ବାଗଡିଆ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବାଗଡିଆ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୨ଟି ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingବାଗଡିଆ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ଫ୍ଲଡ ଲାଇଟ୍ କାମ ନେଇ ସମୀକ୍ଷା କଲେ ଅତିରିକ୍ତ ସଚିବ

ଅନୁଗୁଳ: ଆଜି କଦମ ପଡ଼ିଆରେ ୫ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଫ୍ଲଡ ଲାଇଟ୍ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ନେଇ ବୁଲି ଦେଖିଥିଲେ କ୍ରୀଡା ଓ ଯୁବ ସେବା ବିଭାଗର ଅଧିକାରୀ ମାନେ। ଅତିରିକ୍ତ ସଚିବ ବିଜୟ…

Continue Readingଫ୍ଲଡ ଲାଇଟ୍ କାମ ନେଇ ସମୀକ୍ଷା କଲେ ଅତିରିକ୍ତ ସଚିବ

ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣା: ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ ‘ପ୍ରଗତିଶୀଳ ନାଗରିକ ମଞ୍ଚ’ ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାର ଶୁଭବୁଦ୍ଧିସମ୍ପର୍ଣ୍ଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ…

Continue Readingଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣା: ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ ‘ପ୍ରଗତିଶୀଳ ନାଗରିକ ମଞ୍ଚ’ ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ

ପୌରାଞ୍ଚଳରେ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ କିଛି ଲୋକ ମନଇଚ୍ଛା ସେମାନଙ୍କ ଟ୍ରକ୍-ବସ୍ ଆଦି ଭାରିଯାନ ଗୁଡ଼ିକୁ ରାସ୍ତାରେ ପାର୍କିଂ କରୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦିନ-ଦିନ ଧରି ଏଭଳି ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା…

Continue Readingପୌରାଞ୍ଚଳରେ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇଲେ ଜିଲ୍ଲାପାଳ

ତାଳଚେର ପୌରାଞ୍ଚଳ ବିକାଶ ପାଇଁ ବିଜେପିର ଉନ୍ନୟନ ତାଲିକା

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳର ବିକାଶ ପାଇଁ ବିଜେପି ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମଏଫ)ରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ତାଲିକା ପ୍ରସ୍ତୁତ କରି ନଗରପାଳ ପବିତ୍ର ଭୂତିଆ ଓ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଜେପି ମିଡିଆ…

Continue Readingତାଳଚେର ପୌରାଞ୍ଚଳ ବିକାଶ ପାଇଁ ବିଜେପିର ଉନ୍ନୟନ ତାଲିକା

ହରିଣ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଏକ ହତ୍ୟା ମାମଲାର ଶୁଣାଣି କରି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Readingହରିଣ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଆଇନଜୀବୀ ପେଶା ସହିତ ଅନ୍ୟ ପେଶା ରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ଓଡ଼ିଶା ଷ୍ଟେଟ ବାର କାଉନସିଲର ନିର୍ଦ୍ଦେଶ ମତେ ଆଜି ଅନୁଗୁଳ ବାରର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ବାର କାଉନସିଲର ପଞ୍ଜୀକୃତ ସଦସ୍ୟ ମାନେ ଆଇନସେବା ବ୍ୟତୀତ ଯଦି ଅନ୍ୟ କୌଣସି ଲାଭ ଜନକ ବୃତ୍ତି,ଚାକିରୀ ବା ପେଶାରେ…

Continue Readingଆଇନଜୀବୀ ପେଶା ସହିତ ଅନ୍ୟ ପେଶା ରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଅନୁଗୁଳରେ କେଟିଏମ୍ ବାଇକର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳରେ କେଟିଏମ ୧୬୦ ଡିୟୁକର ଆଜି ବଜାର ପ୍ରବେଶ ହୋଇଯାଇଛି। ଗାନ୍ଧୀମାର୍ଗରେ ଏ ଅବସରରେ ଏକ ଭବ୍ୟ  ସମାରୋହର ଆୟୋଜନ ହୋଇଥିଲା। କେଟିଏମ ଇଣ୍ଡିଆର ଏରିଆ ସେଲସ୍ ମ୍ୟାନେଜର ହିମାଂଶୁ ଲଗାଚୁ,ଏରିଆ ସର୍ଭିସ୍ ମ୍ୟାନେଜର ଆଶିଷ ବିକାଶ ଷଡ଼ଙ୍ଗୀ ପରିଚାଳକ…

Continue Readingଅନୁଗୁଳରେ କେଟିଏମ୍ ବାଇକର ବଜାର ପ୍ରବେଶ

କୁଷ୍ଠ ନିରାକରଣ ଯୋଜନାରେ ଅସ୍ତ୍ରୋପଚାର

ଅନୁଗୁଳ: ଗତ ୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶରେ କୁଷ୍ଠ ନିରାକରଣ ଯୋଜନାରେ ୬ ଜଣ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୫ ଜଣଙ୍କର ହାତ ଏବଂ ଜଣଙ୍କର ଗୋଡ଼ରେ…

Continue Readingକୁଷ୍ଠ ନିରାକରଣ ଯୋଜନାରେ ଅସ୍ତ୍ରୋପଚାର

ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର: ଅନୁଗୁଳ ପୌର ଇତିହାସରେ ଏକ ଗୌରବମୟ ଅଧ୍ୟାୟ

ଅନୁଗୁଳ: ଗତ ୯ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁଗୁଳ ପୌରପାଳିକାକୁ ପ୍ରଦୂଷଣ ହ୍ରାସ ନେଇ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବାରୁ ଦେଶର ତୃତୀୟ ଶ୍ରେଷ୍ଠ ପୌରପାଳିକା ଭାବେ ପୁରସ୍କୃତ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ…

Continue Readingସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର: ଅନୁଗୁଳ ପୌର ଇତିହାସରେ ଏକ ଗୌରବମୟ ଅଧ୍ୟାୟ