ଜମିବାଡ଼ି ବିବାଦ: ବୃଦ୍ଧଙ୍କୁ କାଙ୍କରେ ପିଟି ହତ୍ୟା, ବାପ-ପୁଅ ଗିରଫ
ଅନୁଗୁଳ: ପଡ଼ୋଶୀଙ୍କୁ କାଙ୍କରେ ପିଟି ପିଟି ହତ୍ୟା। ରବିବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବିଲେଇନାଳି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟାଧର ସାହୁ (୬୩)ଙ୍କୁ ତାଙ୍କ ପଡ଼ୋଶୀ ସ୍ବପ୍ନେଶ୍ଵର ସାହୁ ଓ…




