ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବିରୁ ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିରୁ ଗ୍ରାମର କୁନ୍ତଳା ପଧାନ(୬୫)। ସୂଚନା ମୁତାବକ, କୁନ୍ତଳା ଘର ନିକଟସ୍ଥ ବାଲିଭାଗ ପୋଖରୀକୁ ମଧ୍ୟାହ୍ନ…

Continue Readingଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

‘ଅନୁଗୁଳରୁ ଯାଜପୁରକୁ ଗଡୁ ଯାତ୍ରୀବାହୀ ଟ୍ରେନ୍‌’; ସଂସଦରେ ଦାବି କଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଲୋକସଭାରେ ଅନୁଗୁଳ ଯାଜପୁର ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦାବି ରଖିଛନ୍ତି। ୨୫ ବର୍ଷ ତଳେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ଅନୁଗୁଳ ସୁକିନ୍ଦା ରେଳ ଲାଇନ ପାଇଁ…

Continue Reading‘ଅନୁଗୁଳରୁ ଯାଜପୁରକୁ ଗଡୁ ଯାତ୍ରୀବାହୀ ଟ୍ରେନ୍‌’; ସଂସଦରେ ଦାବି କଲେ ସାଂସଦ ରୁଦ୍ର ନାରାୟଣ ପାଣି

ମା’ ରୁଦ୍ରକାଳୀ କ୍ଲବର କ୍ରିକେଟ୍‌ ମ୍ୟାଚ୍‌: ଆମ୍ବେଦକର ସାହିକୁ ହରାଇ ସାନକେରଜେଙ୍ଗ ଚାମ୍ପିୟନ୍‌

ଅନୁଗୁଳ: ସ୍ଥାନୀୟ ଟିକରପଡ଼ା ମା’ ରୁଦ୍ରକାଳୀ କ୍ଲବ ତରଫରୁ ଏକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜିତ ହୋଇଛି। ଫାଇନାଲ ମ୍ୟାଚ୍‌ରେ ହୁଲରିସିଂହା ଆମ୍ବେଦକର ସାହି ଓ ସାନକେରଜେଙ୍ଗ ମୁହାଁମୁହିଁ ହୋଇଥିଲେ। ସାନକେରଜେଙ୍ଗ ୮ ଓଭରରେ ୧୦୧ ରନ୍‌ କରି ଟ୍ରଫି ହାତେଇଛି। କାର୍ଯ୍ୟକ୍ରମରେ…

Continue Readingମା’ ରୁଦ୍ରକାଳୀ କ୍ଲବର କ୍ରିକେଟ୍‌ ମ୍ୟାଚ୍‌: ଆମ୍ବେଦକର ସାହିକୁ ହରାଇ ସାନକେରଜେଙ୍ଗ ଚାମ୍ପିୟନ୍‌

୭ ଦଫା ଦାବିରେ ତାଳଚେର-ଅନୁଗୁଳ ବଞ୍ଚାଅର ଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଅନୁଗୁଳ: ୭ ଦଫା ଦାବିରେ ତାଳଚେର-ଅନୁଗୁଳ ବଞ୍ଚାଅ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ସେମାନଙ୍କ ଦାବି ହେଉଛି, ଅନୁଗୁଳ ଜିଲ୍ଲାରେ ଶିଳ୍ପ ଓ କୋଇଲା ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ପରିବେଶ ପ୍ରଦୂଷଣକୁ ଯୁଦ୍ଧକାଳୀନ…

Continue Reading୭ ଦଫା ଦାବିରେ ତାଳଚେର-ଅନୁଗୁଳ ବଞ୍ଚାଅର ଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର

ସଡ଼କ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ

ତାଳଚେର : ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ରବିବାର ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ମଦନ ମୋହନ ସାହୁ ଏବଂ…

Continue Readingସଡ଼କ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ

ବାହାଘର ଦିନ କନ୍ୟା ଫେରାର, ବର ଶିଶୁପାଳ; ଥାନାରେ ଦୁଇ ପକ୍ଷ

ଅନୁଗୁଳ: ବାହାଘର ଦିନ କନ୍ୟା ଫେରାର। ଶିଶୁପାଳ ହୋଇ ଫେରିଲା ବର। ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଗୋଛାୟତ ସାହିରେ ଏଭଳି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଅନୁଗୁଳ ଥାନା ମରାତିରା ଗ୍ରାମର…

Continue Readingବାହାଘର ଦିନ କନ୍ୟା ଫେରାର, ବର ଶିଶୁପାଳ; ଥାନାରେ ଦୁଇ ପକ୍ଷ

ମହିଳାଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ: ଅନୁଗୁଳରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ

ଅନୁଗୁଳ: ଆଜି ସ୍ଥାନୀୟ ବିଜୁ ମଇଦାନ ଠାରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦିଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

Continue Readingମହିଳାଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ: ଅନୁଗୁଳରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ

ଘରେ ପଶି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ: ସ୍ଥାନୀୟ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟରେ କ୍ଷୀର ଦେବା ବାହାନାରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ଘଟଣାରେ ଅନୁଗୁଳ ପୋଲିସ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ କୁଶାସିଂହା ଗ୍ରାମର ବାପୁନ ପ୍ରଧାନ।…

Continue Readingଘରେ ପଶି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ଘଟଣା, ଅଭିଯୁକ୍ତ ଗିରଫ

ଡେରେଙ୍ଗରୁ ୨୨୭ ଲିଟର ଚୋରା ଦେଶୀ ମଦ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ସଫଳତା। ଡେରେଙ୍ଗ ଗାଁରୁ ୨୨୭ ଲିଟର ଚୋରା ଦେଶୀ ମଦ ଜବତ। ଏହି କାରବାରରେ ସମ୍ପୃକ୍ତ ୩ ଗିରଫ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଅନୁଗୁଳ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଏବଂ କଣିହାଁ ପୋଲିସ ଡେରେଙ୍ଗ…

Continue Readingଡେରେଙ୍ଗରୁ ୨୨୭ ଲିଟର ଚୋରା ଦେଶୀ ମଦ ଜବତ, ୩ ଗିରଫ

ଚା’ ପରେ ଫାଇନ ଦେଲେ ଫୁଲ ଦୋକାନୀ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକ ଓ କାଗଜ କପରେ ଚା' ବିକିବା ବିରୁଦ୍ଧରେ ଅଭିଯାନ ଜାରି ରହିଛି। ସେହିଭଳି ଦୋକାନୀ ମାନେ ଡଷ୍ଟବିନ ବ୍ୟବହାର ନକରି ଦୋକାନ ଆଗରେ ଅଳିଆ ପକାଇଲେ ଫାଇନ କଟାଯାଉଛି। ଆଜି ବୁଢ଼ୀ ଠାକୁରାଣୀ ମନ୍ଦିର…

Continue Readingଚା’ ପରେ ଫାଇନ ଦେଲେ ଫୁଲ ଦୋକାନୀ