ବିଶ୍ୱ ବନ ଦିବସ: ଜିଲ୍ଲାରେ ଖଣି ପାଇଁ ଗଛ ବଳି ପଡୁଛି: ଏନଜିଟିର ନୋଟିସ

ଅନୁଗୁଳ: ଚାରି-ପାଞ୍ଚ ଦଶନ୍ଧି ତଳେ ଅନୁଗୁଳ ଜିଲ୍ଲାରେ ଜଙ୍ଗଲ ଭରି ରହିଥିଲା। ଜଙ୍ଗଲ ରେ ବନ୍ୟପ୍ରାଣୀଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଥିଲା। ଅନୁଗୁଳର ତାପମାତ୍ରା ଆଜି ଭଳି ଏତେ ଉତ୍ତପ୍ତ ନଥିଲା। ଖରା ଦିନେ ଟିକରପଡା ବେଶ ଶୀତଳ ଓ ମନୋ…

Continue Readingବିଶ୍ୱ ବନ ଦିବସ: ଜିଲ୍ଲାରେ ଖଣି ପାଇଁ ଗଛ ବଳି ପଡୁଛି: ଏନଜିଟିର ନୋଟିସ

ପୂର୍ବ ଶତ୍ରୁତାରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଜଣେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ତଥା ସ୍ପେଶାଲ ଜଜ ଭିଜିଲାନ୍ସ। ସୂଚନା ମୁତାବକ, ଗତ ୧୪. ୭. ୨୦୨୧ଦିନ ଅପରାହ୍ନରେ ଅନୁଗୁଳ ହାତୀଶାଳପଡ଼ାର ମହମ୍ମଦ ମହବୁଲ ମଦନ ମୋହନପଡ଼ା ମନ୍ଦିର…

Continue Readingପୂର୍ବ ଶତ୍ରୁତାରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ

ଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

ଅନୁଗୁଳ: ଗଂଜେଇ ବିକ୍ରି ମାମଲାରେ ଅନୁଗୁଳ ଜିଲ୍ଲା ଗୋପୀନାଥପୁର ଗାଁର ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ହେଲେ ମୁନା ଖିଲାର। ପୁଲିସ ଗତକାଲି ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗତ ୨୦୨୪ ଡିସେମ୍ବର ୨୮…

Continue Readingଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

କାଲିଠୁ ସକାଳୁଆ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: କାଲିଠୁ ସକାଳୁଆ ସ୍କୁଲ। ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଠାରୁ ସ୍କୁଲ ସକାଳ ୬.୩୦ରୁ ଆରମ୍ଭ…

Continue Readingକାଲିଠୁ ସକାଳୁଆ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଅନୁଗୁଳରେ ଥମୁନି ନିଆଁ, ୧୦ ଦିନ ହେଲାଣି ଜଳୁଛି ଜଙ୍ଗଲ

ଅନୁଗୁଳ: ଜଳୁଛି ଜଙ୍ଗଲ। କାବୁ କରିପାରୁନି ବନ ବିଭାଗ। ଅନୁଗୁଳ ବନଖଣ୍ଡରେ ନିୟନ୍ତ୍ରଣ ବାହାରକୁ ଗଲାଣି ଜଙ୍ଗଲ ନିଆଁ। ୧୦ ଦିନ ହେଲାଣି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ହୁ ହୁ ହୋଇ ଜଳୁଛି। ବନ ବିଭାଗ ତରଫରୁ ଲିଭାଇବାକୁ ଯେତେ…

Continue Readingଅନୁଗୁଳରେ ଥମୁନି ନିଆଁ, ୧୦ ଦିନ ହେଲାଣି ଜଳୁଛି ଜଙ୍ଗଲ

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ

ଅନୁଗୁଳ: କରଡ଼ାଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ। ଶକ୍ତି ଇଣ୍ଟର ନ୍ୟାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ।ଶକ୍ତି ହରାଇଜଣ୍ଟାଲ, ଶକ୍ତି କଣ୍ଟିନେଣ୍ଟାଲ, ଶକ୍ତି ଅନ୍ନପୂର୍ଣ୍ଣା…

Continue Readingମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଫେବ୍ରୁଆରୀରେ ୩୫ ଦୁର୍ଘଟଣା ନେଇଛି ୨୨ ମୁଣ୍ଡ, ୨୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଫାଇନ୍ ଆଦାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଫେବ୍ରୁଆରୀ ମାସରେ ହୋଇଥିବା ଦୁର୍ଘଟଣା, କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ…

Continue Readingଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଫେବ୍ରୁଆରୀରେ ୩୫ ଦୁର୍ଘଟଣା ନେଇଛି ୨୨ ମୁଣ୍ଡ, ୨୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଫାଇନ୍ ଆଦାୟ

ଆସନ୍ତା ୨୨ରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବୁଧବାର ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ସଭା ଆୟୋଜିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…

Continue Readingଆସନ୍ତା ୨୨ରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଜୁଡିଓର ଲିଫ୍ଟରେ ଗ୍ରାହକ ଅଟକିବା ମାମଲା: ମଲ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟବାସୀ

ଅନୁଗୁଳ: ଅନୁଗୁଳ ସହରରେ ନୂତନ ଭାବେ ଉଦ୍‌ଘାଟିତ ଜୁଡିଓ ମଲ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ମଲ୍‌ର ଲିଫ୍ଟରେ ୮ ଜଣ ଲୋକ ଫସିବା ପରେ ଏହି ବିବାଦ ଘନାଉଛି। ମଲ୍‌ ପ୍ରକୃତରେ ସବୁ ସରକାରୀ ଅନୁମତି ନେଇ ନିର୍ମିତ…

Continue Readingଜୁଡିଓର ଲିଫ୍ଟରେ ଗ୍ରାହକ ଅଟକିବା ମାମଲା: ମଲ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟବାସୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନୂତନ ବିଲ୍ଡିଂ କାମ ଚାଲିଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଦେହରେ ଏକ ରଡ୍‌ ଗଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌