ଅନୁଗୁଳ: ଅନୁଗୁଳ ସହର ଭିତରେ ଖେଳ ପଡିଆ ପଡିଆ ଗୁଡ଼ିକ ସନ୍ଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ମଦୁଆ ମାନେ ମଦ ପିଇ ବୋତଲ, ଗ୍ଲାସ୍ ଆଦି ଫିଙ୍ଗି ଅଳିଆ କରୁଛନ୍ତି। ଏହାଦ୍ବାରା ଖେଳାଳୀମାନଙ୍କୁ ଅସୁବିଧା ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଅନୁଗୁଳ ପୂର୍ବ ସୈନିକ ସଂଘ ବା ଏଡିଭି ପକ୍ଷରୁ ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ ସ୍ଥାନୀୟ ପିଟିସି ପଡିଆ ସଫେଇ କରି ଆବର୍ଜନା ହଟାଇ ଥିଲେ। ଏଥିରେ ସୈନିକ ସଂଘର ସଦସ୍ୟ ମାନଙ୍କ ସହ ଅଗ୍ନିବିର ପାଇଁ ସଂଘ ପକ୍ଷରୁ ପ୍ରଶିକ୍ଷଣ ନେଉଥିବା ଯୁବକ ମାନେ ମିଶି ସଫେଇ କାର୍ଯ୍ୟ କରିଥିଲେ ।
ପୂର୍ବ ସୈନିକ ସଂଗଠନ ପକ୍ଷରୁ ପିଟିସି ପଡିଆ ସଫେଇ
- Post published:December 6, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବ୍ଲକସ୍ତରୀୟ ସମୀକ୍ଷା ବୈଠକ: ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ
ବଇଣ୍ଡା ରେଳ ଷ୍ଟେସନରେ ୧୪ ଏକ୍ସପ୍ରେସ ଟ୍ରେନ ରହଣି ଦାବି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର











