‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଥ‌ିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର' ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

Continue Reading‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ

ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମା ପୂଜା

ଅନୁଗୁଳ: ଆଜି କନ୍ଯା ସଂକ୍ରାନ୍ତି ଅବସରରେ ଅମଲାପଡା ମା' ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମାପୂଜା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଠିକାଦାର, ଶ୍ରମଜିବୀ ଏବଂ ଅନ୍ଯାନ୍ଯ ଶ୍ରଦ୍ଧାଳୁ ମାନେ ଦିନ ଦଶଟା ସମୟରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।…

Continue Readingବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମା ପୂଜା

ବିଶ୍ଵ ଓଜୋନ ଦିବସ ପାଳନ

ଅନୁଗୁଳ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ନୀଳାଞ୍ଚଳ ପଟେଲଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି। ଏହି ଅବସରରେ ଓଜୋନ ସ୍ତରର ସଂରକ୍ଷଣ ଓ ଏହାର କ୍ଷୟ ଜନିତ ବିପଦ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ପଦାର୍ଥ…

Continue Readingବିଶ୍ଵ ଓଜୋନ ଦିବସ ପାଳନ

ଆଇନ ସଚେତନତା ଶିବିର ଅନୁଷ୍ଠିତ

ଅନୁଗୁଳ: ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ତରଫରୁ ୧୫ ସେପ୍ଟେମ୍ବର ୨୦୨୫ରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ବଡକେରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର କ୍ରାଇମ, ସାଇବର ଆଇନ ଓ ଯୌନ ଅପରାଧରୁ ସୁରକ୍ଷା ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ…

Continue Readingଆଇନ ସଚେତନତା ଶିବିର ଅନୁଷ୍ଠିତ

ଏମ୍‌ସିଏଲ୍‌ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ବୈଠକ

ଅନୁଗୁଳ: ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍‌ସିଏଲ୍‌)ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ୍‌ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର…

Continue Readingଏମ୍‌ସିଏଲ୍‌ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ବୈଠକ

ମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆ ଓଡିଶା ଯୋଜନା ଅଧୀନରେ ମୋବାଇଲ ଫୋନ୍ ହାର୍ଡୱେର୍ ମରାମତି ତାଲିମ ପ୍ରାପ୍ତ ୨୪ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ, ଅନୁଗୁଳ…

Continue Readingମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

ଅନୁଗୁଳ: ତାଳଚେରସ୍ଥିତ ଭାରି ଜଳ ପ୍ରକଳ୍ପ (ହେଭି ୱାଟର ପ୍ଲାଣ୍ଟ) ପରିସରରେ ଚେତନା ମିଶନ ଫାଉଣ୍ଡେସନ ପକ୍ଷରୁ "ମାନସିକ ଚାପର କାରଣ ଓ ନିରାକରଣ " ବିଷୟରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ହେଭି ୱାଟର ପ୍ଲାଣ୍ଟର ଡାକ୍ତର…

Continue Reading“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

‘ଭାରତ କୋ ଜାନୋ’ କୁଇଜ ଓ ବୃନ୍ଦଗାନ ପ୍ରତିଯୋଗିତା

ଅନୁଗୁଳ: ଭାରତ ବିକାଶ ପରିଷଦ, ଅନୁଗୁଳ ଶାଖା ପକ୍ଷରୁ ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶାରଦା ହଲରେ ‘ଭାରତ କୋ ଜାନୋ’ କୁଇଜ ଓ ଓଡ଼ିଆ, ସଂସ୍କୃତ, ହିନ୍ଦୀ ଭାଷାରେ ଦେଶପ୍ରେମୀ ବୃନ୍ଦଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ…

Continue Reading‘ଭାରତ କୋ ଜାନୋ’ କୁଇଜ ଓ ବୃନ୍ଦଗାନ ପ୍ରତିଯୋଗିତା

ଅନୁଗୁଳ କଲେଜ୍ ପକ୍ଷରୁ ଆତ୍ମହତ୍ୟା ସଚେତନତା ସପ୍ତାହ

ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ଲିନିକାଲ ସାଇକୋଲୋଜିଷ୍ଟ …

Continue Readingଅନୁଗୁଳ କଲେଜ୍ ପକ୍ଷରୁ ଆତ୍ମହତ୍ୟା ସଚେତନତା ସପ୍ତାହ

ଡିଏମଏଫ ପାଣ୍ଠି କାର୍ଯ୍ୟ ସାରୁନଥିବା ଠିକାଦାରଙ୍କ ରଦ୍ଧ ହେବ କାର୍ଯ୍ୟାଦେଶ, ଆଦାୟ ହେବ ଜରିମାନା

ଅନୁଗୁଳ: ଦୀର୍ଘ ତିନି ବର୍ଷ ପରେ ଅନୁଗୁଳ ଜିଲ୍ଲାରେ ଖଣିଜ ପାଣ୍ଠି ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ଆଜି ହୋଇଛି। ବିଗତ ବର୍ଷ ମାନଙ୍କରେ ଖଣିଜ ପାଣ୍ଠି ବିନିଯୋଗ କରି ଜିଲ୍ଲାରେ ଅନେକ ଗୁଡିଏ ବଡ଼ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଥିବା…

Continue Readingଡିଏମଏଫ ପାଣ୍ଠି କାର୍ଯ୍ୟ ସାରୁନଥିବା ଠିକାଦାରଙ୍କ ରଦ୍ଧ ହେବ କାର୍ଯ୍ୟାଦେଶ, ଆଦାୟ ହେବ ଜରିମାନା