ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ଆୟୋଜିତ
ଅନୁଗୁଳ: ଶନିବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା' ସମ୍ମିଳନୀ ଆୟୋଜିତ ହୋଇଛି। ଶିଶୁର ବିକାଶରେ ଯୌଥ ପରିବାର ଓ ଜେଜେ ବାପା-ଜେଜେ ମା'ଙ୍କ ଭୂମିକା ଅଧିକ ବୋଲି ଅତିଥିମାନେ ମତ ଦେଇଥିଲେ।…
ଅନୁଗୁଳ: ଶନିବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା' ସମ୍ମିଳନୀ ଆୟୋଜିତ ହୋଇଛି। ଶିଶୁର ବିକାଶରେ ଯୌଥ ପରିବାର ଓ ଜେଜେ ବାପା-ଜେଜେ ମା'ଙ୍କ ଭୂମିକା ଅଧିକ ବୋଲି ଅତିଥିମାନେ ମତ ଦେଇଥିଲେ।…
ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଜିନ୍ଦଲ ଫାଉଣ୍ଡେସନ, ଏଚଡିଏଫ-ସିଡାର ସହଭାଗିତାରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଏକ ବ୍ୟାପକ ପ୍ରାକୃତିକ କୃଷି ଓ ମିଲେଟ ଚାଷ ପ୍ରକଳ୍ପର ଶୁଭାରମ୍ଭ…
ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାଘର ଠାରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୪ ଉଦଘାଟିତ ହୋଇଯାଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତାକୁ ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ହାୟର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହି – ଅନ୍ତୁଳିଆ ରାସ୍ତାର ମୁଣ୍ଡୁଗୁରା ନିକଟରେ ଶନିବାର ଏକ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ଅନୁଗୁଳ: ଅନୁଗୁଳର ସର୍ବପୁରାତନ ମନ୍ଦିର ତଥା ଇତିହାସର ମୁକସାକ୍ଷୀ ମଦନମୋହନଙ୍କ ମନ୍ଦିରର ପୁନରୁଦ୍ଧାର କାର୍ଯ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଆରମ୍ଭ ହୋଇଛି। ସ୍ଥାନୀୟ ମଦନ ମୋହନ ପଡାରେ ଥିବା ଏହି ପୁରାତନ ମନ୍ଦିରର ମରାମତି ତଥା ବୈଦୁତିକରଣ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା କୁମୁରିସିଂହା ଗ୍ରାମରେ ଶୁକ୍ରବାର ଗୀତା ଉତ୍ସବରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜକିଶୋର…
ଅନୁଗୁଳ: ଅଧାରେ ରହିଲା ମା' ସମଲେଶ୍ୱରୀଙ୍କ ଦର୍ଶନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିବା ଅଭିଯୋଗରେ ୭ ଜଣ ଶିକ୍ଷକଙ୍କ ନାମରେ ଏତଲା ଦେଇଛି ଶିକ୍ଷା ବିଭାଗ। ଏ ନେଇ ପୋଲିସ ୯୭୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁସ୍ଥ ଏନଟିପିସି ପକ୍ଷରୁ ୧୯ତମ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଏନଟିପିସି ଆମ୍ବେଦକର ଷ୍ଟାଡିୟମରେ ୨ଦିନ ଧରି ଚାଲିଛି। ଏନଟିପିସି ସିଏସଆର ଯୋଜନା ମାଧ୍ୟମରେ ସ୍ପୋର୍ଟସ କାଉନସିଲ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ୯ ଓ ୧୦ ତାରିଖ…
ଅନୁଗୁଳ: ଭୁବନେଶ୍ୱରରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଭାରତୀୟ ଭାଷା ଉତ୍ସବରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ବିଦ୍ୟାଳୟର ଆଭାହାନୀ ଖୁଣ୍ଟିଆ, ଆକାଶ ପ୍ରଧାନ, ଶୁଭମ ସାହୁ…