କୁକୁର ପାଇଁ କଲେଜ ପିଲା ନାକେଦମ
ଅନୁଗୁଳ:ଧୂଳି, ଧୂଆଁ, ମଶା ସାଙ୍ଗକୁ ବୁଲା କୁକୁର ଅନୁଗୁଳ ସହରର ଅନ୍ୟତମ ମୁଖ୍ୟ ସମସ୍ୟା। ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟିବା ସହ ଅନେକେ କାମୁଡ଼ାର ଶିକାର ହେଉଛନ୍ତି। ଆଜି କୁକୁର ଯୋଗୁଁ ଅନୁଗୁଳ ସରକାରୀ ମହାବିଦ୍ୟାଳର ଛାତ୍ରଛାତ୍ରୀ ନାକେ…
ଅନୁଗୁଳ:ଧୂଳି, ଧୂଆଁ, ମଶା ସାଙ୍ଗକୁ ବୁଲା କୁକୁର ଅନୁଗୁଳ ସହରର ଅନ୍ୟତମ ମୁଖ୍ୟ ସମସ୍ୟା। ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟିବା ସହ ଅନେକେ କାମୁଡ଼ାର ଶିକାର ହେଉଛନ୍ତି। ଆଜି କୁକୁର ଯୋଗୁଁ ଅନୁଗୁଳ ସରକାରୀ ମହାବିଦ୍ୟାଳର ଛାତ୍ରଛାତ୍ରୀ ନାକେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଆଜି ଅନୁଗୁଳ ସହରର ଟ୍ରାଫିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅଞ୍ଚଳରୁ ହୋର୍ଡିଙ୍ଗ ଏବଂ ପୋଷ୍ଟର ହଟା ଯାଇଛି। ବିଶେଷ କରି ଗୁରୁତ୍ୱପୂର୍ଣ ବୁଲାଣି ଗୁଡିକରେ ଥିବା ହୋର୍ଡିଙ୍ଗ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡା ସ୍ଥିତ ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହେଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି ଅଷ୍ଟ ପ୍ରହରୀର ପ୍ରଥମ ଦିନ କଳସ ଯାତ୍ରା ଏବଂ ଅଧିବାସ ପୂଜା ହୋଇଥିଲା। ଦ୍ଵିତୀୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ମାତିଛନ୍ତି ସରକାରୀ ଜମି ହଡ଼ପକାରୀ। ସରକାରଙ୍କ ଜାଣତରେ ସବୁ ଚାଲିଥିବା ବେଳେ ଅଧିକାରୀ କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ଦଲାଲଙ୍କ ଚେର ଅଧିକ ମାଡି ଚାଲିଛି। ତାଳଚେର…
ଅନୁଗୁଳ:ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଗୁଳ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଚର୍ଚାରେ ଅଛନ୍ତି। ବଡି ଭୋରରୁ ଜିପିଆରଏସ ଟ୍ରାକିଙ୍ଗ ସିଷ୍ଟମରେ ସ୍ୱଚ୍ଛ ସଵାରୀ ଠିକ ରୁଟରେ ନିୟମିତ ଯାଉଚି କି ନାହିଁ, ଅଳିଆ ଉଠୁଛି ନା ନାହିଁ ତାହା ତଦାରଖ କରିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନନ୍ତବିହାର ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ଼ ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ବେଦ ଉଦ୍ଧାରକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ୨୦୧ ତମ ଜୟନ୍ତୀ ପାଳିତ ହୋଇଛି। ଆୟୋଜିତ ଉତ୍ସବରେ ବିଦ୍ୟାଳୟର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ଯୋରଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ୬ଷ୍ଠ ରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାର୍ଥୀ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେରର ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ…
ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ବର୍ଷକୁ ବର୍ଷ ବଢ଼ି ଚାଲିଛି। ସହରର ୨୩ ଟି ୱାର୍ଡରେ ୫୦୦ ରୁ ଉର୍ଧ୍ଵ କୁକୁର ଥିବା ବେସରକାରୀ ଭାବେ ଆକଳନ କରାଯାଇଛି। ଖାଦ୍ୟ ଅଭାବରୁ ଅବା ରୋଗ କାରଣରୁ…
ଅନୁଗୁଳ: ରାଜନୈତିକ ଆକ୍ରୋଶର ଶିକାର ହୋଇ ନିଜ ସମର୍ଥକଙ୍କଠାରୁ ନିସ୍ତୁକ ମାଡ଼ ଖାଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ସରପଞ୍ଚ। ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଅନୁଗୁଳ ବ୍ଲକ ପୋକତୁଙ୍ଗା ସରପଞ୍ଚଙ୍କୁ ତାଙ୍କର କିଛି ସମର୍ଥକ ଗାଁ ଛକକୁ ଡକାଇଥିଲେ। ସରପଞ୍ଚ ଆସି…
ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଅମଲାପଡା ଯାଏଁ ପାଣି ପାଇପ ବିଛାଇବା ପାଇଁ ରାସ୍ତା ଖୋଳା ଯାଉଚି। ପୌରପାଳିକାର ବିନା ଅନୁମତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଟ୍ରାଫିକ ଜାମ ହେଉଛି।…