ସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ସହ ଝରକା ଚୋରି ହୋଇଛି। ଏକ୍ସ ମାସ ଛୁଟି ଭିତରେ ବିଦ୍ୟାଳୟରେ କେହି ଜଗୁଆଳି ନଥିବାର ସୁଯୋଗ ନେଇ ଚୋର…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ସହ ଝରକା ଚୋରି ହୋଇଛି। ଏକ୍ସ ମାସ ଛୁଟି ଭିତରେ ବିଦ୍ୟାଳୟରେ କେହି ଜଗୁଆଳି ନଥିବାର ସୁଯୋଗ ନେଇ ଚୋର…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପବିତ୍ରନଗର କ୍ଲବ ପକ୍ଷରୁ ଆୟୋଜିତ ପବିତ୍ରନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥିଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ…
ଅନୁଗୁଳ: ପ୍ରଦୂଷଣରେ ତାଳଚେର ସହର ଦେଶରେ ଏକ ନମ୍ୱର ହେବାର ବଦନାମ ମୁଣ୍ଡାଇବା ପରେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସେଥିପାଇଁ ସାତ ଦିନିଆ ଜି.ଆର.ଏ.ପି କଟକଣା ଲାଗୁ କରାଯାଇଛି। ପ୍ରଦୂଷଣ ଅବସ୍ଥା ଗୁରୁତର…
ଅନୁଗୋଳ: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତିନୋଟି ସ୍ଥାନରେ ଅଭିଯୋଗ ଓ ଅଭିମତ ବାକ୍ସର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ସେବା ନେଇ କୌଣସି ଅଭିଯୋଗ କିମ୍ବା ଗଠନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ହେଲେ ଅଞ୍ଚଳର ସନ୍ତୋଷ ମହାପାତ୍ର। ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…
ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ କେନ୍ଦ୍ର ଲୋକସେବା ଭବନର ସମ୍ପୂର୍ଣ୍ଣ ରୂପରେଖ ବଦଳିବାକୁ ଯାଉଛି। ସମ୍ପୂର୍ଣ୍ଣ ଲୋକସେବା ଭବନର ପୁନଃବିନ୍ୟାସ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତ ବର୍ଷ…
ଅନୁଗୁଳ: ହାଇଦ୍ରାବାଦରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଭାଗ ନେବେ ଅନୁଗୁଳର ୯ ଖେଳାଳି। ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଜିଲ୍ଲାରୁ ୫ ଜଣ ବାଳିକା ଓ ୪…
ଅନୁଗୁଳ: ପାଳଲହଡା ନିର୍ବାଚନ ମଣ୍ଡଳୀ ଖମାର ଅଞ୍ଚଳର ଯୁବକ ସୁମନ୍ତ ଜମିଦାର (୨୩)ଙ୍କ ଗୁରୁବାର ଦିନ ବାଙ୍ଗାଲୋର ର ଡଡାବଲ୍ହାବପୁର ଥାନା ଅଂଚଳରେ ମୃତ୍ୟୁ ଘଟିଥିଲା। ଏ ଖବର ତାଙ୍କର ଘର ଲୋକ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମନୀଷ ପ୍ରଧାନଙ୍କୁ ଜଣାଇବା…
ଅନୁଗୁଳ: ଜାନୁୟାରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି 'ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬'। ଚଳିତବର୍ଷର ବାର୍ତ୍ତା ରହିଛି "ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ"। ଏହି ଅବସରରେ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ…
ଅନୁଗୁଳ: ୬୯ ତମ ଜାତୀୟ କ୍ରୀଡ଼ାକୁ ମନୋନୀତ ହୋଇଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର +୨ କଲେଜର ପ୍ରଥମ ବର୍ଷର କଳା ଛାତ୍ରୀ ସୁମତି ମୁଣ୍ଡା ଓ ସ୍ମୃତି ନାୟକ। ଉଭୟେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୯ ବର୍ଷରୁ…