ଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଅନୁଗୁଳ: ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଛି। ବାଜି ରାଉତ ଛାତ୍ରାବାସ ସମ୍ପାଦକ ଇଂ ଧନେଶ୍ଵର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ତଥା ଗବେଷିକା ଡଃ…

Continue Readingଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଖେଳୁଥିବା ସମୟରେ କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

ଅନୁଗୁଳ: ଖେଳୁଥିବା ସମୟରେ ଖୋଲା କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର କାଳନ୍ଦୀ ସାହୁଙ୍କ ଦେଢ଼ ବର୍ଷର ପୁଅ ଦିବ୍ୟରଞ୍ଜନ ସାହୁ। ସୂଚନା ମୁତାବକ,…

Continue Readingଖେଳୁଥିବା ସମୟରେ କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

ଗାଡ଼ି ଟାଙ୍କି ତାଡ଼ି ଡିଜେଲ ଚୋରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବଜ୍ରକୋଟ ଗାଁରେ ଡିଜେଲ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗାଁର ଚନ୍ଦ୍ରକାନ୍ତ ବେହେରା (୨୩)। ସୂଚନା ମୁତାବକ, ବଜ୍ରକୋଟ ଗାଁର ଅରବିନ୍ଦ ସାହୁ ନିଜ ବାରଚକିଆ…

Continue Readingଗାଡ଼ି ଟାଙ୍କି ତାଡ଼ି ଡିଜେଲ ଚୋରି ଅଭିଯୋଗ, ଜଣେ ଗିରଫ

ଉତ୍କର୍ଷ ପରିବାରଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଅନୁଗୁଳ : ଅନୁଗୁଳ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅବଦୁଲ ଅଖତର, ଆର.ସି.ସି.ଏଫ ସୁଧାଂଶୁ ଶେଖର ଖୋରା ଏବଂ ଡି.ଏଫ.ଓ ନୀତିଶ କୁମାର ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି। ବଅଁରପାଳ ବ୍ଲକରେ ପ୍ରକୃତି ସଂରକ୍ଷଣ ଓ…

Continue Readingଉତ୍କର୍ଷ ପରିବାରଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଅନୁଗୁଳରେ ଆୟୁର୍ବେଦ ମାଧ୍ୟମରେ ନେତୃତ୍ଵ ବିକାଶ କାର୍ଯ୍ୟକ୍ରମ

ଅନୁଗୁଳ: ଡ଼ା ନେଚର ୱେଲନେସ ବୃତିକା ହର୍ବୋଟିକ ପ୍ରାଇଭେଟ୍ ଲିମିଟେଡର ଏଭଳି ଏକ ଉପକ୍ରମ ଯାହାଦ୍ଵାରା ୱେଲନେସ ବା ଉତ୍ତମ ସ୍ବାସ୍ଥ୍ୟ ସହିତ ଅର୍ଥ ରୋଜଗାରର ମଧ୍ୟ ସୁବ୍ୟବସ୍ଥା ରହିଛି। ଡ଼ା ନେଚର ସମ୍ପ୍ରତି ବିଶ୍ଵର ଏକ ପ୍ରସିଦ୍ଧ ବ୍ରାଣ୍ଡ ଯାହା…

Continue Readingଅନୁଗୁଳରେ ଆୟୁର୍ବେଦ ମାଧ୍ୟମରେ ନେତୃତ୍ଵ ବିକାଶ କାର୍ଯ୍ୟକ୍ରମ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ, ଯୋଗ ଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

  ଅନୁଗୁଳ: ତିନି ଦିନ ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ ହୋଇଛି। ତାଳଚେର ସ୍ଥିତ ବ୍ରାହ୍ମଣୀ ବିହାର ଶିଶୁ ମନ୍ଦିର ଠାରେ ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ତିନି ଜିଲ୍ଲାର ବିଭିନ୍ନ…

Continue Readingଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ, ଯୋଗ ଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

ହଣ୍ଡପା ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଅନୁଗୁଳ ପୋଲିସ: ୯ ଡକାୟତ ଗିରଫ, ସୁନା-ଟଙ୍କା ସହ ମାରଣାସ୍ତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର ଅଞ୍ଚଳରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ଅନୁଗୁଳ ପୋଲିସ। ଏଥିସହ ମାମଲାରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିଛି। ଏହି ଡକାୟତମାନେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘରେ ସଂଘ…

Continue Readingହଣ୍ଡପା ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଅନୁଗୁଳ ପୋଲିସ: ୯ ଡକାୟତ ଗିରଫ, ସୁନା-ଟଙ୍କା ସହ ମାରଣାସ୍ତ୍ର ଜବତ

ଅନୁଗୁଳରେ ମାଡ଼ି ଚାଲିଛି ଗଞ୍ଜେଇ ଚାଷ: ଛେଣ୍ଡିପଦା ଅଞ୍ଚଳର ସରକାରୀ ଜମିରୁ ବିପୁଳ ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ-ଅବକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ।ସ୍ଥାନୀୟ ବରପଦା ଅଞ୍ଚଳରେ ଆଜି ଜଙ୍ଗଲ ଜମିରୁ ୨ ଶହ ପରିପକ୍ଵ ଗଞ୍ଜେଇ ଗଛ କାଟି…

Continue Readingଅନୁଗୁଳରେ ମାଡ଼ି ଚାଲିଛି ଗଞ୍ଜେଇ ଚାଷ: ଛେଣ୍ଡିପଦା ଅଞ୍ଚଳର ସରକାରୀ ଜମିରୁ ବିପୁଳ ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ-ଅବକାରୀ ଟିମ୍

ରାଷ୍ଟ୍ରୀୟ ମଜଦୂର ସଂଘ (INTUC)ର ସଭା, ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ବାନ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ କଲ୍ୟାଣୀ ମଣ୍ଡପ ଠାରେ ଆଜି ଅଣସଂଗଠିତ ଶ୍ରମିକ ଯଥା ନିର୍ମାଣ ଶ୍ରମିକ, ପାଚିକା, ମିଶନ ଶକ୍ତି ଅଧୀନରେ କାମ କରୁଥିବା କର୍ମୀ, ଆଶାକର୍ମୀ ମାନଙ୍କର ସଭା ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ମଜଦୁର…

Continue Readingରାଷ୍ଟ୍ରୀୟ ମଜଦୂର ସଂଘ (INTUC)ର ସଭା, ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ବାନ

ଖରିଫ ଧାନ କିଣା ବେଳେ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା, ସ୍ୱଚ୍ଛତା ରକ୍ଷାକୁ ଦେବେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ। ଏହି ସମୟରେ ଧାନମଣ୍ଡି ଓ ଧାନ କିଣାରେ ସ୍ୱଚ୍ଛତା ରକ୍ଷା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅନୁଗୁଳ ଜିଲ୍ଲା…

Continue Readingଖରିଫ ଧାନ କିଣା ବେଳେ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା, ସ୍ୱଚ୍ଛତା ରକ୍ଷାକୁ ଦେବେ ଗୁରୁତ୍ୱ