ପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ, କେମିତି ପାଠ ପଢ଼ିବାକୁ ଯିବେ ଛାତ୍ରଛାତ୍ରୀ?
ଅନୁଗୁଳ: ପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ। ଆଉ ଶିକ୍ଷକ ମାଟି ପକାଇବାରୁ କଲେ ବିରୋଧ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଏ ନେଇ ବିଦ୍ୟାଳୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।…



