ଚୋରା କୋଇଲା ଖାତରେ ଚଢାଉ, କୋଇଲା ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ଚୋରା କୋଇଲା ଖାତରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଟ୍ରିପ ଚୋରା କୋଇଲା ଜବତ ହୋଇଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ କୋଇଲା…

Continue Readingଚୋରା କୋଇଲା ଖାତରେ ଚଢାଉ, କୋଇଲା ଟ୍ରକ ଜବତ

ସିଏମ୍ ଟ୍ରଫି ପାଇଁ ଅନୁଗୁଳ ଫୁଟବଲ ଦଳ ମନୋନୀତ

ଅନୁଗୁଳ: ୧୫ ବର୍ଷରୁ କମ୍ ସିଏମ ଟ୍ରଫି ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଦଳ ଖେଳାଳି ଚୟନ କରାଯାଇଛି।ଏଥିପାଇଁ ଆଠମଲ୍ଲିକ ଷ୍ଟାଡିୟମ୍ ରେ ଏକ ପ୍ରଶିକ୍ଷଣ ତଥା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ୪୦ ଜଣ ଖେଳାଳି ଏହି ଶିବିରରେ…

Continue Readingସିଏମ୍ ଟ୍ରଫି ପାଇଁ ଅନୁଗୁଳ ଫୁଟବଲ ଦଳ ମନୋନୀତ

ତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ଅନୁଗୁଳ: ତାଳଚେର ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହେଇଯାଇଛି। ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟି ସଭାପତି ସମୀର କୁମାର ଜେନା ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦେଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ…

Continue Readingତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ବିଭିନ୍ନ ଦାବି ପୂରଣ ପାଇଁ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ମଧ୍ୟରେ ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଉଚିତ ନ୍ୟାୟ ପ୍ରଦାନ, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସାମ୍ବାଦିକ…

Continue Readingବିଭିନ୍ନ ଦାବି ପୂରଣ ପାଇଁ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବର୍ହିବିଭାଗ ରୋଗୀ ସେବା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବୁଧବାର ଠାରୁ ସମସ୍ତ ବର୍ହିବିଭାଗ ଚିକିତ୍ସା ସେବା ଆରମ୍ଭ ହୋଇଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଦୁର୍ଘଟଣା ଜନିତ ରୋଗୀଙ୍କ…

Continue Readingନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବର୍ହିବିଭାଗ ରୋଗୀ ସେବା ଆରମ୍ଭ

ଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ଯୁବ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା…

Continue Readingଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ଚାକୁଣ୍ଡା ଗଛକୁ ପିଟିଲା କାର୍, ଚାଳକ ଆହତ

ଅନୁଗୁଳ: ଚାକୁଣ୍ଡା ଗଛକୁ ପିଟିଲା କାର୍। ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ କଲେଜ ଛକ ଆମ୍ବେଦକର ସ୍ମୃତି ପୀଠ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି। ଗୁରୁତର ଜଣକ ହେଲେ ଏନ୍‌ଟିପିସି ଥାନା ଅନ୍ତର୍ଗତ ଗଦଶିଳା…

Continue Readingଚାକୁଣ୍ଡା ଗଛକୁ ପିଟିଲା କାର୍, ଚାଳକ ଆହତ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା, ୧୬୧ କେଜି ଗଞ୍ଜେଇ ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୬୧ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ସୂଚନା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା, ୧୬୧ କେଜି ଗଞ୍ଜେଇ ଜବତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨୫ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସର୍କିଟ ହାଉସ୍ ଅଡିଟୋରିୟମରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୩ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୨୫ଟି ଅଭିଯୋଗ ଗ୍ରହଣ

ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେପିର ନୂତନ ମଣ୍ଡଳ ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେପିର ଦୁଇଟି ମଣ୍ଡଳ ତାଳଚେର ପୌର ମଣ୍ଡଳ ଓ ରେଳ ମଣ୍ଡଳର ନୂତନ ସଭାପତି ମନୋନୀତ ହୋଇଛନ୍ତି। ତାଳଚେର ବଲ୍ହର ଛକ ନିକଟରେ ନୂତନ ବିଜେପିର ମଣ୍ଡଳ ସଭାପତି ରାଜେଶ ଦଳେଇ ଓ ରେଳ ମଣ୍ଡଳ…

Continue Readingସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେପିର ନୂତନ ମଣ୍ଡଳ ସଭାପତି