ଅନୁଗୁଳ ପୋଲିସର ଅପରେସନ ଅନ୍ୱେଷଣ: ୨୦୧ ଶିଶୁ ଓ ମହିଳା ଉଦ୍ଧାର
ଅନୁଗୁଳ: ଅପରେସନ ଅନ୍ୱେଷଣରେ ଅନୁଗୁଳ ପୋଲିସକୁ ବାଦ ସଫଳତା ମିଳିଛି। ଗତ ପାଞ୍ଚ ଦିନ ମଧ୍ୟରେ ୨୦୧ ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୩ ଜଣ ମହିଳା ଓ ୨୮ ଜଣ ଶିଶୁ ଅଛନ୍ତି। ଅନୁଗୁଳରୁ…
ଅନୁଗୁଳ: ଅପରେସନ ଅନ୍ୱେଷଣରେ ଅନୁଗୁଳ ପୋଲିସକୁ ବାଦ ସଫଳତା ମିଳିଛି। ଗତ ପାଞ୍ଚ ଦିନ ମଧ୍ୟରେ ୨୦୧ ଜଣ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୩ ଜଣ ମହିଳା ଓ ୨୮ ଜଣ ଶିଶୁ ଅଛନ୍ତି। ଅନୁଗୁଳରୁ…
ଅନୁଗୁଳ:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ। ୨୦୨୧ ମସିହାର ଏକ ମାମଲାର ଶୁଣାଣି କରି ଜଜ ଏହି ରାୟ ଦେଇଛନ୍ତି। ସୂଚନା ମୁତାବକ, ଗତ ୧୬. ୧୧. ୨୦୨୧…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆସନ୍ତା ୧୭ ତାରିଖରୁ ସପ୍ତାହ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏସ.ଆଣ୍ଡ.ପି କମ୍ପ୍ଲେକ୍ସର ଇଡି ଶ୍ରୀନିବାସ ସୁବ୍ରମଣ୍ୟମ ନୋରେଲାଙ୍କ ଅଧ୍ୟକ୍ଷତାରେ ନାଲକୋ ପ୍ରାଶାସନିକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡା ରାଜସ୍ୱ କାର୍ଯ୍ୟାଳୟ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଶୁକ୍ରବାର ଦଶ ଫୁଟର ଗର୍ତ୍ତ ହୋଇଛି। ଏତେ ବଡ଼ ଗର୍ତ୍ତ ଦେଖିବା ପରେ ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକ ଯାତାୟାତ ବନ୍ଦ କରିବା…
ଅନୁଗୁଳ: ଦୁନିଆ ଆଗକୁ ଯାଉଛି। କିନ୍ତୁ ଆଧୁନିକ ଯୁଗ ସହ ତାଳଦେଇ ବଢ଼ିପାରୁନାହାନ୍ତି ଶିଳ୍ପନଗରୀ ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତର ହରିଚନ୍ଦନପୁର ଗ୍ରାମବାସୀ। ଗାଁରେ ଆଜି ବି ମୋବାଇଲ ନେଟୱର୍କ ଆସୁନାହିଁ। ଫଳରେ ଲୋକେ ଯୋଗାଯୋଗରୁ ବିଚ୍ଛିନ୍ନ ହେବା…
ଅନୁଗୁଳ: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ କଂଜା ଅଞ୍ଚଳରେ ଗତ ବୁଧବାର ଏକ କଲରାପତରିଆ ବାଘ ଦେଖାଯାଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏପରିକି ହ୍ଵାଟ୍ସଆପ ଗ୍ରୁପରୁ ଗ୍ରୁପକୁ ଏହା ଫରୱାର୍ଡ ହେଉଛି। କିନ୍ତୁ ଏହା କେଉଁଠିକାର ଚିତ୍ର ଏ ପର୍ଯ୍ୟନ୍ତ…
ଅନୁଗୁଳ: ଆସନ୍ତା ସୋମବାର ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ମହାପାଟଙ୍କ ବାର୍ଷିକ ଉତ୍ସବ। ଏଣୁ ଠାକୁରାଣୀ ପୀଠ ପରିସର ଓ ଯାତ୍ରା ପଡ଼ିଆକୁ ସଫା କରିଛନ୍ତି ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ 'ଶେଷ ଜୀବନର ସାଥି' ର କର୍ମକର୍ତ୍ତା।…
ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୪ ଟି ଗଣେଶ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ତହସିଲଦାର, ଉପଖଣ୍ଡ ପୋଲିସ ଅଧିକାରୀ,…
ଅନୁଗୁଳ: ନିୟମିତ ଯାତାୟାତ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ। ନା ଚାଲିକି ଯାଇ ହେଉଛି ନା ଗାଡ଼ି ନେଇ। ବର୍ଷାଦିନେ ତ ପାଦ ପକାଇବା ବି ବିପଦକୁ ଡାକିବା ସହ ସମାନ। ଏମିତି ସ୍ଥିତିରେ ବର୍ଷକ ବାରମାସ ଯାତାୟାତ କରୁଛନ୍ତି ଅନୁଗୁଳ…
ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବାପି ବିଶ୍ବାଳ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା। ଚୋରି କରୁଥିବା ସନ୍ଦେହରେ ବାପିଙ୍କୁ ପିଟି ପିଟି ମାରି ଦେଇଥିଲେ ଦୁଇ ଭାଇ। ହତ୍ୟାକାରୀ ଦୁଇ ଭାଇ ସୁନିଲ କୁମାର ସାହୁ ଓ ସୁଜିତ କୁମାର ସାହୁଙ୍କୁ ଗିରଫ…