ଆସନ୍ତା ୨୫ ରେ ରିଲିଜ୍ ହେବ ସିନେମା “ଚାରିଧାମ”: ଅନୁଭବଙ୍କ ସହ ଏକ ବିଶେଷ ଭୂମିକାରେ ଅନୁଗୁଳର ଅଶୋକ ଦାସ

ଅନୁଗୁଳ: ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ପୂଜା ବଜାରରେ ରିଲିଜ୍ ହେବ କ୍ୟାମେରା କୁଇନ୍ ପ୍ରଡକ୍ସନ ନିବେଦିତ ଏବଂ ହିମାଦ୍ରି ତନୟା ଦାସ ପ୍ରଯୋଜିତ ସିନେମା  "ଚାରିଧାମ"।ତାପସ ସରଘରିଆ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁଭବ ମହାନ୍ତି, ମମତା ତ୍ରିପାଠୀ,…

Continue Readingଆସନ୍ତା ୨୫ ରେ ରିଲିଜ୍ ହେବ ସିନେମା “ଚାରିଧାମ”: ଅନୁଭବଙ୍କ ସହ ଏକ ବିଶେଷ ଭୂମିକାରେ ଅନୁଗୁଳର ଅଶୋକ ଦାସ

ଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜଗନ୍ନାଥ ବସ୍ ମାଲିକ ସଂଘର ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ପାତ୍ରପଡାସ୍ଥିତ ମା ବାୟାଣୀପୀଠ ଠାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ପାଇଁ…

Continue Readingଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

କିଶୋରନଗର: କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକ ପଡାସ୍ଥିତ ଶ୍ରୀରାମ ମନ୍ଦିର କମିଟି ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବଇଣ୍ଡା ବିଦ୍ୟୁତ୍ ବିଭାଗର ଅକ୍ଷୟ କୁମାର ସାହୁ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ।…

Continue Readingବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

ଜରସିଂହାରେ ଗ୍ରାମବାସୀଙ୍କ ଦ୍ୱାରା ଚୋରା ମଦ ଓ ବେପାରୀ ଅଟକ: ବିପୁଳ ମଦ ବୋତଲ ଭାଙ୍ଗିଲେ ମହିଳା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରସିଂହା ଗାଁରେ ରବିବାର ଗ୍ରାମବାସୀମାନେ ଚୋରା ମଦ ବେପାରୀ ରମେଶ ନାଏକ (୨୫) ଓ ବିପୁଳ ପରିମାଣରେ ବିଦେଶୀ ମଦ ଅଟକ ରଖିଥିଲେ। ପୋଲିସକୁ ଖବର ଦେଇଥିଲେ ହେଁ ବିଳମ୍ବରେ ପୋଲିସ ପହଞ୍ଚିବା…

Continue Readingଜରସିଂହାରେ ଗ୍ରାମବାସୀଙ୍କ ଦ୍ୱାରା ଚୋରା ମଦ ଓ ବେପାରୀ ଅଟକ: ବିପୁଳ ମଦ ବୋତଲ ଭାଙ୍ଗିଲେ ମହିଳା

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅନୁଗୁଳ: ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର। ସୌଭାଗ୍ୟବଶତଃ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ତୁବେ ଗାଁ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ,…

Continue Readingଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅନୁଗୁଳରୁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଦେଲେ ସୂଚନା

ଅନୁଗୁଳ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ, ତେବେ…

Continue Readingଅନୁଗୁଳରୁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଦେଲେ ସୂଚନା

ବଡ଼କେରାରେ “ଆସ ସ୍କୁଲ ଯିବା” ପଦଯାତ୍ରା

ଅନୁଗୁଳ: ଅନୁଗୋଳ ବ୍ଲକର ବଡ଼କେରା ପିଏମ ଶ୍ରୀ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବଡ଼କେରା ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ନେଇ "ଆସ ସ୍କୁଲ ଯିବା" କାର୍ଯ୍ୟକ୍ରମ ଅଧୀନରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଡ଼କେରା ଉଚ୍ଚ…

Continue Readingବଡ଼କେରାରେ “ଆସ ସ୍କୁଲ ଯିବା” ପଦଯାତ୍ରା

ବର୍ଷା ହେଲେ ଗାଁ ରାସ୍ତାରେ ଜମୁଛି ପାଣି, ଯାତାୟାତ ପାଇଁ ବଡ଼କେରାବାସୀ ହନ୍ତସନ୍ତ

ଅନୁଗୁଳ: ଗାଁ ରାସ୍ତାରେ ଜମୁଛି ପାଣି। ବର୍ଷା ହେଲେ ପାଣି ନିଷ୍କାସନ ପାଇଁ ନାକେଦମ୍ ହେଉଛନ୍ତି ଗାଁ ଲୋକ। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ଶାସନ ସାହି, ତୁମୁଣୀ ଅଞ୍ଚଳବାସୀ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି। ବର୍ଷା ହେଲେ ଯାତାୟାତ…

Continue Readingବର୍ଷା ହେଲେ ଗାଁ ରାସ୍ତାରେ ଜମୁଛି ପାଣି, ଯାତାୟାତ ପାଇଁ ବଡ଼କେରାବାସୀ ହନ୍ତସନ୍ତ

ଅପରେଶନ ପ୍ରହାର ଜାରି: ବ୍ରାଉନ ସୁଗାର କାରବାରରେ ଜଣେ ଗିରଫ

ଅନୁଗୁଳ: ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ ବିରୋଧରେ "ପ୍ରହାର" ଅଭିଯାନ ଅଧୀନରେ ଅନୁଗୁଳ ସଦର ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଶୁକ୍ରବାର କୁମଣ୍ଡ ରେଳ ଲାଇନ ନିକଟରେ ଚଢ଼ାଉ କରି ପ୍ରକାଶ ବେହେରା (୨୯) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ…

Continue Readingଅପରେଶନ ପ୍ରହାର ଜାରି: ବ୍ରାଉନ ସୁଗାର କାରବାରରେ ଜଣେ ଗିରଫ

ଅସାରାଏ ବର୍ଷାରେ ବେହାଲ ତାଳଚେର ବାଇପାସ୍‌: ରାସ୍ତାରେ ଟହଲ ମାରୁଛି ପାଣି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ଶନିବାର ଅସାରାଏ ବର୍ଷା ଫଳରେ ବାଇପାସ୍ ରାସ୍ତା ଜଳମଗ୍ନ ହୋଇ ବଜାର ଓ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା। ଦିନ ୧୨ଟା ସମୟରେ ବର୍ଷା ଓ ଡ଼୍ରେନ୍ ଜାମ ହେବାରୁ ବାଇପାସ୍ ରାସ୍ତାର ଉଭୟ ପାଶ୍ୱର୍ରେ…

Continue Readingଅସାରାଏ ବର୍ଷାରେ ବେହାଲ ତାଳଚେର ବାଇପାସ୍‌: ରାସ୍ତାରେ ଟହଲ ମାରୁଛି ପାଣି