ଚିନ୍ତା ବଢ଼ାଉଛି କ୍ଲିନିକର ବେଆଇନ ପାର୍କିଂ, ଯାତାୟାତ କରିପାରୁନାହାନ୍ତି ବାଟୋଇ

ଅନୁଗୁଳ: ରାସ୍ତାକୁ ସଂକୁଚିତ କରୁଛି ବେଆଇନ ପାର୍କିଂ। କ୍ଲିନିକ ପାଇଁ ରାସ୍ତାରେ ହେଉଛି ପାର୍କିଂ। ଯାତାୟାତ କରିପାରୁନାହାନ୍ତି ବାଟୋଇ। ଅନୁଗୁଳ ସହର ମଧ୍ୟସ୍ଥ ପୁରୁଣା ବସଷ୍ଟାଣ୍ଡରେ ଥିବା କ୍ଲିନିକ ବଢ଼ାଇଛି ଚିନ୍ତା। ସୂଚନା ମୁତାବକ, ଅନୁଗୁଳ ପୁରୁଣା ବସଷ୍ଟାଣ୍ଡରେ ଏକାଧିକ କ୍ଲିନିକ…

Continue Readingଚିନ୍ତା ବଢ଼ାଉଛି କ୍ଲିନିକର ବେଆଇନ ପାର୍କିଂ, ଯାତାୟାତ କରିପାରୁନାହାନ୍ତି ବାଟୋଇ

୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ

ଭୁବନେଶ୍ୱର: ଶନିବାର ପୋଡ଼ିହୋଇଥିଲେ ଆଉ ଶନିବାର ଶେଷ ନିଶ୍ୱାସ ତ୍ୟାଗ କଲେ। ୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଜୁଲାଇ ୧୯…

Continue Reading୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ

ଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ପୂଜା ମଣ୍ଡପ ପରିସରରେ ଦୀପକ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ୪୦ ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ। ଏଥିରେ…

Continue Readingଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

ହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ଅନୁଗୁଳ: ସଡକ ସୁରକ୍ଷା ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ପରିବହନ ଅଧିକାରୀ ଅନୁଗୁଳ ହେମସୁରପଡ଼ାରୁ ଜରାସିଂହା ଦେଇ ଛେଣ୍ଡିପଦା ରାସ୍ତାରେ ସମସ୍ତ ଭାରୀ ଯାନକୁ ବାରଣ କରାଯାଇଛି। ଏହି ରାସ୍ତା ଦେଇ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ…

Continue Readingହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ଉଦ୍ୟାନ କୃଷି ବିଭାଗର ଅଧୀନରେ ଥିବା ନାକଚୀ ଫାର୍ମ ବୁଲି ଦେଖିଥିଲେ। ଲିଚୁ ଚାଷ ପାଇଁ ପ୍ରସିଦ୍ଧ ଏହି ଫାର୍ମ ବୁଲି ଦେଖିବା ସହ ଜିଲ୍ଲାପାଳ ଏଠାରେ ସପୁରୀ ସମେତ ଅନ୍ୟାନ୍ୟ ଫଳ,…

Continue Readingନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ

ଅନୁଗୁଳରେ କାଉ ମଡ଼କ ବାର୍ଡ ଫ୍ଲୁ’ ଆଶଙ୍କା !

ଅନୁଗୁଳ: ଅନୁଗୁଳ ସହର ବିଭିନ୍ନ ଅଞ୍ଚଳ ବିଶେଷକରି ହେମସୁରପଡ଼ା,ନାଖରାସାହି,ସରକାରୀ ମେଡିକାଲ ପରିସରେ ଗତ ତିନି ଦିନ ମଧ୍ୟରେ କାଉ ମାନେ ମରି ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ତିନି-ଚାରି ଦିନ ଭିତରେ ପ୍ରାୟ ପନ୍ଦରରୁ କୋଡ଼ିଏ କାଉ ମରିଥିବା କୁହା ଯାଉଛି।…

Continue Readingଅନୁଗୁଳରେ କାଉ ମଡ଼କ ବାର୍ଡ ଫ୍ଲୁ’ ଆଶଙ୍କା !

ପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

ଅନୁଗୁଳ: ନୂତନ ପେନ୍‌ସନ୍‌ ଯୋଜନା ଓ ଏକିକୃତ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ରାଜ୍ୟର ୩୨ ଟି ବିଭାଗର ହଜାର ହଜାର ଏନ୍‌ପିଏସ୍ କର୍ମଚାରୀ ମାନେ ପ୍ରତିବାଦ କରିଛନ୍ତି। ଅନୁଗୁଳରେ କର୍ମଚାରୀ…

Continue Readingପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

ବନ୍ଧୁକ ଚୋରି ସନ୍ଦେହ: ଯୁବକଙ୍କୁ ଅପହରଣ କରି ଭାଙ୍ଗିଲେ ଗୋଡ଼, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜଳତାପ ଗାଁରେ ବନ୍ଧୁକ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଅପହରଣ କରି ମାରପିଟ କରାଯାଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ, ଜଳତାପ ଗାଁର ଧୂଳିଆ ଗଡ଼ନାୟକ କୋଶଳାରେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି।…

Continue Readingବନ୍ଧୁକ ଚୋରି ସନ୍ଦେହ: ଯୁବକଙ୍କୁ ଅପହରଣ କରି ଭାଙ୍ଗିଲେ ଗୋଡ଼, ଜଣେ ଗିରଫ

ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

ଅନୁଗୁଳ: ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ପୋଲିସ। ଗିରଫ ବାପା-ପୁଅ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଭାଗୀରଥି ମହାରଣା ଓ ତାଙ୍କ ପୁଅ ପିଙ୍କୁ ମହାରଣା। ଉଭୟେ ଚନ୍ଦନ କାଠ ଚୋରି କରି…

Continue Readingଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର, ୮ ଟି ବ୍ଲକରୁ ୧୩୬ ଜଣ ଛାତ୍ରଛାତ୍ରୀ କଲେ ଆଖି ଟେଷ୍ଟ

ଅନୁଗୁଳ: ଅଖିଳ ଭାରତୀୟ ଶିକ୍ଷା ସମାଗମ ପକ୍ଷରୁ ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସ୍ଥିତ ସମଗ୍ରଶିକ୍ଷା ସମ୍ମିଳନୀ କକ୍ଷଠାରେ ଦୁଇଦିନ ଧରି କାର୍ଯ୍ୟକ୍ରମ ଚାଲିଥିଲା। ମୁଖ୍ୟ…

Continue Readingଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର, ୮ ଟି ବ୍ଲକରୁ ୧୩୬ ଜଣ ଛାତ୍ରଛାତ୍ରୀ କଲେ ଆଖି ଟେଷ୍ଟ