ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅନୁଗୁଳ : ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ। ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗ୍ରାମରେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁଯାୟୀ, କଂଜା ଗ୍ରାମର କାର୍ତ୍ତିକ ଦେହୁରୀ (୩୨)ଙ୍କର ରୋଷେଇ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ…

Continue Readingରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜମି ଭାଗ କରିବାକୁ ୨୦ ହଜାର ନେଉଥିଲେ, ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ୨୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ। ସୂଚନା ମୁତାବକ, ସତ୍ୟପ୍ରିୟ…

Continue Readingଜମି ଭାଗ କରିବାକୁ ୨୦ ହଜାର ନେଉଥିଲେ, ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳରେ ଗଡ଼ିବ ‘ଆମ ବସ୍’, ନିଷ୍ପତ୍ତି ନେଲା କ୍ରୁଟ୍

ଭୁବନେଶ୍ୱର: ଅନୁଗୁଳ ସମେତ ରାଜ୍ୟର ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ। କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ସମେତ ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର…

Continue Readingଅନୁଗୁଳରେ ଗଡ଼ିବ ‘ଆମ ବସ୍’, ନିଷ୍ପତ୍ତି ନେଲା କ୍ରୁଟ୍

ନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ

ଅନୁଗୁଳ: ଭିନ୍ନକ୍ଷମଙ୍କ ସମସ୍ୟା ବଢ଼ାଉଛି ରେଳ ବିଭାଗ। ସୂଚନା ଦିଆଯାଉଥିବା ସ୍ଥାନରେ ବଗି ନ ରହିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ଆସୁଛି। ବୁଧବାର ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ନନ୍ଦ କିଶୋର କେଡିଆ ସକାଳେ ବୃଦ୍ଧ ବାପା, ଦୃଷ୍ଟିହୀନ ମା' …

Continue Readingନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ

ତାଳଚେର ଯାଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ତାଳଚେର ପି ଏମ ଆଇ ଟି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Continue Readingତାଳଚେର ଯାଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କ ନିକଟରେ ଥିବା ସୁଲଭ ଶୌଚାଳୟସ୍ଥାନୀୟ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ଦଶ ଟଙ୍କା ନ ଦେଲେ ଶୌଚାଳୟ ଯିବାକୁ ଦେଉନଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, କିଛି ମାସ ତଳେ…

Continue Readingଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

କଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ସଭାକକ୍ଷରେ କଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ଆୟୋଜିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ସମାଜ ଗଠନରେ ମଞ୍ଚ ନାଟକର ଗୁରୁତ୍ୱପୂର୍ଣ ଭୂମିକା ରହିଛି…

Continue Readingକଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ

୫ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ, ଅନୁଗୁଳରେ ୩ୟ ସର୍ବାଧିକ ବନ୍ୟପ୍ରାଣୀ ମୃତ

ଅନୁଗୁଳ: ପାଞ୍ଚ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ। ସେଥିରୁ ୮୦୬ ଟିରେ ଅବୈଧ ଶିକାର କରାଯାଇଛି। ଅନ୍ୟପଟେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୭୯୯ ଜଣଙ୍କ ପ୍ରାଣହାନି ଘଟିଛି। ପୋଚିଂ ତଥା ଅନ୍ୟାନ୍ୟ ମାମଲାରେ ମୋଟ୍‌ ୪୦୪୩ ଲୋକଙ୍କୁ ଗିରଫ କରାଯାଇଛି।…

Continue Reading୫ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ, ଅନୁଗୁଳରେ ୩ୟ ସର୍ବାଧିକ ବନ୍ୟପ୍ରାଣୀ ମୃତ

ଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

ଅନୁଗୁଳ: ଦେଢ଼ ବର୍ଷ ଭଲ ପାଇଲେ, ଲୁଚିକି ବିବାହ କଲେ। ଆଉ ଶାରୀରିକ ସମ୍ପର୍କ ପରେ ଫେରାର ହୋଇଗଲା ପ୍ରେମିକ। ଏବେ ଗର୍ଭବତୀ ପ୍ରେମିକା ପ୍ରେମିକଙ୍କୁ ପାଇବାକୁ ଥାନା ଆଗରେ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଅଞ୍ଚଳରେ ଏହି ଘଟଣା…

Continue Readingଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

କୁକୁର ବନ୍ଧ୍ୟାକରଣ ଯୋଜନା :ଆଉ ପାଦେ ଆଗେଇଲା ପୌରପାଳିକା

ଅନୁଗୁଳ: ବୁଲା କୁକୁରଙ୍କ ଦୌରାତ୍ମ୍ୟର ଶିକାର ହେଉଥିବା ଅନୁଗୁଳବାସୀଙ୍କ ପାଇଁ ଏକ ଖୁସି ଖବର। ଗତ ଦୁଇ ଦଶନ୍ଧି ଭିତରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବଢ଼ିଛି। ଏମାନଙ୍କ ଯୋଗୁଁ ସହର ଭିତରେ ଦୁର୍ଘଟଣା ଘଟିବା ସହ ଟୀକା…

Continue Readingକୁକୁର ବନ୍ଧ୍ୟାକରଣ ଯୋଜନା :ଆଉ ପାଦେ ଆଗେଇଲା ପୌରପାଳିକା