ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ସନ୍ତରଣାଗାର ଠାରେ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନେ ସନ୍ତରଣ ଶିଖିବା ନିହାତି ଜରୁରୀ ବୋଲି କହିଥିଲେ। ସମ୍ମାନିତ ଅତିଥି…

Continue Readingଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ

ଜିଲ୍ଲା ଆଇନସେବା ପ୍ରାଧିକରଣ ପାଳିଲା “ବିଶ୍ଵ ପରିବେଶ ଦିବସ”, କଲେ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଛି। ଏ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ପାଳିଲା “ବିଶ୍ଵ ପରିବେଶ ଦିବସ”, କଲେ ବୃକ୍ଷରୋପଣ

ଆମ୍ବ ଗୋଟାଇ ଯିବା ହେଲା କାଳ: ବଜ୍ରପାତରେ ୨ ମୃତ, ଜଣେ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ ଆମ୍ବତୋଟାକୁ ଆମ୍ବ ସଂଗ୍ରହ କରିବାକୁ ଯାଇଥିଲେ। ଏହି…

Continue Readingଆମ୍ବ ଗୋଟାଇ ଯିବା ହେଲା କାଳ: ବଜ୍ରପାତରେ ୨ ମୃତ, ଜଣେ ଆହତ

ମୋଦି ସରକାରକୁ ୧୧ ବର୍ଷ ଓ ମୋହନ ସରକାରକୁ ପୂରିଲା ବର୍ଷେ, ଅନୁଗୁଳରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ

ଅନୁଗୁଳ : କେନ୍ଦ୍ରରେ ମୋଦି ସରକାରକୁ ୧୧ବର୍ଷ ଓ ରାଜ୍ୟରେ ମୋହନ ମାଝୀ ସରକାରକୁ ବର୍ଷେ ପୂରିଛି। ଏ ଅବସରରେ ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ କର୍ମଶାଳା ଆୟୋଜିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାକୁ…

Continue Readingମୋଦି ସରକାରକୁ ୧୧ ବର୍ଷ ଓ ମୋହନ ସରକାରକୁ ପୂରିଲା ବର୍ଷେ, ଅନୁଗୁଳରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ

ଘରୋଇ କଳିର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅନୁଗୁଳ: ସାମାନ୍ୟ ଝଗଡ଼ାରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର।ପାଳଲହଡ଼ା ଥାନା ଅନ୍ତର୍ଗତ ପେଚାମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ଗୀତା ମୁଣ୍ଡା ଓ ତାଙ୍କ ସ୍ୱାମୀ ସିଧୁ…

Continue Readingଘରୋଇ କଳିର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅନୁଗୁଳରୁ ୮.୭୭ ଗ୍ରାମ୍‌ ଧଳା ଜହର ଜବତ, ବେପାରୀ ଗିରଫ

ଅନୁଗୁଳ: ଧଳା ଜହର ବିକି ସ୍ବାମୀ- ସ୍ତ୍ରୀ ଗିରଫ। ଗିରଫ ଦୁଇ ଜଣ  ହେଲେ ଅନୁଗୁଳ ଟାଉନ ରାଜକିଶୋରପଡ଼ାର ଚତୁରୀ ନାଏକ(୫୫) ଏବଂ ତାଙ୍କ ସ୍ଵାମୀ କହଳୁ ନାଏକ। ସୂଚନା ମୁତାବକ, ଟାଉନ୍‌ ହାଇସ୍କୁଲ ସାମ୍‌ନାରେ ଥିବା ନୂଆ ଭେଣ୍ଡିଂ ଜୋନ୍‌…

Continue Readingଅନୁଗୁଳରୁ ୮.୭୭ ଗ୍ରାମ୍‌ ଧଳା ଜହର ଜବତ, ବେପାରୀ ଗିରଫ

ଜୁନ ୬ ରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗୀତା

ଅନୁଗୁଳ: ଅନୁଗୁଳ ସନ୍ତରଣାଗାର ଠାରେ ଜୁନ ୬ ତାରିଖ ସକାଳ ସାତଟା ସମୟରେ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ  ପଚାଶ ରୁ ଷାଠିଏ ସନ୍ତରଣକାରୀ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅଂଶ ଗ୍ରହଣ କରିବେ ବୋଲି…

Continue Readingଜୁନ ୬ ରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗୀତା

ଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍‍ ବିତରଣ ଦାୟିତ୍ବ ନେଇଛି ଟାଟା ପାୱାର। ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ଼ ହଜାର ଅଣଓଡ଼ିଆ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ…

Continue Readingଟାଟା ପାୱାରରେ ମାଳମାଳ ଅଣଓଡ଼ିଆ ଅଧିକାରୀ, ଓଡ଼ିଆଙ୍କୁ ମିଳୁନି ନିଯୁକ୍ତି

ବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୂର ଗାଁର ରାଜେନ୍ଦ୍ର ବାଘକୁ ସ୍ଥାନୀୟ କିଶୋରନଗର ପୁଲିସ ଦୀର୍ଘ ୪ ବର୍ଷ ପରେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ମହିଳାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ…

Continue Readingବଳାତ୍କାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ମା’ ଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ

ଅନୁଗୁଳ: ଆମ ସଂସ୍କୃତିରେ  ଧନଧାନ୍ୟ ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତେ ମା' ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି। ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍‌ ଭଲ ସମୟ କାମନା କରି…

Continue Readingମା’ ଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ