ଚାଷୀ ସମସ୍ୟା, ଟାଟା ପାୱାରର ମନମାନି ଆଦି ନେଇ ବିଜେପି ଉପରେ ବର୍ଷିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଅନୁଗୁଳ: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି ଓ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ଶନିବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…

Continue Readingଚାଷୀ ସମସ୍ୟା, ଟାଟା ପାୱାରର ମନମାନି ଆଦି ନେଇ ବିଜେପି ଉପରେ ବର୍ଷିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଡ୍ରପ୍‌ଆଉଟ୍‌ ରୋକିବାକୁ ନୂଆ ପଦକ୍ଷେପ: ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ

ରାଜ୍ୟରେ ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଶିକ୍ଷକ…

Continue Readingଡ୍ରପ୍‌ଆଉଟ୍‌ ରୋକିବାକୁ ନୂଆ ପଦକ୍ଷେପ: ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ

ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲା ଏନଟିପିସି, ୨୦୨୭ ମାର୍ଚ୍ଚ ସୁଦ୍ଧା ତୃତୀୟ ୟୁନିଟ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ତାଳଚେର: ଏନଟିପିସି ତାଳଚେର ଥର୍ମାଲ୍ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ପ୍ରକଳ୍ପର ପ୍ରଗତି, ସ୍ଥାୟିତ୍ୱ ପଦକ୍ଷେପ ଏବଂ ସାମୁଦାୟିକ ବିକାଶର ପ୍ରୟାସ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ମୁଖ୍ୟ…

Continue Readingଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲା ଏନଟିପିସି, ୨୦୨୭ ମାର୍ଚ୍ଚ ସୁଦ୍ଧା ତୃତୀୟ ୟୁନିଟ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ନିଃଶୁଳ୍କ ଓ ନିଶ୍ଚିତ ଶିକ୍ଷା ଉପରେ ସଚେତନତା କର୍ମଶାଳା

ଅନୁଗୁଳ: ସ୍ଥାନୀୟ ଟାଉନ ହାଇସ୍କୁଲ ପରିସରରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ନିଃଶୁଳ୍କ ଓ ନିଶ୍ଚିତ ଶିକ୍ଷା ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା।ଅନୁଗୁଳ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ କର୍ମଶାଳାକୁ ଉଦ୍ଘାଟନ…

Continue Readingନିଃଶୁଳ୍କ ଓ ନିଶ୍ଚିତ ଶିକ୍ଷା ଉପରେ ସଚେତନତା କର୍ମଶାଳା

ଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଯାଆ ଓ ପୁତୁରା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ସୁଶବନାଳୀ ଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ହତ୍ୟା କରିଥିବା ଅଭିଯୋଗରେ ଯାଆ ଓ ପୁତୁରା ଗିରଫ ହୋଇଛନ୍ତି। ଗତ ମଙ୍ଗଳବାର ଦିନ ଜାନକୀ ମୁଣ୍ଡାଙ୍କ ମୃତଦେହ ଘରପାଖ କେନ୍ଦୁପତ୍ର ଫଡ଼ିରୁ ଉଦ୍ଧାର ହୋଇଥିଲା।…

Continue Readingଜାନକୀ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଯାଆ ଓ ପୁତୁରା ଗିରଫ

ଅନୁଗୁଳ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇ ଯାଇଛି।ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଅଧ୍ୟକ୍ଷ ଡଃ ନିଳାଞ୍ଚଳ ପଟେଲ ପୌରହିତ୍ୟ କରିଥିଲେ।ଜାତୀୟ ସେବା ସଂସ୍ଥା କାର୍ଯ୍ୟକାରୀ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସଭା ପରିଚାଳନା…

Continue Readingଅନୁଗୁଳ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

୧୬ ତମ ଜାତୀୟ ଭୋଟର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଅନୁଗୁଳ: ୧୬ ତମ ଜାତୀୟ ଭୋଟର ଦିବସ-୨୦୨୬ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ୨୫ ଜାନୁୟାରୀ ୨୦୨୬ ତାରିଖରେ ହେବାକୁ…

Continue Reading୧୬ ତମ ଜାତୀୟ ଭୋଟର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଅନୁଗୁଳ ସାହିତ୍ୟ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ମାସରେ ଏକ ସାହିତ୍ୟ ମହୋତ୍ସବ ଆୟୋଜନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ନବଜୀବନ ମଣ୍ଡଳ ପରିସରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଦ୍ଘାଟନ ପାଇଁ ଆମନ୍ତ୍ରଣ କରାଯିବ…

Continue Readingଅନୁଗୁଳ ସାହିତ୍ୟ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ୱୟ କମିଟି ବୈଠକ, ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଲକ୍ଷ୍ୟ

ଅନୁଗୁଳ: ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ବୟ ଅଭିଯାନ ଉପଲକ୍ଷେ ଅନୁଗୁଳ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ଆସନ୍ତା ୩୦ରୁ…

Continue Readingସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମନ୍ୱୟ କମିଟି ବୈଠକ, ୨୦୨୭ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଲକ୍ଷ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ଶିବିର, କିନ୍ନରଙ୍କ ଅଧିକାର ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଶିମିଳିପଡା ସ୍ଥିତ ମେଡିକ୍ସ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ଭର୍ଚୁଆଳରେ ଯୋଗ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ଶିବିର, କିନ୍ନରଙ୍କ ଅଧିକାର ନେଇ ସଚେତନତା