ଆକ୍ସନ ମୋଡ଼ରେ ପୌରପାଳିକା, ବେଆଇନ ମଦ ବିକିବା ନେଇ ଦୋକାନ ସିଲ
ଅନୁଗୁଳ: ଅନୁଗୁଳ ପୌରପାଳିକା ନୂଆ ନିର୍ବାହୀ ଅଧିକାରୀ ଏବେ ପୁରା ଆକ୍ସନ ମୋଡ଼ରେ କାମ କରୁଛନ୍ତି। ଆଜି ସକାଳେ ବେଆଇନ ମଦ ବିକିବା ସହ ପ୍ଲାଷ୍ଟିକ ଆବର୍ଜନା ପକାଇବା ଅଭିଯୋଗରେ ପୁରୁଣା ବସ ଷ୍ଟାଣ୍ଡ ଠିକିରି ମାର୍କେଟର ଗୋଟିଏ ଦୋକାନ ସିଲ…
ଅନୁଗୁଳ: ଅନୁଗୁଳ ପୌରପାଳିକା ନୂଆ ନିର୍ବାହୀ ଅଧିକାରୀ ଏବେ ପୁରା ଆକ୍ସନ ମୋଡ଼ରେ କାମ କରୁଛନ୍ତି। ଆଜି ସକାଳେ ବେଆଇନ ମଦ ବିକିବା ସହ ପ୍ଲାଷ୍ଟିକ ଆବର୍ଜନା ପକାଇବା ଅଭିଯୋଗରେ ପୁରୁଣା ବସ ଷ୍ଟାଣ୍ଡ ଠିକିରି ମାର୍କେଟର ଗୋଟିଏ ଦୋକାନ ସିଲ…
ଅନୁଗୁଳ: ଅନୁଗୁକ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ସାଧାରଣ ପରିଷଦର ବୈଠକ ଗତ ରବିବାର ବସିଥିଲା। ବୈଠକରେ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ନିଲମ୍ବିତ ଟ୍ରକ ମାଲିକ ମାନଙ୍କ ସଦସ୍ୟତା ଫେରାଇବା…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ମାତିଲେଣି ଲୁଟେରା। ସ୍ଥାନୀୟ ଗାନ୍ଧୀ ମାର୍ଗସ୍ଥିତ ଏକ ସ୍କୁଲ ନିକଟରେ ମାଉଜର ଦେଖାଇ ଆଜି କିଛି ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଡରାଇବା ସହ ଡିପୋଜିଟ କରିବାକୁ ନେଉଥିବା ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି।…
ଅନୁଗୁଳ: ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଅନୁଗୁଳରେ "ନିକ୍ଷୟ ମିତ୍ର" କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବାଦୀବାହାଳ ନୂଆ ରାସ୍ତାରେ ଆଜି ଏକ ବୋଲେରୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଆରୋହୀଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭାଙ୍ଗିଛି। ଖବର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ଓ ଜିଲ୍ଲା ରକ୍ତ ଭଣ୍ଡାର ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ସ୍ଥାନୀୟ ଲାଇଟ ହାଉସ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଶିବିରରେ ୨୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର…
ଅନୁଗୁଳ: ଦିନିକିଆ କ୍ରିକେଟ୍ ଇତିହାସରେ ୨୮୭ଟି ଇନିଂସରେ ରବିବାରଦ୍ରୁତତମ ୧୪ ହଜାର ରନ କରିବାର ରେକର୍ଡ କରିଛନ୍ତି ଭାରତର ପୂର୍ବତନ କ୍ୟାପଟେନ ବିରାଟ କୋହଲି। ପୂର୍ବରୁ ସେ ଦ୍ରୁତତମ ୮ ହଜାର , ୯ ହଜାର, ୧୦ ହଜାର, ୧୧ ହଜାର,…
ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର…
ଅନୁଗୁଳ: ଲଗାତାର ଟସ୍ ହାରିବାର ଆଜି ବିଶ୍ବ ରେକର୍ଡ କରିଛି ଭାରତ। ଆଜି ଚାମ୍ପିୟାନ୍ସ ଟ୍ରଫିରେ ଦୁବାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଆଜିର ମ୍ୟାଚରେ ପାକିସ୍ତାନ କ୍ୟାପଟେନ ମହମ୍ମଦ ରିଜୱାନ ଟସ୍ ଜିତିବା ସହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ…