ମଇଁଷି ଗୋଠରେ ହାତୀ ଆକ୍ରମଣ: ୧ ମୃତ, ୪ ଗୁରୁତର
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ ମଧୁପୁର ଗାଁରେ ଆଜି ଭୋରରୁ ଏକ ମଇଁଷି ଗୋଠ ଉପରେ ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ଜୀବନ ଯାଇଥିବା ବେଳେ ୪ଟି ମଇଁଷି ଗୁରୁତର ହୋଇଛନ୍ତି ସୂଚନା ମୁତାବକ,…
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ ମଧୁପୁର ଗାଁରେ ଆଜି ଭୋରରୁ ଏକ ମଇଁଷି ଗୋଠ ଉପରେ ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ଜୀବନ ଯାଇଥିବା ବେଳେ ୪ଟି ମଇଁଷି ଗୁରୁତର ହୋଇଛନ୍ତି ସୂଚନା ମୁତାବକ,…
ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା । ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା…
ଅନୁଗୁଳ: ଅନୁଗୁଳ ଖଣ୍ଡାହତାସ୍ଥିତ ମହିମା ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୫୩୦ ନମ୍ବର ରଖି ଟପ୍ପର ହୋଇଛନ୍ତି ବିଶ୍ବଜିତା ନାଏକ। କଲେଜରୁ ୧୧ ଜଣ ପରୀକ୍ଷା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪ ଜଣ ପ୍ରଥମ ଶ୍ରେଣୀରେ, ୨ ଜଣ ଦ୍ଵିତୀୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସର୍ବୋଦୟ ୮୯.୬ ଏଫଏମ ପାଇଁ ନୂତନ ଗୃହ ନିର୍ମାଣ ନିମନ୍ତେ ଅନୁଗୁଳ ହାଟଛକସ୍ଥିତ ତିନିକୋଣିଆ ବଗିଚା ପରିସରରେ ଜିଲ୍ଲାପାଳ ଅବଦାଲ ଏମ ଅଖତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ରେଡିଓ…
ଅନୁଗୁଳ: ଅନୁଗୁଳର ବ୍ଲାକ୍ ଡାଇମଣ୍ଡ କନଫରେନ୍ସ ହଲ୍ରେ RAMP ଅଧୀନରେ "Enabling Bill Discounting: TReDS" ଉପରେ ଦିନିକିଆ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ MSME ଗୁଡ଼ିକୁ "TReDS:-ଟ୍ରେଡ୍ ରିସିଭେବଲ୍ ଡିସକାଉଣ୍ଟିଂ ସିଷ୍ଟମ୍" ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ…
ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଅପରାଧ। କେତେବେଳେ ଅତି ବିଭତ୍ସ ଦୁଷ୍କର୍ମ ସାଙ୍ଗକୁ ହତ୍ୟା ତ କେତେବେଳେ ଦୁର୍ବୁତ୍ତ ମାନଙ୍କ ଆତଙ୍କ। ଏବେ କିନ୍ତୁ ଚର୍ଚ୍ଚାରେ ଚୋରା ବନ୍ଧୁକ ନିର୍ମାଣ କାରଖାନା।…
ଅନୁଗୁଳ : ଅନୁଗୁଳର ସର୍ବପୁରାତନ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ନୂତନ କାର୍ଯ୍ୟାଳୟ ‘କଳାକାର ଭବନ’ର ଶିଳାନ୍ୟାସ ହୋଇଛି। ଆଜି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ନଗରପାଳ ଅକ୍ଷୟ କୁମାର ସାମନ୍ତ ଏହାର ଶିଳାନ୍ୟାସ କରିଛନ୍ତି। ପ୍ରକାଶ ଯେ…
ଅନୁଗୁଳ: ନିଜେ ଗୁଟ୍ଖା ଖାଉଛନ୍ତି, କିନ୍ତୁ ସଫଲ ପାଇଁ ଦୋକାନୀଙ୍କ ଠାରୁ ଫାଇନ କାଟୁଛନ୍ତି ବାବୁ। ଅନୁଗୁଳରେ ଏଭଳି ଏକ ଦୃଶ୍ୟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ସୂଚନା ମୁତାବକ, ଖାଦ୍ୟ ସୁରକ୍ଷା ବିଭାଗର ଜଣେ ମହିଳା ଏବଂ ଜଣେ ପୁରୁଷ ଅଧିକାରୀ…
ଅନୁଗୁଳ: ସାବିତ୍ରୀ ପାଇଁ ଏବେ ଫଳ ଦର ଆକାଶ ଛୁଆଁ। ମଉକା ଦେଖି ଛକା ମାରିବାକୁ ଚାହୁଁଥିବା ଦୁଇ ଦିନିଆ ଫଳ ଦୋକାନୀ ପେଟି ପେଟି ଫଳ କିଣି ଆଜି ରାସ୍ତା ଉପରେ ବସି ଯାଇଥିଲେ। ଟ୍ରାଫିକ ବ୍ୟବସ୍ଥା ପ୍ରତି ତାଙ୍କର…
ଅନୁଗୁଳ: ବାଜି ରାଉତ ଛାତ୍ରାବାସର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଜିଲ୍ଲାପାଳ ଏମ୍ ଅବଦାଲ ଅଖତାର। ଗୁରୁବାର ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ପ୍ରତିନିଧିମଣ୍ଡଳ ଛାତ୍ରାବାସ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଛାତ୍ରାବାସର ସମସ୍ତ ସ୍ଥାନ ପରିଦର୍ଶନ କରିବା ସହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ…