ଆଜିଠାରୁ ପ୍ଲାଷ୍ଟିକ ଓ କାଗଜ କପ ନିଷିଦ୍ଧ: ବିପୁଳ କପ, ଗ୍ଲାସ ଜବତ
ଅନୁଗୁଳ: ଅନୁଗୁଳ ପୌରପାଳିକା ଚିଠି ସଂଖ୍ୟା ୭୦୮, ତା ୭. ୩. ୨୦୨୫ ଅନୁଯାୟୀ ଆଜିଠାରୁ ସହର ଭିତରେ ପ୍ଲାଷ୍ଟିକ, ଥରମୋକୁଲ ଏବଂ ମହମ ବୋଳା କପ, ଗ୍ଲାସକୁ ନିଷିଦ୍ଧ କରାଯିବା ପରେ ଆଜିଠାରୁ ସହର ସାରା ଚଢ଼ାଉ ଆରମ୍ଭ ହୋଇଛି।…
ଅନୁଗୁଳ: ଅନୁଗୁଳ ପୌରପାଳିକା ଚିଠି ସଂଖ୍ୟା ୭୦୮, ତା ୭. ୩. ୨୦୨୫ ଅନୁଯାୟୀ ଆଜିଠାରୁ ସହର ଭିତରେ ପ୍ଲାଷ୍ଟିକ, ଥରମୋକୁଲ ଏବଂ ମହମ ବୋଳା କପ, ଗ୍ଲାସକୁ ନିଷିଦ୍ଧ କରାଯିବା ପରେ ଆଜିଠାରୁ ସହର ସାରା ଚଢ଼ାଉ ଆରମ୍ଭ ହୋଇଛି।…
ଅନୁଗୁଳ : ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି) ପକ୍ଷରୁ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ ହୋଇଛି। ଏ ଅବସରରେ ସାମାଜିକ ତଥା ସୁସ୍ଥ ସ୍ୱାସ୍ଥ୍ୟଗଠନ ସମ୍ପର୍କିତ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ପ୍ରଥମେ ଦେବଭୂମି ସ୍ଥିତ ଜିନ୍ଦଲ ମନ୍ଦିରରେ ଏକ…
ଅନୁଗୁଳ: ଗତ ୯ ତାରିଖ ଦିନ ଆୟୋଜିତ ଅନୁଗୁକ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ୨୦୨୫-୨୭ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚିତ ହୋଇଛନ୍ତି। ସେମାନେ ଆଜି ଶପଥ ଗ୍ରହଣ କରିବା ସହ ନିଜ ଅଫିସ ସମ୍ଭାଳି ଥିଲେ। ଏହି ନିର୍ବାଚନରେ…
ଅନୁଗୁଳ: ରବିବାର ଚାମ୍ପିୟନ୍ସ ଟ୍ରଫି-୨୦୨୫ରେ ନ୍ୟୁଜିଲାଣ୍ଡକୁ ହରାଇବା ସହ ରୋହିତ ଶର୍ମା ଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟଅଧିନାୟକ ହୋଇଛନ୍ତି। ଏହି ଟ୍ରଫି ବ୍ୟତୀତ ରୋହିତଙ୍କ ନେତୃତ୍ବରେ ଭାରତ ୨୦୨୪ ଟି-୨୦ ବିଶ୍ବକପ ଜିତିଥିଲା । ଅନ୍ୟପଟେ ମହେନ୍ଦ୍ର ସିଂହ…
ଅନୁଗୁଳ: ସଡ଼କ ଦୁର୍ଘଟଣାରେ ଗଲା ଦମ୍ପତିଙ୍କ ଜୀବନ। ରବିବାର ଅନୁଗୁଳ ଜିଲ୍ଲା ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଚାପାରେ ବାଇକରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…
ଅନୁଗୁଳ: ସରିଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ। ସଭାପତି ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଭୂତି ପ୍ରସାଦ ଦାସଙ୍କ ଠାରୁ ୫୨ ଖଣ୍ଡ ଭୋଟରେ ଜିତିଛନ୍ତି। ସାଧାରଣ ସମ୍ପାଦକ…
ଅନୁଗୁଳ: ଆଜି ରବିବାର ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଭାରତ ଓନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟୁଥିବାବେଳେ ରୋହିତ ବାହିନୀ ଏଥର ୨୦୦୦ ମସିହାର ପରାଜୟର ପ୍ରତିଶୋଧ ନେବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ଏ ଅବସରରେ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବାଲ୍ୟ ବିବାହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଓ ବାଗଡ଼ିଆ ଥାନା ପୋଲିସ ବେଆଇନ ବାଲି ଚାଲାଣ ବେଳେ ଚଢ଼ଉ କରି ୫ଟି ଟ୍ରାକ୍ଟର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଛେଣ୍ଡିପଦା ବ୍ଲକରେ ଥିବା…
ଅନୁଗୁଳ: ଫେବ୍ରୁଆରୀ ମାସର ଦରମା ପାଇନାହାନ୍ତି ଶିକ୍ଷକ। ଏଣୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢାଉଥିବା ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମାସର ଶେଷ ତାରିଖ ସମସ୍ତ…