ରାସ୍ତା ପ୍ରଶାସ୍ତିକରଣ ପାଇଁ ଖୋଲାଗଲା ନଳକୂପ,ଗାତ ପୋତିବାକୁ ଭୁଲିଗଲା ବିଭାଗ
ଅନୁଗୁଳ: ଅନୁଗୁଳ ସହର ଠାରୁ ଖଲାରୀ ଦେଇ ମହିଧରପୁର ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ପ୍ରଶସ୍ତିକରଣ କରୁଛି। ରାସ୍ତା ନିର୍ମାଣ ସମୟରେ ରାସ୍ତା ଉପରେ ରହିଥିବା ବିଦ୍ୟୁତ ଖୁଣ୍ଟ, ନଳକୂପ, ସରକାରୀ ଫଳକ ବାଧକ ସାଜିଥିଲା। ଏପରିକି ଅନେକ ସ୍ଥାନରେ ରାସ୍ତା…



