ଟିକରପଡ଼ା ଯୁଆଡ଼େ, ଅନୁଗୁଳ ସିଆଡ଼େ ! ଭ୍ରମିତ କରୁଛି ପୂର୍ତ୍ତ ବିଭାଗର ସୂଚନା ଫଳକ
ଅନୁଗୁଳ: ଅନୁଗୁଳରେ ଲାଗିଛି ବିଚିତ୍ର ସୂଚନା ଫଳକ। ପୂର୍ତ୍ତ ବିଭାଗର ଏହି ଫଳକରେ ଟିକରପଡ଼ା ଯୁଆଡ଼େ ଅନୁଗୁଳ ବି ସିଆଡ଼େ ଲେଖାଯାଇଛି। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଥଚାରୀ। ଏହି ସୂଚନା ଫଳକ ପଢ଼ି କିଛି ଲୋକ ଭୁଲ ବାଟରେ ଯାଇଥିବା ଅଭିଯୋଗ…
