ଲୁଟ ଅଣ୍ଡା ଓ ପିକଅପ ଭ୍ୟାନ ଜବତ, ୨ ଗିରଫ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧ ଲକ୍ଷ ୫୧ ହଜାର ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ଦୁଇ ଯୁବକ ଜିନିଅସ ଓ କମଳଲୋଚନଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ଟାଟା ଏସି ଗାଡ଼ିରେ ଅନୁଗୁଳ ପଠାଯାଇଥିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧ ଲକ୍ଷ ୫୧ ହଜାର ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ଦୁଇ ଯୁବକ ଜିନିଅସ ଓ କମଳଲୋଚନଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ଟାଟା ଏସି ଗାଡ଼ିରେ ଅନୁଗୁଳ ପଠାଯାଇଥିବା…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ୟୁରିଆ ସାର ଅଭାବ ନେଇ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୧୦ ସେପ୍ଟେମ୍ବରରେ କୃଷକ ସଂଗଠନ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କୃଷି ବିଭାଗ ଓ ସମବାୟ…
ଅନୁଗୁଳ: ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ…
ଅନୁଗୁଳ: ନାଲକୋ ନଗରରେ ଦୀର୍ଘ ଚାରି ଦଶନ୍ଧି ଧରି ପାଳିତ ବିଶ୍ୱକର୍ମା ପୂଜାର ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଦେଖାଯାଇଥିଲା। ଅନୁଗୁଳ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦର୍ଶକ ୧୯ଟି ପୂଜା ମଣ୍ଡପ ଓ ଗୋପବନ୍ଧୁ ପାର୍କରେ…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ପେଚାମୁଣ୍ଡି ପଂଚାୟତର ଲଷ୍ମୀପ୍ରିୟାପୂର ଗାଁ ନିକଟ ସାରବେଡା ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର କରୁଥିବା ବେଳେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ସୂଚନା ଅନୁସାରେ, ବନ ବିଭାଗ ଓ ବିଦ୍ୟୁତ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡିଆ ଥାନା ଅଧୀନ ସରପାଳ ଗାଁରେ ଘର ଜାଗା ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନରେଶ ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଅନୁସାରେ, ଗୁଦୁରା ନାଏକଙ୍କୁ ଇନ୍ଦିରା…
ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ପେଚାମୁଣ୍ଡି ଗ୍ରାମ ପଞ୍ଚାୟତର ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଅନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି। ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ଏହି ଟୁର୍ନାମେଣ୍ଟ ତିନି ଦିନ ଧରି…
ଅନୁଗୁଳ: ସାର ପାଇଁ ମହାଭାରତ। ଆବଶ୍ୟକ ମାତ୍ରାରେ ସାର ଯୋଗାଇବାରେ ସରକାର ବିଫଳ। ସାର ଅଭାବ ଯୋଗୁଁ ଅନୁଗୁଳ ଜିଲ୍ଲା ଚାଷୀଙ୍କ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ସାର ପାଇଁ ବନ୍ତଳା ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କେବଳ…
ଜରପଡ଼ା: ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନ ତାଙ୍କ ଦୁଇ ପୁଅ ବଡ ୧୨ ବର୍ଷ ଓ ଛୋଟ ୮ ବର୍ଷଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…
ଅନୁଗୁଳ: ଅନୁଗୁଳ ବନାରାଜିକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଠାରୁ ବନବିଭାଗର ତ୍ରିଦିବସୀୟ ଜୋନାଲ ସ୍ପୋର୍ଟସ ମିଟ ଆରମ୍ଭ ହୋଇଛି। ୨୧ ତାରିଖରେ ଏହାର ଉଦଯାପନ ହେବ। ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ସମ୍ମାନିତ…