ପାଗଳ କୁକୁର ଆତଙ୍କ: ଘଣ୍ଟାଏରେ ୭ ଜଣଙ୍କୁ କାମୁଡ଼ି କଲା ଲହୁଲୁହାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତ ଅନ୍ତର୍ଗତ କଂଜା ଗ୍ରାମରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଏଥିରେ ଗୁରୁତର ହୋଇଛନ୍ତି ୭ ଜଣ। ଗୁରୁତରଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ…

Continue Readingପାଗଳ କୁକୁର ଆତଙ୍କ: ଘଣ୍ଟାଏରେ ୭ ଜଣଙ୍କୁ କାମୁଡ଼ି କଲା ଲହୁଲୁହାଣ

ଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

ଅନୁଗୁଳ: ଶିଶୁର ସଲିଳ ସମାଧି। ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ଗ୍ରାମରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ ଶାବଳ ଭଙ୍ଗା ଗ୍ରାମର ବିଭୂତି ସେଠୀଙ୍କ ପୁଅ ବାଦଲ ସେଠୀ (୬)। ସୂଚନା…

Continue Readingଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

ନାବାଳିକାକୁ ଅପହରଣ କରି ବିବାହ କରିବା ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ନାବାଳିକାଙ୍କୁ ଘରୁ ଉଠାଇ ନେଇ ବିବାହ କରିବା ଅଭିଯୋଗରେ ହେମସୁରପଡ଼ାର ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। ଗିରଫ ଯୁବକ ହେଲେ ସୋମନାଥ ବାରିକ(୨୧)। ସୂଚନା ଅନୁସାରେ, ତୁରଙ୍ଗ ଅଞ୍ଚଳର ୧୬ ବର୍ଷୀୟା ଜଣେ ନାବାଳିକା ତାଙ୍କ ବଡ଼…

Continue Readingନାବାଳିକାକୁ ଅପହରଣ କରି ବିବାହ କରିବା ଅଭିଯୋଗ, ଯୁବକ ଗିରଫ

ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ ହୋଟେଲରେ ଭଙ୍ଗାରୁଜା, କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ

ଅନୁଗୁଳ: ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ। ହୋଟେଲରେ କଲେ ଭଙ୍ଗାରୁଜା। ଆଜି ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଉଠାଇ ନେଇଛି। ସୂଚନା ଅନୁସାରେ, ଅମଲାପଡ଼ାରେ ଥିବା…

Continue Readingମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ ହୋଟେଲରେ ଭଙ୍ଗାରୁଜା, କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ

ଠିକା ଶ୍ରମିକଙ୍କ ମୃତ୍ୟୁ: ପୁଅକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଆନ୍ଦୋଳନ

ଅନୁଗୁଳ: ନାଲକୋରେ କାମ କରିବା ପରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ହସ୍ପିଟାଲରେ ମୃତ୍ୟୁ। ମୃତକ ହେଲେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ହଟିଙ୍ଗର ନଦିଆଁ ବେସ୍ରା (୫୮)। ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକ ନାଲକୋ ସ୍ମେଲଟର ଫାଟକ …

Continue Readingଠିକା ଶ୍ରମିକଙ୍କ ମୃତ୍ୟୁ: ପୁଅକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଆନ୍ଦୋଳନ

ଆଜି ଠାରୁ ପାଳଲହଡ଼ା ମହୋତ୍ସବ: ୭ଟି ସ୍ଥାନରୁ ଆସିଲା ମଶାଲ

ଅନୁଗୁଳ: ଆଜି ଠାରୁ ପାଳଲହଡ଼ା ମହୋତ୍ସବ। ଏଥି ପାଇଁ ଶନିବାର ୭ ଟି ପ୍ରସିଦ୍ଧ ଶୈବ ପୀଠରୁ ମଶାଲ ଶୋଭାଯାତ୍ରାରେ ଆସିଥିଲା। ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଲୁଡ଼ି ଶିବମନ୍ଦିର, ପବିତ୍ରପୁର ଶିବମନ୍ଦିର, ରଜଡଙ୍ଗ ଶିବମନ୍ଦିର, ମଗରମୁହାଣ ଶିବମନ୍ଦିର ମାଲ୍ୟଗିରି ପାହାଡ଼…

Continue Readingଆଜି ଠାରୁ ପାଳଲହଡ଼ା ମହୋତ୍ସବ: ୭ଟି ସ୍ଥାନରୁ ଆସିଲା ମଶାଲ

ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ସନ୍ତୋଷ ସାହୁ ସଭାପତି, ସମ୍ପାଦକ ମାନସ ବାଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ ପ୍ରଧାନ, ସାଧାରଣ ସମ୍ପାଦକ ମାନସ ବାଇ ନିର୍ବାଚିତ ହୋଇଛନ୍ତି। ଅଡିଟର ଭାବେ ଜଳନ୍ଧର ବେହେରା, ସାଂସ୍କୃତିକ…

Continue Readingତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ସନ୍ତୋଷ ସାହୁ ସଭାପତି, ସମ୍ପାଦକ ମାନସ ବାଇ

ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ଦୁର୍ଯ୍ୟୋଧନ ମାଝୀ, ସମ୍ପାଦକ ହେଲେ ଅଶୋକ କୁମାର ଦ୍ବିବେଦୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଓକିଲ ସଂଘ ନିର୍ବାଚନ ଆୟୋଜିତ ହୋଇଛି। ଚଳିତ ବର୍ଷ ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ନଗେନ ନନ୍ଦଙ୍କ ଠାରୁ ୨ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ ବିଜୟ…

Continue Readingଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ଦୁର୍ଯ୍ୟୋଧନ ମାଝୀ, ସମ୍ପାଦକ ହେଲେ ଅଶୋକ କୁମାର ଦ୍ବିବେଦୀ

ପାଳଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନଙ୍କୁ ସଭାପତି ଏବଂ ରଶ୍ମିରଞ୍ଜନଙ୍କୁ ସମ୍ପାଦକ ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଭାପତି ଭାବେ ମନୋରଞ୍ଜନ ପାଳ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସରୋଜ କୁମାର ମହାନ୍ତି, ସମ୍ପାଦକ ଭାବେ ରଶ୍ମି ରଂଜନ ପଟ୍ଟନାୟକ ଓ…

Continue Readingପାଳଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନଙ୍କୁ ସଭାପତି ଏବଂ ରଶ୍ମିରଞ୍ଜନଙ୍କୁ ସମ୍ପାଦକ ଦାୟିତ୍ୱ

ଆଠମଲ୍ଲିକ ଓକିଲ ସଂଘ ନିର୍ବାଚନ, ଲଗାତାର ୫ମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ସୁଶାନ୍ତ କୁମାର ମହାପାତ୍ର

ଅନୁଗୁଳ: ଆଠମଲ୍ଲିକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ସରିଛି। ଲଗାତାର ଭାବେ ପଞ୍ଚମ ଥର ପାଇଁ ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି। ସେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭବାନୀ ପ୍ରସାଦ ଜ୍ୟୋତିଷରାୟଙ୍କ ଠାରୁ ବିପୁଳ ଭୋଟରେ ବିଜୟୀ…

Continue Readingଆଠମଲ୍ଲିକ ଓକିଲ ସଂଘ ନିର୍ବାଚନ, ଲଗାତାର ୫ମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ସୁଶାନ୍ତ କୁମାର ମହାପାତ୍ର