ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ପାଠାଗାର ପରିସରରେ ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି ଏହି କର୍ମଶାଳାକୁ ଉଦଘାଟନ କରି ଶିକ୍ଷାବିତ ସ୍ବର୍ଗତ ରାଧାମୋହନଙ୍କ ଭଲ…

Continue Readingସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁ ବର୍ ସ୍ଥିତ ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ପରିବାର ସାମିଲ ହୋଇ ପରସ୍ପରକୁ ନୂତନ…

Continue Readingସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ସତ୍ୟ ପ୍ରକାଶ ତ୍ରିପାଠୀ ଅନୁଗୁଳ ନିର୍ବାହୀ ଅଧିକାରୀ

ଅନୁଗୁଳ: ରାଜ୍ୟ ନଗର ଉନ୍ନୟନ ବିଭଗ ନୋଟିଫିକେସନ ନଂ ୧୨୯ ତା ୨.୧.୨୫ ଅନୁଯାୟୀ ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ ସ୍ଥାନରେ ଚାନ୍ଦବାଲି ଏନଏସି ର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଅନୁଗୁଳ ପୌର ନିର୍ବାହୀ ଅଧିକାରୀ…

Continue Readingସତ୍ୟ ପ୍ରକାଶ ତ୍ରିପାଠୀ ଅନୁଗୁଳ ନିର୍ବାହୀ ଅଧିକାରୀ

କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଚାଲୁ କରିବାକୁ ଦାବି ପତ୍ର

  ଅନୁଗୁଳ: ଗୋ' ସେବକ ରୁକେଶ ରୋଶନ ଦାସ ଏବଂ ସ୍ବେଚ୍ଛାସେବି ପ୍ରତାପ ମହାପାତ୍ର ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ଭେଟି ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ କୁକୁର ବନ୍ଧ୍ୟାକରଣ କେନ୍ଦ୍ରଟିକୁ ଚାଲୁ କରିବାକୁ ଏକ ସ୍ମାରକ…

Continue Readingକୁକୁର ବନ୍ଧ୍ୟାକରଣ କେନ୍ଦ୍ର ଚାଲୁ କରିବାକୁ ଦାବି ପତ୍ର

ଡିଭାଇଡର୍ ଉପରେ ଚଢ଼ିଗଲା ଟ୍ରକ୍

ବଇଣ୍ଡା: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ରେଳ ଓଭର ବ୍ରିଜ ନିକଟରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯାଇଛି। ଫଳରେ ଡିଭାଇଡର ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ସମୟରେ ଟ୍ରକରୁ ହେଲପର ଡେଇଁ ପଡ଼ିବାରୁ ସେ…

Continue Readingଡିଭାଇଡର୍ ଉପରେ ଚଢ଼ିଗଲା ଟ୍ରକ୍

ସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ: ଏଥର ମାସେ ବ୍ୟାପୀ ଚାଲିବ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ “ସଡ଼କ ସୁରକ୍ଷା ଓ ପରିବାର ରକ୍ଷା' ବାର୍ତ୍ତାକୁ ନେଇ ସଡ଼କ ସୁରକ୍ଷା ସପ୍ତାହ ୨୦୨୫ ପାଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ଅଭିଯାନକୁ ମାସେ ବ୍ୟାପୀ ପାଳନ ହେବ। ଏହି ପରିପ୍ରେକ୍ଷୀରେ…

Continue Readingସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ: ଏଥର ମାସେ ବ୍ୟାପୀ ଚାଲିବ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳର ପଣ୍ଡିତ ମହେଶ ସାହୁଙ୍କୁ ଓଡ଼ିଶା ଆଇକନ ଆୱାର୍ଡ ପ୍ରଦାନ

ଅନୁଗୁଳ: ପୁରୀ ଟାଉନ ହଲ ଠାରେ ୱାର୍ଲ୍ଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ଅନୁଗୁଳର ପଣ୍ଡିତ ମହେଶ ସାହୁଙ୍କୁ ଓଡ଼ିଶା ଆଇକନ ଆୱାର୍ଡରେ ସମ୍ମାନିତ କରାଯାଇଛି। ପୁରୀ ସ୍ଥିତ ୱାର୍ଲ୍ଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ଡିସେମ୍ବର ୩୧ ତାରିଖ ଦିନ…

Continue Readingଅନୁଗୁଳର ପଣ୍ଡିତ ମହେଶ ସାହୁଙ୍କୁ ଓଡ଼ିଶା ଆଇକନ ଆୱାର୍ଡ ପ୍ରଦାନ

ଛେଣ୍ଡିପଦାକୁ ସବଡିଭିଜନ ମାନ୍ୟତା ଓ ବାଇପାସ ରାସ୍ତା ନିର୍ମାଣ ଦାବି, ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ସବ୍‌ଡିଭିଜନ ମାନ୍ୟତା ଓ ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବୁଧବାର ଛେଣ୍ଡିପଦା ଯୁବମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରଥମ ଦାବି ହେଉଛି ଛେଣ୍ଡିପଦା ବ୍ଲକକୁ…

Continue Readingଛେଣ୍ଡିପଦାକୁ ସବଡିଭିଜନ ମାନ୍ୟତା ଓ ବାଇପାସ ରାସ୍ତା ନିର୍ମାଣ ଦାବି, ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

ଅନୁଗୁଳ: ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନିତ। ଭାରତ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ପୁରୀ ସ୍ଥିତ ମ୍ୟୁନିସିପାଲଟି ଟାଉନ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାହୁଙ୍କୁ…

Continue Readingଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

ଜାନୁୟାରୀ, ଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସୂଚୀ ନିର୍ଦ୍ଧାରିତ, ଜାଣନ୍ତୁ କେବେ କେଉଁଠି କରିବେ ଅଭିଯୋଗ

ଅନୁଗୁଳ: ଆସନ୍ତା ଜାନୁୟାରୀ, ଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ସମେତ ବିଭିନ୍ନ ବିଭାଗର…

Continue Readingଜାନୁୟାରୀ, ଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସୂଚୀ ନିର୍ଦ୍ଧାରିତ, ଜାଣନ୍ତୁ କେବେ କେଉଁଠି କରିବେ ଅଭିଯୋଗ