ବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ

ଅନୁଗୁଳ: ବାପା ପେଟ ଚାଖଣ୍ଡକ ପାଇଁ ସୁଦୂର ଗଞ୍ଜାମ ଜିଲ୍ଲାରୁ ଆସି ଅନୁଗୁଳରେ ସପରିବାର ରହି ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିଲେ। ନିକଟରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ଝିଅ କିନ୍ତୁ ୯୩.୩୩ ପ୍ରତିଶତ ନମ୍ବର ରଖି କେବଳ ପରିବାର କି…

Continue Readingବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ

ଅଗ୍ନି ବିପନ୍ନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, ଯୋଗାଇଲେ ସହାୟତା

ଅନୁଗୁଳ: ଅନୁଗୁଳ ବିଧାନସଭା ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତରେ ହୋଇଥିବା ଅଗ୍ନିକାଣ୍ଡର ବିପନ୍ନଙ୍କୁ ଭେଟିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଖବର ପାଇ ସୋମବାର ବଲଙ୍ଗ ଗ୍ରାମକୁ ଯାଇ ଅଗ୍ନି ବିପନ୍ନ ସନ୍ତୋଷ ବିଶ୍ୱାଳ ଓ କଷ୍ଟ୍ଠୁ ନାଏକଙ୍କ ପରିବାରଙ୍କୁ ଭେଟି…

Continue Readingଅଗ୍ନି ବିପନ୍ନଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି, ଯୋଗାଇଲେ ସହାୟତା

ମହୁମାଛି ଆକ୍ରମଣ: ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ

ଅନୁଗୁଳ: ମହୁମାଛି ଆକ୍ରମଣରେ ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିହରପୁର ଗାଁର ବିପିନ୍ ପ୍ରଧାନ। ମହୁମାଛି ଆକ୍ରମଣରେ ଅଞ୍ଚଳର ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା…

Continue Readingମହୁମାଛି ଆକ୍ରମଣ: ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ

ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ମିଳିଲା ମୃତ ଦେହ, ଗଣଦୁଷ୍କର୍ମ ପରେ ପୋଡ଼ି ଦେଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣାରେ ନୂଆ ମୋଡ଼। ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ କେନ୍ଦୁପଲି ଗାଁ ନିକଟ ବିଲମାଳରୁ ରବିବାର ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି…

Continue Readingତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା: ମିଳିଲା ମୃତ ଦେହ, ଗଣଦୁଷ୍କର୍ମ ପରେ ପୋଡ଼ି ଦେଇଥିବା ସନ୍ଦେହ

ମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତା ମେ' ୧୨ ତାରିଖରୁ ‘ଭୁବନେଶ୍ବର ନ୍ୟୁ' ଷ୍ଟେସନରେ ତିନୋଟି ଏକ୍ସପ୍ରେସ ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡ଼ିକ ହେଲା କୋଣାର୍କ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଓ ଭୁବନେଶ୍ବର – ବିଶାଖାପାଟଣା…

Continue Readingମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ

ଦକ୍ଷତା ବିକାଶ ତାଲିମ ନେଲେ ଡିଏଭି ଅନୁଷ୍ଠାନ ସମୂହର ପ୍ରାଥମିକସ୍ତରୀୟ ଶିକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତ ବିହାର ଡିଏଭି ପବ୍ଲିକ ସ୍କୁଲରେ ଡିଏଭି ଅନୁଷ୍ଠାନ ସମୂହର ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟ ପ୍ରାଥମିକସ୍ତରୀୟ ଶିକ୍ଷକ-ପ୍ରଶିକ୍ଷାର୍ଥୀଙ୍କ ପାଇଁ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ସହ…

Continue Readingଦକ୍ଷତା ବିକାଶ ତାଲିମ ନେଲେ ଡିଏଭି ଅନୁଷ୍ଠାନ ସମୂହର ପ୍ରାଥମିକସ୍ତରୀୟ ଶିକ୍ଷକ

ସୁରେଶ୍ବରୀ ଜଳପ୍ରପାତ, କେନାଲ ଓ ପାର୍କ ସଫେଇ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତର ଡଙ୍ଗାପାଳ ଠାରେ ଥ‌ିବା ସୁରେଶ୍ବରୀ ଜଳପ୍ରପାତ, ଦୁଇଟି କେନାଲ ଓ ପାର୍କକୁ ରବିବାର ସଫେଇ କରାଯାଇଛି। ଏହି କେନାଲ ଓ ପାର୍କର ଉନ୍ନତିକରଣ ପାଇଁ ଆଠମଲ୍ଲିକ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ…

Continue Readingସୁରେଶ୍ବରୀ ଜଳପ୍ରପାତ, କେନାଲ ଓ ପାର୍କ ସଫେଇ କଲେ ଅଞ୍ଚଳବାସୀ

ମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଧୀନରେ କାହ୍ନୁ ଚରଣ ପାଣିଙ୍କ ଘର ସାମ୍ନା ଗ୍ରିଲରେ ହାତ ବନ୍ଧା ହୋଇଥିବା ଦୁଇ ୧୦ବର୍ଷୀୟ ନାବାଳକଙ୍କୁ ବାଗଡିଆ ପୋଲିସ ଉଦ୍ଧାର କରିଛି। ବାଗଡିଆ ଗ୍ରାମର ୨ ନାବାଳକ ରବିବାର ତାଙ୍କ ସାହି ନିକଟରେ…

Continue Readingମାଛ ମାରିବା ପଡ଼ିଲା ମହଙ୍ଗା: ଦୁଇ ନାବାଳକଙ୍କୁ ନିଜ ଘର ଗ୍ରିଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପୋଖରୀ ମାଲିକ

ୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୱାକଫ୍ ସୁଧାର ଜନ ଜାଗରଣ ଅଭିଯାନ କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ୱାକଫ ଆଇନ ସଂଶୋଧନ ଉପରେ କର୍ମଶାଳା କରାଯାଇ ବିଜେପି କାର୍ଯ୍ୟକର୍ତ୍ତା…

Continue Readingୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

ତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଞ୍ଚଳର ଅଶୋକ ଦାସଙ୍କ ଘରୁ ଡକାୟତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଗ୍ରାମର ଗିରିଶ ନାଏକ (୪୦) ଓ ଯାଜପୁର ଅଞ୍ଚଳର…

Continue Readingତାଳଚେରରେ ବଡ଼ଧରଣର ଡକାୟତିର ପର୍ଦ୍ଦାଫାସ, ଭଦ୍ରକରୁ ୨ ଗିରଫ