ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମର ଜଣଙ୍କ ଘରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗାଁର ଦୟାନିଧି ସ୍ଵାଇଁଙ୍କ ଘରେ ଆଜି ଅପରାହ୍ନରେ ଏକ ନାଗ ସାପ ପଶି ଯାଇଥିଲା। ସାପ ଦେଖି ଦୟାନିଧି ଓ ତାଙ୍କ ପରିବାର…

Continue Readingଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

୩ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କଲା ସାମ୍ବାଦିକ ସଂଘ

ଅନୁଗୁଳ: ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ନିଷ୍ପତ୍ତି କ୍ରମେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତିଙ୍କୁ ଦାବିପତ୍ର…

Continue Reading୩ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କଲା ସାମ୍ବାଦିକ ସଂଘ

କାଲି ଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଚେନ ଅବା ଚଏସ ଥିଓରୀ କାମ କରିବ??

ଅନୁଗୁଳ: ଆସନ୍ତା କାଲି ଜିଲ୍ଲା ଟ୍ରକ ମାଲିକ ସଙ୍ଘ, ଅନୁଗୁଳର ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରାର୍ଥୀମାନେ ଜୋର ସୋର ପ୍ରଚାର ଚଳାଇଛନ୍ତି। ଚଳିତ ନିର୍ବାଚନ ପୂର୍ବର ନିର୍ବାଚନ ଠାରୁ ସାମାନ୍ୟ ଭିନ୍ନ ରଣନୀତିରେ ହେଉଛି। ଚଳିତ ବର୍ଷ ତ୍ରିକୋଣୀୟ…

Continue Readingକାଲି ଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଚେନ ଅବା ଚଏସ ଥିଓରୀ କାମ କରିବ??

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅରାହାଟ ଠାରେ ଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡାକ୍ତର ସୁସ୍ମିତା ସାହୁ, ମୁଖ୍ୟ ବକ୍ତା ଭାବେ ଆଡଭୋକେଟ୍‌ ଋତୁପର୍ଣ୍ଣା ମହାନ୍ତି…

Continue Readingନାରାୟଣୀ ଇଞ୍ଜିନିୟରିଂ କଲେଜରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବିଲ୍ ଦେଇ ନ ପାରିଲେ ମଧ୍ଯ କଟିବନି ବିଦ୍ଯୁତ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ଖରାଦିନେ ଉପଭୋକ୍ତା ବିଲ ଦେଇ ନ ପାରିଲେ ବି ବିଦ୍ୟୁତ କଟିବ ନାହିଁ ବୋଲି ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

Continue Readingବିଲ୍ ଦେଇ ନ ପାରିଲେ ମଧ୍ଯ କଟିବନି ବିଦ୍ଯୁତ: ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟସ୍ତରୀୟ ବ୍ରିଜ ଟୁର୍ନାମେଣ୍ଟ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଏହି ସମାରୋହକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଯଯାତି…

Continue Readingରାଜ୍ୟସ୍ତରୀୟ ବ୍ରିଜ ଟୁର୍ନାମେଣ୍ଟ ଉଦଘାଟିତ

ଅବକାରୀ ଚଢ଼ଉ: ଚୋରା ଦେଶୀ ମହୁଲି ମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର କିଶୋରନଗର ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ…

Continue Readingଅବକାରୀ ଚଢ଼ଉ: ଚୋରା ଦେଶୀ ମହୁଲି ମଦ ଜବତ, ୨ ଗିରଫ

ଜିଲ୍ଲାସ୍ତରୀୟ ନିପୁଣ ମେଳା ଆୟୋଜିତ, ୬୦ ଟି ବିଦ୍ୟାଳୟର ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ନିପୁଣ ମେଳା ୨୦୨୫ ଅନୁଷ୍ଠିତ ହୋଇଛି। ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା…

Continue Readingଜିଲ୍ଲାସ୍ତରୀୟ ନିପୁଣ ମେଳା ଆୟୋଜିତ, ୬୦ ଟି ବିଦ୍ୟାଳୟର ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ

ଇଚ୍ଛାପୁରରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ, ଯୋଗ ଦେଲେ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଛି। ପ୍ରଥମେ ଲୁହାମୁଣ୍ଡା ଗ୍ରାମରୁ କଳସରେ ପାଣି ଆଣିବା ପରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ପୂଜା ପରେ…

Continue Readingଇଚ୍ଛାପୁରରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ, ଯୋଗ ଦେଲେ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ

ମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ କଇଁଫୁଲିଆ ସାହି ପୋଖରୀରେ ବୁଡ଼ି ଜଣେ ଦଶମ ପରୀକ୍ଷା ଦେଇଥିବା ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ନିକଟସ୍ଥ ଶାବଳଭଙ୍ଗା ପଞ୍ଚାୟତ ସ୍ୱୟଂସୁନ୍ଦରପୁର କରଡ଼ାବଣି ଗାଁର ସିଦ୍ଧାର୍ଥ ସାହୁ…

Continue Readingମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ