ବଦଳିଲା ରାଜ୍ୟ ନର୍ସଙ୍କ ଡ୍ରେସ କୋଡ୍
ଭୁବନେଶ୍ୱର: ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ…
ଭୁବନେଶ୍ୱର: ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ…
ଅନୁଗୁଳ : ରବିବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ବିଭାଗର ଆନୁକୂଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ଅର୍ନ୍ତଗତ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଅନୁଗୁଳ: ରବିବାର ଉଦଘାଟିତ ହୋଇଛି ମହୀଧରପୁର ମହୋତ୍ସବ ମୟୂରୀ-୨୦୨୪। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ସାଂସ୍କୃତିକ ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ତେଣୁ ସମସ୍ତେ ଏହିଭଳି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର କେନାଲ୍ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଗୋଟିକିଆ ଗୋଠ ଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ କରିଛି। ହାତୀଟି କେନାଲ ପାର୍ଶ୍ୱରେ ଥିବା ଏକ ଦୋକାନ ଭାଙ୍ଗିବା ସହ…
ଅନୁଗୁଳ: ଆଜି ସ୍ଥାନୀୟ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ୨୦୨୪ ଆୟୋଜିତ ହୋଇଯାଇଛି। ଏହି ଭବ୍ୟ ସମାରୋହକୁ ଖମାର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡ଼ା ଅକ୍ଷୟ କୁମାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସନ୍ଧ୍ୟାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନା ଅସମ୍ଭାଳ ହେବାରୁ ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାଯାଇଛି। ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି ବୋଲି…
ଅନୁଗୁଳ: ସ୍ଥାନୀୟ ସଭାଘରେ ରବିବାର ସଂଧ୍ୟାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ନୀଳୟ ପକ୍ଷରୁ ଶିଶୁ ସନ୍ଧ୍ୟା-୨୦୨୪ ଆୟୋଜିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେପିର ସଂଗଠନ ପର୍ବ ତଥା ସଦସ୍ୟତା, ସକ୍ରିୟ ସଦସ୍ୟ ଏବଂ ଦଳୀୟ ନିର୍ବାଚନ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କ ପରାମର୍ଶ କ୍ରମେ…
ଅନୁଗୁଳ: ଅନୁଗୁଳର ଉପାନ୍ତ ଅଞ୍ଚଳ କନ୍ତପଡ଼ା ବିପ୍ରଡୀହ ତରଣ୍ଡ। ରାସ୍ତାରେ ମୁରାରିପୂର ଏକ ଗାଁ ଗାଁ ଠାରୁ ଏକ କିମି ଦୂରରେ ଗୋପୀନାଥପୂର ନୋଡାଲ ୟୁପି ସ୍କୁଲ। ଗାଁରୁ ସ୍କୁଲ ଯିବା ରାସ୍ତା ଦୀର୍ଘଦିନ ହେବ ଆବର୍ଜନମୟ ହୋଇପଡ଼ିଥିଲା। ପର୍ଯ୍ୟଟକ ମାନେ…
ଅନୁଗୁଳ: ଗତ କିଛି ମାସ ଧରି ଚାଲି ଆସିଥିବା ୫୫ ନମ୍ୱର୍ ଜାତୀୟ ରାଜପଥର ନୁଆହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ସରି ନଥିବାରୁ ଅନୁଗୁଳ ସହର ଭିତରେ ଟ୍ରାଫିକ ଜାମ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି।…