ନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ

ଅନୁଗୁଳ: ଭିନ୍ନକ୍ଷମଙ୍କ ସମସ୍ୟା ବଢ଼ାଉଛି ରେଳ ବିଭାଗ। ସୂଚନା ଦିଆଯାଉଥିବା ସ୍ଥାନରେ ବଗି ନ ରହିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ଆସୁଛି। ବୁଧବାର ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ନନ୍ଦ କିଶୋର କେଡିଆ ସକାଳେ ବୃଦ୍ଧ ବାପା, ଦୃଷ୍ଟିହୀନ ମା' …

Continue Readingନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ

ତାଳଚେର ଯାଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ତାଳଚେର ପି ଏମ ଆଇ ଟି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Continue Readingତାଳଚେର ଯାଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କ ନିକଟରେ ଥିବା ସୁଲଭ ଶୌଚାଳୟସ୍ଥାନୀୟ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ଦଶ ଟଙ୍କା ନ ଦେଲେ ଶୌଚାଳୟ ଯିବାକୁ ଦେଉନଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, କିଛି ମାସ ତଳେ…

Continue Readingଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

କଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ସଭାକକ୍ଷରେ କଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ଆୟୋଜିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ସମାଜ ଗଠନରେ ମଞ୍ଚ ନାଟକର ଗୁରୁତ୍ୱପୂର୍ଣ ଭୂମିକା ରହିଛି…

Continue Readingକଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ

୫ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ, ଅନୁଗୁଳରେ ୩ୟ ସର୍ବାଧିକ ବନ୍ୟପ୍ରାଣୀ ମୃତ

ଅନୁଗୁଳ: ପାଞ୍ଚ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ। ସେଥିରୁ ୮୦୬ ଟିରେ ଅବୈଧ ଶିକାର କରାଯାଇଛି। ଅନ୍ୟପଟେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୭୯୯ ଜଣଙ୍କ ପ୍ରାଣହାନି ଘଟିଛି। ପୋଚିଂ ତଥା ଅନ୍ୟାନ୍ୟ ମାମଲାରେ ମୋଟ୍‌ ୪୦୪୩ ଲୋକଙ୍କୁ ଗିରଫ କରାଯାଇଛି।…

Continue Reading୫ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ, ଅନୁଗୁଳରେ ୩ୟ ସର୍ବାଧିକ ବନ୍ୟପ୍ରାଣୀ ମୃତ

ଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

ଅନୁଗୁଳ: ଦେଢ଼ ବର୍ଷ ଭଲ ପାଇଲେ, ଲୁଚିକି ବିବାହ କଲେ। ଆଉ ଶାରୀରିକ ସମ୍ପର୍କ ପରେ ଫେରାର ହୋଇଗଲା ପ୍ରେମିକ। ଏବେ ଗର୍ଭବତୀ ପ୍ରେମିକା ପ୍ରେମିକଙ୍କୁ ପାଇବାକୁ ଥାନା ଆଗରେ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଅଞ୍ଚଳରେ ଏହି ଘଟଣା…

Continue Readingଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

କୁକୁର ବନ୍ଧ୍ୟାକରଣ ଯୋଜନା :ଆଉ ପାଦେ ଆଗେଇଲା ପୌରପାଳିକା

ଅନୁଗୁଳ: ବୁଲା କୁକୁରଙ୍କ ଦୌରାତ୍ମ୍ୟର ଶିକାର ହେଉଥିବା ଅନୁଗୁଳବାସୀଙ୍କ ପାଇଁ ଏକ ଖୁସି ଖବର। ଗତ ଦୁଇ ଦଶନ୍ଧି ଭିତରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବଢ଼ିଛି। ଏମାନଙ୍କ ଯୋଗୁଁ ସହର ଭିତରେ ଦୁର୍ଘଟଣା ଘଟିବା ସହ ଟୀକା…

Continue Readingକୁକୁର ବନ୍ଧ୍ୟାକରଣ ଯୋଜନା :ଆଉ ପାଦେ ଆଗେଇଲା ପୌରପାଳିକା

ବିବାହ ପୂର୍ବରୁ ପହଞ୍ଚିଲା ପୋଲିସ, ଅଟକାଇଲା ନାବାଳିକାର ବାହାଘର

ଅନୁଗୁଳ: ପୁଣି ଏକ ନାବାଳିକା ବିବାହ ରୋକିଲା ଅନୁଗୁଳ ପୋଲିସ। ବୁଧବାର ନାବାଳିକା ବିବାହ ପୂର୍ବରୁ ବନ୍ଦ କରିବାରେ ପୋଲିସ ସଫଳ ହୋଇଛି। ପରେ ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନ କରାଯାଇଛି। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ଼…

Continue Readingବିବାହ ପୂର୍ବରୁ ପହଞ୍ଚିଲା ପୋଲିସ, ଅଟକାଇଲା ନାବାଳିକାର ବାହାଘର

ରାଣୀଗୋଡ଼ାର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଜରୁରୀ ବୈଠକ ସଭାପତି ରାଜ କିଶୋର ଦାସଙ୍କ ସଭାପତିତ୍ବରେ ମଞ୍ଚର ସଭାଗୃହ ଠାରେ ଆୟୋଜିତ ହୋଇଛି। ଆଲୋଚନାରେ ଆୟ ବ୍ୟୟର ହିସାବ, ସଭାଗୃହ ସଂପ୍ରସାରଣ ନିମନ୍ତେ ବିଧାୟକ ଓ ସାଂସଦଙ୍କୁ ପତ୍ରାଳାପ କରିବା…

Continue Readingରାଣୀଗୋଡ଼ାର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଆୟୋଜିତ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ତାଳଚେର ଟ୍ରକ ମାଲିକ ସଂଘର ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ତାଳଚେରର ଟ୍ରକ ମାଲିକ ସଂଘ ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଟ୍ରକ ମାଲିକ ସଂଘର ହଲରେ ସଂଘର ସଭାପତି ଅରବିନ୍ଦ ଭୂତିଆଙ୍କ ନେତୃତ୍ବରେ ଆୟୋଜିତ ଶୋକ ସଭାରେ ସ୍ଵର୍ଗତ ପ୍ରଧାନଙ୍କ…

Continue Readingପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ତାଳଚେର ଟ୍ରକ ମାଲିକ ସଂଘର ଶ୍ରଦ୍ଧାଞ୍ଜଳି