ଡ୍ରୋନ ସର୍ଭେ କରିବାକୁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ, ଥାନାରେ ମାମଲା
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାଲୁଇଖମଣ ଗାଁ ନିକଟରେ ଜିଏମଡିସି କମ୍ପାନୀ ପକ୍ଷରୁ ସର୍ଭେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଜିଏମଡିସି କମ୍ପାନୀର ସହକାରୀ…
