ ଓ ୧୪ଟି ଫୁଡ ଷ୍ଟଲ ଖୋଲାଯିବ। ଓଡ଼ିଶାର ୩୦ଟି ଜିଲ୍ଲା…

Continue Reading୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ପଲ୍ଲୀଶ୍ରୀ ମେଳା-୨୦୨୫

କିଶୋରନଗର ବ୍ଲକରେ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ କାଦଳୀମୁଣ୍ଡା, ରାଣୀଆକୋଟା ଓ ଧଉରପାଲ୍ଲୀ ଗ୍ରାମପଞ୍ଚାୟତର ଗ୍ରାମ କୃଷି କର୍ମଚାରୀ (VAW) ବିଶ୍ୱନାଥ ଦାସଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍‌ ଦ୍ୱାରା ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡହ୍ଯାଣ୍ଡ ଧରିଛି। ଅଭିଯୁକ୍ତ…

Continue Readingକିଶୋରନଗର ବ୍ଲକରେ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ମାଡ଼ି ବସିଲା ଭିଜିଲାନ୍ସ

ରାଜ୍ୟ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ସଭାପତିଙ୍କୁ ଯୁବନେତା ସୌମ୍ୟରଞ୍ଜନ ଭେଟିଲେ

ଅନୁଗୁଳ: ସୋମବାର ଭୁବନେଶ୍ୱର ଶଙ୍ଖ ଭବନରେ ରାଜ୍ୟ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ସମାରୋହରେ ଅନୁଗୁଳର ଯୁବ ନେତା ସୌମ୍ୟରଞ୍ଜନ ସାହୁ ସେମାନଙ୍କୁ ଭେଟି ଥିଲେ। ରାଜ୍ୟ ଯୁବ ବିଜେଡ଼ି ସଭାପତି…

Continue Readingରାଜ୍ୟ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ସଭାପତିଙ୍କୁ ଯୁବନେତା ସୌମ୍ୟରଞ୍ଜନ ଭେଟିଲେ

ଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଅନୁଗୁଳ: ଆଜି ନୂଆଦିଲ୍ଲୀରେ ଅନୁଗୁଳ ପୌରପାଳିକା ପୁରସ୍କୃତ ହେବାପରେ ଭୁବନେଶ୍ବରରେ ନଗରପାଳ ଅକ୍ଷୟ ସାମନ୍ତ ଓ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ନିଜ ଟିମ୍ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ। ଅନୁଗୁଳ ପୌରପାଳିକା ପକ୍ଷରୁ…

Continue Readingଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଚୟନ ପାଇଁ ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ପୂର୍ବତନ ସାଂସଦ ଡି. କେ. ସୁରେଶ ସୋମବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ ପୌରପାଳିକାକୁ ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର

ଅନୁଗୁଳ: ଅନୁଗୁଳ ପୌରପାଳିକା ମଙ୍ଗଳବାର ନୂଆ ଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି। ଦେଶରେ ସ୍ୱଚ୍ଛ ସହର ଭାବେ ତୃତୀୟ ସ୍ଥାନ ହାସଲ କରି ଅନୁଗୁଳ ପୌରପାଳିକା ୧୨,୫୦,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣପତ୍ର…

Continue Readingଅନୁଗୁଳ ପୌରପାଳିକାକୁ ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର