ଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା

ଅନୁଗୁଳ : ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପରିବହନ ବିଭାଗ ଓ ପୋଲିସ । ଆଜି ସନ୍ଧ୍ୟାରେ ଏମ୍‌ଭିଆଇ ବିଭୁ ରଞ୍ଜନଙ୍କ ନେତୃତ୍ୱରେ ହୋଇଥିବା ବିଶେଷ ଜାଞ୍ଚରେ ୧୭ଟି ବୁଲେଟ ମୋଟରସାଇକେଲ ଜବତ…

Continue Readingଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା

ନଳକୂପକୁ ପାଣି ପାଇଁ ଯାଉଥିଲେ, କାନ୍ଥ ପଡ଼ିଯିବାରୁ ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୁଳ: ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ କାନ୍ଥ ପଡ଼ିଯିବାରୁ ବୃଦ୍ଧାଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ, ଡାବରଧୂଆଁ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଡାବରଧୁଆଁ ଗ୍ରାମର କରୁଣା ମହାଳିକଙ୍କ ସ୍ତ୍ରୀ ପ୍ରମିଳା ମହାଳିକ…

Continue Readingନଳକୂପକୁ ପାଣି ପାଇଁ ଯାଉଥିଲେ, କାନ୍ଥ ପଡ଼ିଯିବାରୁ ବୃଦ୍ଧାଙ୍କ ମୃତ୍ୟୁ

ହାବିଲଦାର, କନେଷ୍ଟବଳ ଅନୁଗୁଳ ଶାଖା ସଂଘର ନିର୍ବାଚନ: ଅଭୟ ସଭାପତି, ରଞ୍ଜନ ଉପସଭାପତି, ପୂର୍ଣ୍ଣଚନ୍ଦ୍ର ସମ୍ପାଦକ ଓ ଟୁକୁନା କୋଷାଧ୍ୟକ୍ଷ

ଅନୁଗୁଳ: ଅନୁଗୁଳ ଜିଲା ହାବିଲଦାର, କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ୨୦୨୫ ରୁ ୨୦୨୭ ପର୍ଯ୍ୟନ୍ତ ଏହି ସଂଘ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୪ଟି ଦଳ ଏଥିରେ ପ୍ରତିଦ୍ୱନ୍ଦୀତ୍ୱ କରିଥିଲେ। ଗତ କାଲି…

Continue Readingହାବିଲଦାର, କନେଷ୍ଟବଳ ଅନୁଗୁଳ ଶାଖା ସଂଘର ନିର୍ବାଚନ: ଅଭୟ ସଭାପତି, ରଞ୍ଜନ ଉପସଭାପତି, ପୂର୍ଣ୍ଣଚନ୍ଦ୍ର ସମ୍ପାଦକ ଓ ଟୁକୁନା କୋଷାଧ୍ୟକ୍ଷ

ଗଛରେ ପିଟି ହେଲା ବାଇକ: ଘଟଣାସ୍ଥଳରେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଏଏସ୍ଆଇଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ହେଲେ କଙ୍କଡ଼ାହାଡ଼ ଥାନା ପାତବେଡ଼ା ଗାଁର ମାନସ ସିଂହ।ସୂଚନା ମୁତାବକ, ମାନସ ଗତକାଲି ଛୁଟି ନେଇ ଘରକୁ ମୋଟରସାଇକେଲରେ ଯାଉଥିଲେ। ବାଟରେ ଭାରସାମ୍ୟ…

Continue Readingଗଛରେ ପିଟି ହେଲା ବାଇକ: ଘଟଣାସ୍ଥଳରେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁ

ବର୍ଷାଦିନେ ସାପ ଭୟ: ଗଡ଼ସନ୍ତ୍ରୀ ହାଇସ୍କୁଲରେ ସର୍ପ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମସ୍ଥିତ ନେହରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସର୍ପ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। କଞ୍ଜର୍ଭେସନ ଅଫ ନାଚୁରାଲ, ଏନଭରମେଣ୍ଟ ଆଣ୍ଡ…

Continue Readingବର୍ଷାଦିନେ ସାପ ଭୟ: ଗଡ଼ସନ୍ତ୍ରୀ ହାଇସ୍କୁଲରେ ସର୍ପ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଡି.ଆଇ.ଇ.ଟିରେ ଜାତୀୟ ମହାକାଶ ଦିବସ

ଛେଣ୍ଡିପଦା: ଡି.ଆଇ.ଇ.ଟି ଅନୁଗୁଳରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ତାଲିମ୍ ପ୍ରକୋଷ୍ଠରେ ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଗୁରୁଛାତ୍ରଛାତ୍ରୀ ଯୋଗଦେଇଥିଲେ।ସଭାରେ ପ୍ରଥମେ ଭାରତର ମହାକାଶ ଯାତ୍ରାର ସ୍ମୃତିଚାରଣ ହୋଇଥିଲା ।…

Continue Readingଡି.ଆଇ.ଇ.ଟିରେ ଜାତୀୟ ମହାକାଶ ଦିବସ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ଠାରୁ ଦ୍ୱିତୀୟ ଶ୍ରେଣୀ(ଆଧାର ସ୍ତର) ପର୍ଯ୍ୟନ୍ତ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ ମାନସ କୁମାର ବେହେରା ମୁଖ୍ୟ…

Continue Readingସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ, ୨ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡ଼ା ଓ ଜମୁନାଳି ଗାଁ ନିକଟରେ ଚାଲିଥିବା ଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ କରି ଗ୍ରାମବାସୀ ୨ଜଣ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସୂଚନା ମୁତାବକ, ଛେଣ୍ଡିପଦା ବ୍ଲକରେ ଜିଏମଡିସି କମ୍ପାନୀ ପକ୍ଷରୁ କୋଇଲା…

Continue Readingଜିଏମଡିସି କମ୍ପାନୀର ସର୍ଭେକୁ ବିରୋଧ, ୨ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର

ଅନୁଗୁଳ: ଅପରେସନ ଅନ୍ୱେଷଣରେ ଅନୁଗୁଳ ପୋଲିସକୁ ବାଦ ସଫଳତା ମିଳିଛି। ଗତ ପାଞ୍ଚ ଦିନ ମଧ୍ୟରେ ୨୦୧ ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୩ ଜଣ ମହିଳା ଓ ୨୮ ଜଣ ଶିଶୁ ଅଛନ୍ତି। ଅନୁଗୁଳରୁ…

Continue Readingଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର

ଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା

ଅନୁଗୁଳ:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ। ୨୦୨୧ ମସିହାର ଏକ ମାମଲାର ଶୁଣାଣି କରି ଜଜ ଏହି ରାୟ ଦେଇଛନ୍ତି। ସୂଚନା ମୁତାବକ, ଗତ ୧୬. ୧୧. ୨୦୨୧…

Continue Readingଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା