ନୂଆବର୍ଷରୁ ନୂଆ ବିମାନ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ ୪ଟି ନୂଆ ସହରକୁ ଉଡାଣ ଆରମ୍ଭ
ଭୁବନେଶ୍ୱର: ନୂଆବର୍ଷରୁ ନୂଆ ବିମାନ ସେବା ଆରମ୍ଭ। ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା। ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ।…



