ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡ଼ିବା ଘଟଣା ନୂଆ ମୋଡ଼, ପୁଲିସ କାନ୍ଧକୁ ଗଲା ତଦନ୍ତ ଭାର

ଅନୁଗୁଳ: ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡ଼ିବା ଘଟଣା ନୂଆ ମୋଡ଼ ନେଇଛି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଘଟଣାରେ ଏବେ ତଦନ୍ତ କରିବ ପୁଲିସ। ଅନୁଗୁଳ ପୁଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସାତକୋଶିଆ ଯାଇ…

Continue Readingସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡ଼ିବା ଘଟଣା ନୂଆ ମୋଡ଼, ପୁଲିସ କାନ୍ଧକୁ ଗଲା ତଦନ୍ତ ଭାର

୧୦ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁପତ୍ର କର୍ମଚାରୀ ସଂଘର ଦାବିପତ୍ର

ଅନୁଗୁଳ: ଅନୁଗୁଳ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅନୁଗୁଳ ଡିଭିଜନ କମିଟି ପକ୍ଷରୁ ଏକାଧିକ ଦାବି ନେଇ ଧାରଣା ଦିଆଯାଇଛି।ତାଙ୍କ ଦାବିଗୁଡ଼ିକ ହେଲା କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ବଜେଟ୍‌ ୧୦୦ କୋଟି…

Continue Reading୧୦ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁପତ୍ର କର୍ମଚାରୀ ସଂଘର ଦାବିପତ୍ର

ଅନୁଗୁଳରେ ବେଆଇନ ଚିଡ଼ିଆଖାନାରେ ଚଢ଼ଉ: ବାୟାଣୀ ପୀଠ ଜଗନ୍ନାଥ ମନ୍ଦିରରୁ ୪ଟି ମୟୂର ଓ ଗୋଟିଏ ଚଉଶିଙ୍ଗା ଉଦ୍ଧାର

ଅନୁଗୁଳ: ଅନୁଗୁଳରେ ବେଆଇନ ଚିଡ଼ିଆଖାନା। ମୟୂର, ଚଉଶିଙ୍ଗା ଭଳି ଜଙ୍ଗଲୀ ଜନ୍ତୁଙ୍କୁ ରଖାଯାଇଥିଲା ବନ୍ଦୀ। ଖବର ପାଇ ବନ ବିଭାଗ ପହଞ୍ଚି ଏସବୁ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ମା' ବାୟାଣୀ ପୀଠ ଠାରେ…

Continue Readingଅନୁଗୁଳରେ ବେଆଇନ ଚିଡ଼ିଆଖାନାରେ ଚଢ଼ଉ: ବାୟାଣୀ ପୀଠ ଜଗନ୍ନାଥ ମନ୍ଦିରରୁ ୪ଟି ମୟୂର ଓ ଗୋଟିଏ ଚଉଶିଙ୍ଗା ଉଦ୍ଧାର

ପଞ୍ଚାୟତିରାଜ ଦିବସ ପାଳିତ: ବସଲା ପଞ୍ଚାୟତ ସମ୍ମାନିତ, ମିଳିଲା ୫.୮୦ ଲକ୍ଷ ଅର୍ଥରାଶି

ଅନୁଗୁଳ: ପଞ୍ଚମ ରାଜ୍ୟ ଅର୍ଥ କମିସନ ଅନୁଦାନକୁ ଉପଯୁକ୍ତ ଢଙ୍ଗରେ ଖର୍ଚ୍ଚ କରି ଅନୁଗୁଳ ବ୍ଲକର ବସଲା ପଞ୍ଚାୟତ ସମ୍ମାନିତ। ପଞ୍ଚାୟତିରାଜ ଦିବସ ଅବସରରେ ଆଜି ବିଜୁ ମଇଦାନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁଙ୍କୁ…

Continue Readingପଞ୍ଚାୟତିରାଜ ଦିବସ ପାଳିତ: ବସଲା ପଞ୍ଚାୟତ ସମ୍ମାନିତ, ମିଳିଲା ୫.୮୦ ଲକ୍ଷ ଅର୍ଥରାଶି

ଅଗ୍ନି ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଗୌଣ୍ଡ ସମାଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲ୍ଲୀ ଗାଁରେ ଗତକାଲି ଅଗ୍ନିକାଣ୍ଡରେ ଜଣଙ୍କର ଘର ପୋଡ଼ି ଯାଇଛି। ଅଗ୍ନି ବିପନ୍ନ ହେଲେ କୁମର ନାୟକ। ତାଙ୍କର ୪ ବଖରା ଚାଳଛପର ମାଟି ଘର ପାଉଁଶ ହୋଇଛି। ଏଥିସହ ଗାଈଗୁହାଳ…

Continue Readingଅଗ୍ନି ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଗୌଣ୍ଡ ସମାଜ

ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଅନୁଗୁଳ ହିନ୍ଦୁ ସୁରକ୍ଷା ମଞ୍ଚ, ହିନ୍ଦୁଙ୍କୁ ହତ୍ୟା ଘଟଣା ବିରୋଧରେ ଶୋଭାଯାତ୍ରା

ଅନୁଗୁଳ: କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଅନୁଗୁଳ ହିନ୍ଦୁ ସୁରକ୍ଷା ମଞ୍ଚ। ପାକିସ୍ତାନ ମୁର୍ଦ୍ଦାବାଦ୍, ହିନ୍ଦୁ ହିନ୍ଦୁ ଭାଇ ଭାଇ ସାଙ୍ଗକୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବିରେ ଏକ ଶୋଭାଯାତ୍ରା ଶତାଧିକ ଲୋକଙ୍କୁ ନେଇ ଅନୁଗୁଳ…

Continue Readingପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଅନୁଗୁଳ ହିନ୍ଦୁ ସୁରକ୍ଷା ମଞ୍ଚ, ହିନ୍ଦୁଙ୍କୁ ହତ୍ୟା ଘଟଣା ବିରୋଧରେ ଶୋଭାଯାତ୍ରା

ସାତକୋଶିଆରେ ଭୋଜି କରିବା ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ, ସେପଟେ କ୍ଷମା ମାଗିଲେ ୟୁଟ୍ୟୁବର

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର ପୁରୁଣାକୋଟ ବନାଞ୍ଚଳରେ ଭୋଜି କରିବା ଘଟଣାକୁ ଗୁରୁତ୍ୱର ସହ ନେଇଛି ବନ ବିଭାଗ।ଏ ନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା କହିଛନ୍ତି, ଏହି ଘଟଣାକୁ ବନବିଭାଗ ଗୁରୁତ୍ୱର ସହ ନେଇଛି। ଭିଡିଓକୁ…

Continue Readingସାତକୋଶିଆରେ ଭୋଜି କରିବା ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ, ସେପଟେ କ୍ଷମା ମାଗିଲେ ୟୁଟ୍ୟୁବର

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ କର୍ମକର୍ତ୍ତା ଚୟନ, ସଭାପତି ହେଲେ ମଦନ ମୋହନ ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ ନୂତନ କର୍ମକର୍ତ୍ତା ଚୟନ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆୟୋଜିତ ହୋଇଛି। ଏ ଅବସରରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବତନ ସମ୍ପାଦକ ସୌଭାଗ୍ୟ…

Continue Readingତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ କର୍ମକର୍ତ୍ତା ଚୟନ, ସଭାପତି ହେଲେ ମଦନ ମୋହନ ସାହୁ

ବିଶ୍ଵ ପୁସ୍ତକ ଦିବସ ପାଳିତ: ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ବହି ପଢ଼ିବାକୁ ପରାମର୍ଶ

ଅନୁଗୁଳ: ଡ୍ରିମ୍ ଫର୍ ଅନୁଗୁଳ ଓ ଆମ ପ୍ରତିଭା ଆମ ସ୍ବାଭିମାନ ପକ୍ଷରୁ ବାଜିରାଉତ ଛାତ୍ରାବାସରେ 'ବିଶ୍ବ ପୁସ୍ତକ ଦିବସ' ପାଳିତ ହୋଇଛି। ଡ୍ରିମ୍ ଫର୍ ଅନୁଗୁଳର ସଂଯୋଜକ ଗୋପାଳ ଚନ୍ଦ୍ର ନାଏକଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସଂଗଠକ ପର୍ଶୁରାମ ଦାଶ ପରିଚାଳନା…

Continue Readingବିଶ୍ଵ ପୁସ୍ତକ ଦିବସ ପାଳିତ: ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ବହି ପଢ଼ିବାକୁ ପରାମର୍ଶ

ଅନୁଗୁଳ ମହୋତ୍ସବ ନେଇ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ସର୍କିଟ ହାଉସ ସଭା କକ୍ଷରେ ଅନୁଗୁଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗ ଦେଇ ମହୋତ୍ସବର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ମାନଙ୍କୁ…

Continue Readingଅନୁଗୁଳ ମହୋତ୍ସବ ନେଇ ସାମ୍ବାଦିକ ସମ୍ମିଳନୀ