ଅମଲାପଡା ବାସନ୍ତୀ ଦୁର୍ଗାପୂଜା: ୪ ତାରିଖରେ ସପ୍ତମୀ ୮ରେ ଭଷାଣି

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ କମିଟି ପକ୍ଷରୁ୧୯ ତମ ପୂଜା ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି। ଏପ୍ରିଲ ୩ ତାରିଖ ଷଷ୍ଠୀ ଉପଲକ୍ଷେ ବିଲ୍ଵ ବରଣ, ୪ ତାରିଖ ସକାଳେ କଳସୀ ଶୋଭାଯାତ୍ରା, ଅଧିବାସ, ନବପତ୍ରିକା…

Continue Readingଅମଲାପଡା ବାସନ୍ତୀ ଦୁର୍ଗାପୂଜା: ୪ ତାରିଖରେ ସପ୍ତମୀ ୮ରେ ଭଷାଣି

ବଦଳିଲା ନନ୍ଦପୁର ପଞ୍ଚାୟତର ରାସ୍ତାର ନାଁ, ଡଃ.ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହେଲା ମାର୍ଗ

ଅନୁଗୁଳ : ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ରାସ୍ତାର ନାମ ହେଲା ଦେବେନ୍ଦ୍ର ମାର୍ଗ। ଆଜି ଏହି ରାସ୍ତା ଉଦଘାଟିତ ହୋଇଥିବା ବେଳେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହୋଇଛି। ନନ୍ଦପୁର ପଞ୍ଚାୟତର ମୁଖ୍ୟ ରାସ୍ତାରୁ…

Continue Readingବଦଳିଲା ନନ୍ଦପୁର ପଞ୍ଚାୟତର ରାସ୍ତାର ନାଁ, ଡଃ.ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହେଲା ମାର୍ଗ

ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଛେଣ୍ଡିପଦା ବ୍ଲକ କୋଶଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଭାଲେଣ୍ଟିନା ଦାଶଙ୍କୁ ନିକଟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତିନି ଦଶନ୍ଧି ଧରି ଶ୍ରୀମତୀ ଦାଶ ନିଜ ଛାତ୍ରବତ୍ସଳତା,ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କ ବୋଧଗମ୍ୟତା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିଲେ। ସମୟାନୁବର୍ତ୍ତିତା,ସହକାରୀ ଶିକ୍ଷକ…

Continue Readingଆଦର୍ଶ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

ଅନୁଗୁଳ: ପୌର ପାଳିକାର ଯେଉଁ ଠିକାଦାର ମାନେ ଟେଣ୍ଡର ପାଇଲା ପରେ କାମ କରୁ ନାହାନ୍ତି ବା କାମ ବିଳମ୍ବ କରି ସହରର ଉନ୍ନତିରେ ବାଧକ ସାଜୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ। ଡେରେଙ୍ଗ,…

Continue Readingପୁଣି ଆକ୍ସନ ମୋଡ଼ରେ ନିର୍ବାହୀ ଅଧିକାରୀ

ଶରତ ସାମଲଙ୍କୁ ଡିଜିପି ଡିସ୍କ ସମ୍ମାନ

ଅନଗୁଳ: ପୋଲିସ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱର ଜୋନ ଅଧୀନରେ ଅନୁଗୁଳରେ କାର୍ଯ୍ୟରତ ପୋଲିସ ସବ ଇନିସ୍ପେକ୍ଟର ଶରତ କୁମାର ସାମଲ ଗତ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ…

Continue Readingଶରତ ସାମଲଙ୍କୁ ଡିଜିପି ଡିସ୍କ ସମ୍ମାନ

ଜେଏସପି ପକ୍ଷରୁ ଓ.ପି ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥିରେ ରକ୍ତଦାନ ଶିବିର, ୭୫୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ଜେଏସପିର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥି ପାଳିତ ହୋଇଛି। ଏ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ୭୫୧ ୟୁନିଟ ରକ୍ତ ସଂଗୃହୀତ…

Continue Readingଜେଏସପି ପକ୍ଷରୁ ଓ.ପି ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥିରେ ରକ୍ତଦାନ ଶିବିର, ୭୫୧ ୟୁନିଟ ରକ୍ତ ସଂଗୃହୀତ

୧୨ ଫୁଟର ଅହିରାଜ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ହିଡିସିଂ ଗାଁରୁ ମଙ୍ଗଳବାର ଏକ ବିଶାଳକାୟ ୧୨ଫୁଟର  ଅହିରାଜ ସାପ ଉଦ୍ଧାର କରାଯାଇଛି। ହିଡିସିଂ ଗାଁର ଗନ୍ଧର୍ବ ଦେହୁରୀଙ୍କ ପାଇଖାନା ଘରେ ଏକ ଅହିରାଜ ସାପ ପଶି ଯାଇଥିବା ସେ ଦେଖିବାକୁ ପାଇଥିଲେ।…

Continue Reading୧୨ ଫୁଟର ଅହିରାଜ ଉଦ୍ଧାର

ହାତୀ ଛୁଆ ପାଇଁ ଗାଁ ଲୋକଙ୍କ ପୂଜା ପାଠ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଗୁରଙ୍ଗ ଗାଁରେ ଗତ ୧୨ ତାରିଖ ଦିନ ଏକ ମାଈ ହାତୀ ଏକ ଛୁଆକୁ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଏତେ ଖୁସି…

Continue Readingହାତୀ ଛୁଆ ପାଇଁ ଗାଁ ଲୋକଙ୍କ ପୂଜା ପାଠ

ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଆଲୋଚନାଚକ୍ର

ଅନୁଗୁଳ:  ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସଂସ୍ଥାର ପ୍ରତିଷ୍ଠାତା ରାଜେନ୍ଦ୍ର ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସମାରୋହକୁ ଉଦଘାଟନ କରିଥିଲେ…

Continue Readingଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଏଟିଭି ପକ୍ଷରୁ ଆଲୋଚନାଚକ୍ର

ଟ୍ରଲର ଦୁର୍ଘଟଣା ଯୋଗୁ ୨୦ ଘଣ୍ଟା ଜାମ୍ ହେଲା ରାସ୍ତା, ତୀବ୍ର ବିରୋଧ କଲା କଂଗ୍ରେସ

ଅନୁଗୁଳ: ଟ୍ରଲର ଦୁର୍ଘଟଣା ଯୋଗୁ ଜାମ୍ ହେଲା ରାସ୍ତା। ବିରୋଧ କଲା କଂଗ୍ରେସ। ଆଜି ଅନୁଗୁଳ ହନୁମାନ ବଜାରରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ସୂଚନା ମୁତାବକ, ଆଇରନ୍ କୋଏଲ ନେଇ ଏକ ଟ୍ରଲର କର୍ଣ୍ଣାଟକ ଅଞ୍ଚଳକୁ ଯାଉଥିଲା। ଗତ…

Continue Readingଟ୍ରଲର ଦୁର୍ଘଟଣା ଯୋଗୁ ୨୦ ଘଣ୍ଟା ଜାମ୍ ହେଲା ରାସ୍ତା, ତୀବ୍ର ବିରୋଧ କଲା କଂଗ୍ରେସ