ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକମାଲିକ ସଂଘର ନିର୍ବାଚନ ଶନିବାର ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ସକାଳ ୮:୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୧୩୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୬୩ ଜଣ ଭୋଟ ଦେଇଥିଲେ। ପ୍ରଶାସନ ଓ ପୋଲିସ ଶାନ୍ତି ବଜାୟ ରଖିଥିବା ବେଳେ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପାତ୍ର ଓ ଯଦୁମଣି ପାତ୍ର ପ୍ରିଜାଇଡିଙ୍ଗ ଅଫିସର ଭାବେ ପରିଚାଳନା କରିଥିଲେ। ଭୋଟ ଗଣତି ପରେ ଆଜି ଫଳାଫଳ ଘୋଷଣା ହେବ।
ତାଳଚେର ଟ୍ରକମାଲିକ ସଂଘ ନିର୍ବାଚନ ସମାପ୍ତ
- Post published:September 28, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଓଡ଼ିଶାରେ ରାଜପଥ ନିର୍ମାଣର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ: ଅନୁଗୁଳ-ସମ୍ବଲପୁର ଏନଏଚ୍, କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା
ବର୍ଷା ପବନରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ, ଚାପି ହୋଇ ୪ ଗୁରୁତର






