ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି-ସାନହୁଲା ରାସ୍ତାରେ ଗୁରୁବାର ଦିନ ଗୋଟାଏ ବେଳେ  ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ବନ୍ତୁଲ ଗାଁର ଚନ୍ଦ୍ର ମଣି ସାହୁଙ୍କ ଦୁଇଟି ଛେଳି ନେଇଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଚନ୍ଦ୍ର…

Continue Readingଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ କରଡ଼ାବଣି ସାହିର ସୁକାନ୍ତି ରାଉଳଙ୍କୁ ସେହି ଗାଁର ଶମ୍ଭୁ ନାୟକ, ତାଙ୍କ ପତ୍ନୀ ରଜନୀ ନାୟକ ଓ ପୁଅ ଚିକୁ ନାୟକ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ସୁକାନ୍ତି ବୁଧବାର…

Continue Readingମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

ପରକୀୟା ପ୍ରୀତି ପାଇଁ ପତ୍ନୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ହୋଟେଲରୁ ଧରାପଡ଼ିଥିଲେ ପ୍ରେମୀଯୁଗଳ

ଅନୁଗୁଳ: ୧୩ ବର୍ଷର ବିବାହକୁ ଭୁଲି ପ୍ରେମିକ ସହ ଧରାପଡ଼ିଥିବା ସ୍ତ୍ରୀକୁ ବିବାହ କରାଇଲେ ସ୍ୱାମୀ। ପରକୀୟା ପ୍ରୀତି ପାଇଁ ପତ୍ନୀକୁ ତା ପ୍ରେମିକ ସହ ବିବାହ କରାଇଦେଲେ। ଆଜି ଅନୁଗୁଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।  ଗତକାଲି ଅନୁଗୁଳ ବାମୁରୁ…

Continue Readingପରକୀୟା ପ୍ରୀତି ପାଇଁ ପତ୍ନୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ହୋଟେଲରୁ ଧରାପଡ଼ିଥିଲେ ପ୍ରେମୀଯୁଗଳ

ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

କଣିହାଁ: ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ (ଗେଟ୍ ନଂ-୧୦) ଗୁରୁବାର ମଧ୍ୟାହ୍ନ ୧.୫୪ ମିନିଟରେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହାଫଳରେ ଡ୍ୟାମର ଜଳଭଣ୍ଡାରରେ ଜଳସ୍ତର…

Continue Readingରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

ନିଷ୍ଠା ଓ ନୀରବ ସାଧନାର ଫଳ ମିଠା: ଶ୍ରବଣବାଧିତ ଦୁଇ କ୍ରିକେଟରଭାଇଙ୍କ କାହାଣୀ

ଅନୁଗୁଳ: ଆଜକୁ ପ୍ରାୟ ଦୁଇ ଦଶନ୍ଧି ତଳେ ତାଳଚେରର ବସନ୍ତ କୁମାର ମହାପାତ୍ରଙ୍କ ଘରେ ଯେତେବେଳେ ଶିଶୁଟିଏ ଜନ୍ମ ନେଇଥିଲା। ସେତେବେଳେ ସାଧାରଣଭାବେ ପରିବାରରେ ଆନନ୍ଦ ଖେଳିଯାଇଥିଲା। କିନ୍ତୁ କିଛିଦିନ ପରେ ଜଣା ଗଲା ଶିଶୁଟି ଥିଲା ଶ୍ରବଣବାଧିତ। ସେତେବେଳେ ପରିବାରରର…

Continue Readingନିଷ୍ଠା ଓ ନୀରବ ସାଧନାର ଫଳ ମିଠା: ଶ୍ରବଣବାଧିତ ଦୁଇ କ୍ରିକେଟରଭାଇଙ୍କ କାହାଣୀ

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଏବଂ ଏମ.କମ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱାଗତ କାର୍ଯ୍ୟକ୍ରମ ମାଧ୍ୟମରେ ଉଷ୍ମ ଅଭ୍ୟର୍ଥନା ଜଣାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ ଡ. ସୋମେଶ ଦତ୍ତ ଦାଶ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମରେ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଗ୍ରାମର ୭ଟି ମେଢ଼କୁ ନେଇ ଅପରାହ୍ନ ୩ଟାରୁ ବନ୍ଧସାହିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସମୟରେ…

Continue Readingବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ବିଦାୟ ନେଲେ ଅଗ୍ରପୂଜ୍ୟଶାନ୍ତି ଶଙ୍ଖଳାରେ ସମାପନ ହେଲା ଗଣେଶପୂଜା ଭଷାଣି

ଅନୁଗୁଳ: ବୁଧବାର ଅନୁଗୁଳ ସହର ମଧ୍ୟରେ ଧୁମଧାମରେ ଅଗ୍ରପୂଜ୍ୟ ଗଣେଶଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା। ସହରର ବିଭିନ୍ନ ପଡା, ସାହିରେ କ୍ଳବ ଓ ଅନୁଷ୍ଠାନ ଗୁଡିକ ପକ୍ଷରୁ କରାଯାଉଥିବା ଗଣେଶ ପୂଜାର ସମସ୍ତ ମେଢ଼ ଗୁଡିକ ଶୋଭାଯାତ୍ରାରେ ସାମିଲ ହୋଇଥିଲା।…

Continue Readingବିଦାୟ ନେଲେ ଅଗ୍ରପୂଜ୍ୟଶାନ୍ତି ଶଙ୍ଖଳାରେ ସମାପନ ହେଲା ଗଣେଶପୂଜା ଭଷାଣି

ଯୁବନେତା ଅରୁଣାଭ ସିଂହଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଆହତକୁ ଡାକ୍ତରଖାନାରେ ଭର୍ତ୍ତିକଲେ ଅରୁଣାଭ

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ସହରେ ଗଣେଶପୂଜା ଭଷାଣି ଅନୁଷ୍ଠିତ ହୋଇଥିଲା। ସହର ପୁରା ଭିଡ ରହିଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ଗାଡି ହେମସୁରପଡ଼ା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରସାମ୍ୟ…

Continue Readingଯୁବନେତା ଅରୁଣାଭ ସିଂହଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଆହତକୁ ଡାକ୍ତରଖାନାରେ ଭର୍ତ୍ତିକଲେ ଅରୁଣାଭ

ଅନୁଗୁଳ ଜିଲ୍ଲା ପରିଷଦର ୬୦ତମ ସାଧାରଣ ବୈଠକ, ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ୬୦ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ସହ ଅନୁଗୁଳ ବିଧାୟକ…

Continue Readingଅନୁଗୁଳ ଜିଲ୍ଲା ପରିଷଦର ୬୦ତମ ସାଧାରଣ ବୈଠକ, ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ