ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣିରେ ଭାଗ ନେବାକୁ କରନ୍ତୁ ଅନ୍ଲାଇନ୍ ପଞ୍ଜୀକରଣ, ଜାରି ହେଲା ୱେବସାଇଟ୍
ଅନୁଗୁଳ: ଆସନ୍ତା ୯ ତାରିଖ ସୋମବାର ଦିନ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜିକରଣ ୬ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ। ଏଥିପାଇଁ ଆଗ୍ରହୀ ସ୍ଥାନୀୟ ଲୋକେ ଜନଶୁଣାଣି…
