ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା
ଭୁବନେଶ୍ଵର: ଏସିଆ କପ ଆଗାମୀ ଦିନରେ ଆୟୋଜିତ ହେବାକୁ ଯାଉଛି। ଏଥିନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଦଳ ଘୋଷଣା କରାଯାଇଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଶୁଭମନ ଗିଲଙ୍କୁ ଉପଅଧିନାୟକ କରାଯାଇଛି।…



