ମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ: ଜିଜିଏମଙ୍କୁ ୧୦ଦଫା ଦାବିପତ୍ର ଦେଲେ ୩୯ ଗାଁର ଲୋକ

ଅନୁଗୁଳ: ମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ ୩୯ ଗାଁ ଲୋକ ଗୁରୁବାର ୧୦ ଦଫା ଦାବି ନେଇ ନାଲକୋ ଜିଜିଏମ (ଏଚ ଆଣ୍ଡ ଏ) ଙ୍କୁ ଦାବି ପତ୍ର ଦେଇଛନ୍ତି। ୧୦ ଦଫା ଦାବି ମଧ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରଦାନ,…

Continue Readingମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ: ଜିଜିଏମଙ୍କୁ ୧୦ଦଫା ଦାବିପତ୍ର ଦେଲେ ୩୯ ଗାଁର ଲୋକ

ଗଛ କାଟିବା ପାଇଁ ଦୋକାନ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି…

Continue Readingଗଛ କାଟିବା ପାଇଁ ଦୋକାନ ଉଚ୍ଛେଦ

ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଲଢ଼େଇ: ଗୁଳିଚାଳନା ଅଭିଯୋଗ

ଅନୁଗୁଳ: ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଘମାଘୋଟ ପାଟିତୁଣ୍ଡ। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ବନ୍ତଳା ବନାଞ୍ଚଳର ଜଣେ ଗଜମିତ୍ର ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ବନ୍ତଳା ବନାଞ୍ଚଳର ଶତାଧିକ…

Continue Readingହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଲଢ଼େଇ: ଗୁଳିଚାଳନା ଅଭିଯୋଗ

ବ୍ରାଉନ ସୁଗାର କାରବାରରେ ଦମ୍ପତି ଗିରଫ, ୫.୮୪୦ ମିଲି ଗ୍ରାମ ବ୍ରାଉନ ସୁଗାର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ବଳରାମପ୍ରାସାଦ ଗାଁରେ ପୋଲିସ ଚଢ଼ଉ କରି ୫.୮୪୦ ମିଲି ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଏହି ଘଟଣାରେ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦମ୍ପତି ହେଲେ ପ୍ରଦ୍ୟୁମ୍ନ ସାହୁ(୩୦) ଓ ଝିଲି…

Continue Readingବ୍ରାଉନ ସୁଗାର କାରବାରରେ ଦମ୍ପତି ଗିରଫ, ୫.୮୪୦ ମିଲି ଗ୍ରାମ ବ୍ରାଉନ ସୁଗାର ଜବତ

ଗଣେଶ ପୂଜା ପ୍ରସ୍ତୁତି: ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ବୈଠକ ଆୟୋଜିତ

ଅନୁଗୁଳ: ଗଣେଶ ପୂଜା ପାଇଁ ଏବେ ଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ବଜାର ଦଶହରା ପଡ଼ିଆ ଠାରେ କମିଟିର…

Continue Readingଗଣେଶ ପୂଜା ପ୍ରସ୍ତୁତି: ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ବୈଠକ ଆୟୋଜିତ

ଏସୟୁଜେ ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ: ୫୨ ଜଣ ସାମ୍ବାଦିକଙ୍କୁ ସଂଘର ପରିଚୟ ପତ୍ର ପ୍ରଦାନ

ଅନୁଗୁଳ: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ ସମଲ ବ୍ୟାରେଜ ଅତିଥି ଭବନରେ ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ…

Continue Readingଏସୟୁଜେ ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ: ୫୨ ଜଣ ସାମ୍ବାଦିକଙ୍କୁ ସଂଘର ପରିଚୟ ପତ୍ର ପ୍ରଦାନ

ଅନୁଗୁଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ: ସକାଳ ୯ଟା ୧୫ରେ ପତାକା ଉତ୍ତୋଳନ

ଅନୁଗୁଳ: ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପୂର୍ବ ବର୍ଷର ବିବରଣୀ ପାଠ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ: ସକାଳ ୯ଟା ୧୫ରେ ପତାକା ଉତ୍ତୋଳନ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କ ବଦଳି ହୋଇଛି। ସେ ଏନ୍‌.ସି‌.ଡି‌.ସି‌. (NCDC), ନୂଆଦିଲ୍ଲୀରେ ସିନିୟର୍ ମାଇକ୍ରୋବାୟୋଲୋଜିଷ୍ଟ ଭାବରେ ନିଯୁକ୍ତ ହୋଇଛନ୍ତି। ଏଣୁ ତାଙ୍କୁ ବିଦାୟ ଦେବାକୁ ପାଥୋଲୋଜି ବିଭାଗରେ ଏକ ବିଦାୟକାଳୀନ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା

ଉଦିତ ଓ ବାଇଁଆଙ୍କୁ ଗିରଫ ପରେ ରାଜନୀତି ଜୋର: ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ବିଜେଡି କର୍ପୋରେଟର ଅମରେଶ ଜେନା ବିରୋଧରେ ଅନୁଗୁଳ…

Continue Readingଉଦିତ ଓ ବାଇଁଆଙ୍କୁ ଗିରଫ ପରେ ରାଜନୀତି ଜୋର: ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

କରଡ଼ାବଣି ସାହିରେ ବିକାଶ ଅପହଞ୍ଚ: ସରପଞ୍ଚ କହିଲେ- ପଇସା ଦିଅ, ରାସ୍ତା ନିଅ

ଅନୁଗୁଳ: ସମସ୍ୟା ଘେରରେ ଅନୁଗୁଳ ଜିଲ୍ଲା ବଇଣ୍ଡା ପଞ୍ଚାୟତର କରଡ଼ାବଣି ସାହି। ଗାଁରେ ସମସ୍ୟା ମାଳମାଳ। ଗାଁରେ ଏବେ ବି ବିକାଶ ଅପହଞ୍ଚ। ନା ଅଛି ପକ୍କା ରାସ୍ତା। ନା ଅନ୍ୟ ସର୍ବନିମ୍ନ ସୁବିଧା। ମୌଳିକ ସୁବିଧା ବି ଏଠାକାର ବାସିନ୍ଦାଙ୍କ…

Continue Readingକରଡ଼ାବଣି ସାହିରେ ବିକାଶ ଅପହଞ୍ଚ: ସରପଞ୍ଚ କହିଲେ- ପଇସା ଦିଅ, ରାସ୍ତା ନିଅ