ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅଳ୍ପଦିନ ଭିତରେ କମିବ ଦର
ଭୁବନେଶ୍ବର: କନ୍ଦାଇଲାଣି ପିଆଜ। ପିଆଜ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଲୋକଙ୍କ ଖାଇବା ଥାଳିରୁ ହଜିବାରେ ଲାଗିଛି। ତେବେ ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…
