ଫରେଷ୍ଟ ଡିଭିଜନ ପକ୍ଷରୁ”ସବୁଜ ଅନୁଗୁଳ” ଆପ୍ ର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଡିଜିଟାଲ ମୋବାଇଲ ଆପ "ସବୁଜ ଅନୁଗୁଳ" ଆପର ଶୁଭ ଉନ୍ମୋଚନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଜିଆଇଏସ ଭିତ୍ତିକ ଏମଆଇଏସ ପୋର୍ଟାଲ ଅଟେ। ଲୋକମାନଙ୍କୁ ବିଭିନ୍ନ ଜଙ୍ଗଲ…

Continue Readingଫରେଷ୍ଟ ଡିଭିଜନ ପକ୍ଷରୁ”ସବୁଜ ଅନୁଗୁଳ” ଆପ୍ ର ଶୁଭାରମ୍ଭ

ବାର୍ଡ ଫ୍ଲୁ ପ୍ରତିଷେଧ ପାଇଁ ପ୍ରାଣୀ ବିଭାଗ ସତର୍କ: ରକ୍ତ ନମୁନା ସଂଗ୍ରହ  ହେବ, ଚିକେନ ଦର ଖସିଲା

ଅନୁଗୁଳ: ପୁରୀ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଯାଇଥିବାରୁ ଅନୁଗୁଳ ଜିଲ୍ଲାରେ ଏଥିନେଇ ସତର୍କତା ଅବଲମ୍ବନ କରାଯାଇଛି।ଡେପୁଟି ଡାଇରେକ୍ଟର ଡ଼ା କେଶବ ଚନ୍ଦ୍ର ପ୍ରଧାନଙ୍କ ମତରେ ରାଜ୍ୟ ପ୍ରାଣୀଧନ ବିଭାଗ ସହିତ ଆଭାସି ମୋଡରେ ଆଲୋଚନା ପରେ ଜିଲ୍ଲା ପ୍ରାଣୀଧନ…

Continue Readingବାର୍ଡ ଫ୍ଲୁ ପ୍ରତିଷେଧ ପାଇଁ ପ୍ରାଣୀ ବିଭାଗ ସତର୍କ: ରକ୍ତ ନମୁନା ସଂଗ୍ରହ  ହେବ, ଚିକେନ ଦର ଖସିଲା

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ଅନୁଗୁଳ: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। କାଉଡ଼ିଆ ଆଜି ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିବେ।ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ଏହି ଶ୍ରାବଣ ମାସରେ ହୋଇଥିଲା। ସମୁଦ୍ର…

Continue Readingଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ: ଭାରତୀୟ ତ୍ୱଚା ଓ ଯୌନ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ସହାୟତାରେ ଦୁଇଟି ସ୍ଥାନରେ ମାଗଣା ଚର୍ମ ରୋଗ ଚିକିତ୍ସା ଶିବିର ଆୟୋଜିତ ଲ ହୋଇଥିଲା। ପ୍ରଥମ ଶିବିରଟି ବଅଁରପାଳ ବ୍ଲକ୍ ଗଡସନ୍ତ୍ରୀ…

Continue Readingଅନୁଗୁଳରେ ବିଶ୍ଵ ତ୍ଵଚା ସ୍ଵାସ୍ଥ୍ୟ ଦିବସ

ହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଚାରଖମଣ ଗ୍ରାମର ଅମ୍ବୁଜଙ୍କ ଘରୁ ୬ ଲିଟର ଦେଶୀ ମଦ…

Continue Readingହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ବଇଣ୍ଡା ବୈଷ୍ଣବସାହିର ପ୍ରମୋଦ କୁମାର ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ଉଦ୍ଧାରକାରୀ ଟିମ୍ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି। ସୂଚନା ମୁତାବକ, ଏକ ନାଗ…

Continue Readingଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଭରତପୁର ସାଇଲୋରେ ଅଗ୍ନିକାଣ୍ଡ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିର ବଉଳପୁରସ୍ଥିତ ଏମସିଏଲର ସାଇଲୋରେ ଅଗ୍ନିକାଣ୍ଡ ଘଟି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଯନ୍ତ୍ରପାତି ପୋଡ଼ିଯାଇଛି। ସର୍ଟସର୍କିଟରୁ ସାଇଲୋ ବେଲ୍ଟରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଜି ସାଇଲୋରେ ଲାଗିଥିବା ବେଲ୍ଟ ଯୋଗେ…

Continue Readingଭରତପୁର ସାଇଲୋରେ ଅଗ୍ନିକାଣ୍ଡ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ

ଯୌତୁକ ପାଇଁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ। ଏନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା'। ସ୍ଥାନୀୟ ପାପସରା ଗ୍ରାମର ସୁବାସିନି ସାହୁ (୩୦) ଙ୍କୁ ତାଙ୍କ ସ୍ଵାମୀ ପଳଉ ପ୍ରଧାନ ଯୌତୁକ ପାଇଁ ଟାଙ୍ଗିଆରେ ହାଣି…

Continue Readingଯୌତୁକ ପାଇଁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଗନ୍ଧେଇଲାଣି ନାଲକୋ ନଗର, ଟେଣ୍ଡର ହୋଇପାରୁନଥିବାରୁ ୧୨ ଦିନ ହେଲା ସଫେଇ ବନ୍ଦ

ଅନୁଗୁଳ: ୧୨ ଦିନ ଧରି ନାଲକୋ ନଗରରେ ସଫେଇ କାର୍ଯ୍ୟ ବନ୍ଦ ଥିବାରୁ କଲୋନିବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ବିଭିନ୍ନ ଛକରେ ଅଳିଆ ଆବର୍ଜନା ଗଦା ହୋଇଥିବାରୁ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ବର୍ଷା। ସୂଚନା…

Continue Readingଗନ୍ଧେଇଲାଣି ନାଲକୋ ନଗର, ଟେଣ୍ଡର ହୋଇପାରୁନଥିବାରୁ ୧୨ ଦିନ ହେଲା ସଫେଇ ବନ୍ଦ

୫୩ ଗ୍ରାମ ବ୍ରାଉନସୁଗାର ଜବତ, ୭ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପୋଲିସ୍ ଅତର୍କିତ ଚଢ଼ଉ କରି ୫୩ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତାଳଚେର ରେମୁଁଆ ନୂଆସାହିର ଦେବାଶିଷ ବରଳ, ବିରାଦରପଡ଼ା ପ୍ରିନ୍ସପ୍ରୀତମ ମହାପାତ୍ର, କେନ୍ଦୁବଣିଆ…

Continue Reading୫୩ ଗ୍ରାମ ବ୍ରାଉନସୁଗାର ଜବତ, ୭ ବେପାରୀ ଗିରଫ