ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଝିଅ ସିଲକା ସେଲୋନୀ ସମ୍ମାନିତ

ଅନୁଗୁଳ: ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳର ଝିଅ ସିଲକା ସେଲୋନୀଙ୍କୁ ପୁରସ୍କୃତ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅଗ୍ରଣୀ ପ୍ରାଣୀ ସୁରକ୍ଷା କର୍ମୀ ମାନେକା ଗାନ୍ଧୀ। ରୋଟାରୀ କ୍ଲବ (RID- ୩୨୬୨) ତରଫରୁ…

Continue Readingବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଝିଅ ସିଲକା ସେଲୋନୀ ସମ୍ମାନିତ

ଅନୁଗୁଳ-ତାଳଚେରରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନଭେନସନ୍ ସେଣ୍ଟର ଠାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏ ଅବସରରେ ତାଳଚେର ଠାରେ…

Continue Readingଅନୁଗୁଳ-ତାଳଚେରରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ୪.୮କେଜି ଜବତ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ରଣିଆକଟା ଶିବମନ୍ଦିର ନିକଟସ୍ଥ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ ଗତକାଲି ରାତିରେ ରଣିଆକଟାର ପ୍ରଦୀପ ଦେହୁରୀ ଏକ ବ୍ୟାଗରେ ୪କିଲୋ୮୦୦ ଗ୍ରାମ ଗଞ୍ଜେଇ ଚୋରାଚାଲାଣ…

Continue Readingଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ୪.୮କେଜି ଜବତ, ଅଭିଯୁକ୍ତ ଗିରଫ

ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ: ଓମଫେଡ

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧୩ ତାରିଖରୁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (OMFED) କ୍ଷୀର ମୂଲ୍ୟ ଲିଟର ପିଛା ୪ ଟଙ୍କା…

Continue Readingବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ: ଓମଫେଡ

ସୋଲାର୍‌ କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ବିଟ୍‌ ନାଳିଆ ସାହିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ସୋଲାର କରେଣ୍ଟ ଲାଗି ହାତୀର ଜୀବନ ଯାଇଥିବା ନେଇ ସୂଚନା ଦେଇଛି ବନ ବିଭାଗ। ସୂଚନା ଅନୁସାରେ, ଗତ କିଛି ଦିନ…

Continue Readingସୋଲାର୍‌ କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ

ମା’ ବାସନ୍ତୀ ଟାଇକୁଣ୍ଡୁ ସଂଘ ପକ୍ଷରୁ ରକ୍ତଦାନ

ଅନୁଗୁଳ: ମା' ବାସନ୍ତୀ ଟାଇକୁଣ୍ଡୁ ସଂଘ ଏବଂ ଅନୁଗୁଳ ଟାଇକୁଣ୍ଡୁ  ଆସୋସିଏସନ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ଭବନ ପରିସରରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଉଦ୍ଘାଟନ କରିଥିଲେ। ଏହାପରେ ଅନୁଗୁଳ…

Continue Readingମା’ ବାସନ୍ତୀ ଟାଇକୁଣ୍ଡୁ ସଂଘ ପକ୍ଷରୁ ରକ୍ତଦାନ

ତାଳଚେର ପୌରପାଳିକା ପକ୍ଷରୁ ଚଢ଼ଉ, ୨୧ ହଜାର ଜରିମାନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକା ପକ୍ଷରୁ ସୋମବାର ସହରର ବିଭିନ୍ନ ସ୍ଥାନରେ ଟ୍ରେଡ୍ ଲାଇସେନ୍ସ ଓ ପଲିଥିନ୍ ବ୍ୟବହାର ନେଇ ଚଢ଼ଉ କରାଯାଇଥିଲା । ଖିଲାପକାରୀଙ୍କୁ ତାଗିଦ୍ କରିବା ସହ ୨୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି।…

Continue Readingତାଳଚେର ପୌରପାଳିକା ପକ୍ଷରୁ ଚଢ଼ଉ, ୨୧ ହଜାର ଜରିମାନା

ସିଏମ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ:କ୍ୱାର୍ଟର ଫାଇନାଲ ରେ ଅନୁଗୁଳ

ଅନୁଗୁଳ: ଓଡ଼ିଶାର ଚାରି ଗୋଟି ଜୋନରେ ସିଏମ ଟ୍ରଫି ଫୁଟବଲପ୍ରତିଯୋଗିତା ଚାଲୁ ରହିଛି।କେଉଁଝର ଜୋନରେ ଖେଳୁଥିବା ଅନୁଗୁଳ ଦଳ ପ୍ରଥମେ ବାଲେଶ୍ଵରକୁ ୩-୦ ,ଦେବଗଡ଼ କୁ ୨-୦ ଗୋଲରେ ପରାସ୍ତ କରିବା ପରେ ରବିବାର ମୟୁରଭଞ୍ଜ ସହ ଡ୍ର ରଖି କ୍ୱାର୍ଟର…

Continue Readingସିଏମ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ:କ୍ୱାର୍ଟର ଫାଇନାଲ ରେ ଅନୁଗୁଳ

କିଶୋରନଗରରେ ବାଲ୍ୟ ବିବାହ ମୁକ୍ତ ଗାଁ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ ସଭାଘର ଠାରେ ବାଲ୍ୟ ବିବାହ ମୁକ୍ତ ଗାଁ ସମ୍ପର୍କିତ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସିଡିପିଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ…

Continue Readingକିଶୋରନଗରରେ ବାଲ୍ୟ ବିବାହ ମୁକ୍ତ ଗାଁ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୬୬ଟି ଅଭିଯୋଗ ଦାଖଲ କଲେ ଅଞ୍ଚଳବାସୀ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଶିବିରରେ ମୋଟ ୬୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୩୯ଟି…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୬୬ଟି ଅଭିଯୋଗ ଦାଖଲ କଲେ ଅଞ୍ଚଳବାସୀ