ସୌଖୀନ ଗାଡ଼ିରେ ଗଞ୍ଜେଇ ଚାଲାଣ ! ୭୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ବାନ୍ଧିଲା ଅନୁଗୁଳ ଅବକାରୀ ଟିମ୍

ଅନୁଗୁଳ: ସୌଖୀନ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ। ମାଡ଼ି ବସିଲା ଅନୁଗୁଳ ଅବକାରୀ ବିଭାଗ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ଆଜି ଅନୁଗୁଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ…

Continue Readingସୌଖୀନ ଗାଡ଼ିରେ ଗଞ୍ଜେଇ ଚାଲାଣ ! ୭୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ବାନ୍ଧିଲା ଅନୁଗୁଳ ଅବକାରୀ ଟିମ୍

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

ଅନୁଗୁଳ: ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ। ସୂଚନା ମୁତାବକ, ଗତ ୬. ୮. ୨୦୨୦ ରାତିରେ ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା…

Continue Readingନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ପ୍ରଶିକ୍ଷଣ ଆୟୋଜିତ

ଅନୁଗୁଳ: ଜିନ୍ଦଲ ଫାଉଣ୍ଡେସନର ଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନଭେମ୍ବର ୧୧ ଓ ୧୨ ଦୁଇ ଦିନ ଧରି ଅନୁଗୁଳର ଜିନ୍ଦଲ ‘ଆଶା’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ…

Continue Readingଜିନ୍ଦଲ ‘ଆଶା’ ପକ୍ଷରୁ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ା ପ୍ରଶିକ୍ଷଣ ଆୟୋଜିତ

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ୱୟ କମିଟି ବୈଠକ

ଅନୁଗୁଳ: ଚଳିତ ମାସ ୧୮ ତାରିଖରୁ ୩୦ ତାରିଖ ମଧ୍ୟରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ…

Continue Readingକୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ୱୟ କମିଟି ବୈଠକ

କଳାକାର ପକ୍ଷରୁ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ତ୍ରିଦିବସୀୟ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଅନୁଗୁଳ ଓକିଲ ସଙ୍ଘ ସଭାପତି ଦିଲୀପ ସାହୁ ଏହି ସମାରୋହକୁ ଉଦଘାଟନ କରିବା ସହ…

Continue Readingକଳାକାର ପକ୍ଷରୁ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ

କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଆୟୋଜିତ, ଯୋଗ ଦେଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିର ୨୩ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ସୁମନ୍ତ…

Continue Readingକଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଆୟୋଜିତ, ଯୋଗ ଦେଲେ ବିଧାୟକ

ଲିଙ୍ଗରାଜ କୋଇଲା ଖଣିରେ ଗୁଣ୍ଡାଙ୍କ ଆତଙ୍କରାଜ, ଅଧଘଣ୍ଟା ଧରି ଗାଡ଼ି ମଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଦେଲେ ହତ୍ୟା ଧମକ

ଅନୁଗୁଳ: ମାରଣାସ୍ତ୍ର ଧରି ପଶିଲେ ଆଉ ଗାଡ଼ି, ଜିନିଷ ପତ୍ର, ଯାହାକୁ ପାଇଲେ ବାଡ଼େଇ ଭାଙ୍ଗିଲେ। ଆଉ ଲୋକଙ୍କୁ ଦେଲେ ହତ୍ୟା ଧମକ। ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ମଙ୍ଗଳବାର ପାଖାପାଖି ଅଧାଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏଭଳି…

Continue Readingଲିଙ୍ଗରାଜ କୋଇଲା ଖଣିରେ ଗୁଣ୍ଡାଙ୍କ ଆତଙ୍କରାଜ, ଅଧଘଣ୍ଟା ଧରି ଗାଡ଼ି ମଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଦେଲେ ହତ୍ୟା ଧମକ

ବିଜିଗୋଳରେ ମା’ ମଙ୍ଗଳାଙ୍କ ନୂଆ କୋଠ ଘର ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବିଜିଗୋଳ ଗ୍ରାମରେ ମା'ମଙ୍ଗଳାଙ୍କ ନୂତନ କୋଠ ଘର ଉଦଘାଟିତ ହୋଇଛି। ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ୯ନଂ ଜୋନ ଜିଲ୍ଲା ପରିଷଦ…

Continue Readingବିଜିଗୋଳରେ ମା’ ମଙ୍ଗଳାଙ୍କ ନୂଆ କୋଠ ଘର ଉଦଘାଟିତ

ବିଶ୍ବ ନିମୋନିଆ ଦିବସ ପାଳିତ: ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ନିମୋନିଆ ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ବିଶ୍ବ ନିମୋନିଆ ଦିବସ ପାଳନ କରିବାର…

Continue Readingବିଶ୍ବ ନିମୋନିଆ ଦିବସ ପାଳିତ: ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ

ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ, ୪ ଯୁବକ ଗୁରୁତର

ଅନୁଗୁଳ: ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ। ୪ ଯୁବକ ଗୁରୁତର। ଅନୁଗୁଳ ଜିଲ୍ଲା ମହିଧରପୁର ହିନ୍ଦୋଳ ରାସ୍ତାରେ ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନେ ହେଲେ ତଳମୂଳ ଅଞ୍ଚଳର ସୁନୀଲ ବେହେରା (୨୪), ରିଙ୍କୁ…

Continue Readingରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ, ୪ ଯୁବକ ଗୁରୁତର